Daily Archives

May 10, 2021

କରୋନା ଲଢୁଛି କରୋନା ସହ । କରୋନାରୁ ସୁସ୍ଥ ହେବା ପରେ ଶରୀରରେ ବୃଦ୍ଧି ପାଉଛି ୧୦ ଗୁଣ ରୋଗ ପ୍ରତିରୋଧ ଶକ୍ତି, ଆଶା…

କନକ ବ୍ୟୁରୋ : ଯଦି କାହାକୁ କରୋନା ହୋଇସାରିଛି, ତେବେ ସେ ଏହି ଖବର ଦେଖିଲେ ନିଶ୍ଚୟ ଖୁସି ହେବେ । ଓଡିଶାର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟର- ଆରଏମଆରସି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଗବେଷଣା ଜାରି ରଖିଛି । ଏବଂ ଯେଉଁ ତଥ୍ୟ ଏହି ଗବେଷଣାରୁ ସାମ୍ନାକୁ ଆସୁଛି, ତାହା ଏକ…

ଚିନ୍ତା ବଢ଼ାଉଛି ଟିକାକରଣ କେନ୍ଦ୍ରର ଲମ୍ବା ଧାଡ଼ି । ଉପାନ୍ତରୁ ଉପକୂଳ, ସୀମାନ୍ତରୁ କେନ୍ଦ୍ରସ୍ଥଳ, ସବୁଠୁ ଆସିଲା…

କନକ ବ୍ୟୁରୋ : ଦୁଇ ଦିନର ସଟଡାଉନ୍ ପରେ ରାଜ୍ୟର ବିଭିନ୍ନ ଟିକାକରଣରେ ଆଜି ଭିଡ ଦେଖିବାକୁ ମିଳିଛି । କରୋନା ନିଜକୁ ସୁରକ୍ଷିତ ରଖିବା ଓ ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ବଢିଥିବା ସଚେତନତା ଏହି ଭିଡ ଜୁଟାଇଛି । ଟିକାକରଣର ଅବ୍ୟବସ୍ଥା ସତ୍ୱେ ଟିକା ନେବାକୁ ଲୋକଙ୍କ ଆଗ୍ରହ, ଉତ୍ସାହ,…

ନିରାଶା ଭିତରେ ଆଶାର କିରଣ । କରୋନାରୁ ସୁସ୍ଥ ହେଲେ ବାଲେଶ୍ୱରର ଶତାୟୁ, ୧୭ ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ନୂଆ…

କନକ ବ୍ୟୁରୋ : ଚାରିଆଡେ ଏବେ କରୋନା ଦ୍ୱିତୀୟ ଲହରର ଭୟ । ଏଭଳି ଘଡିସନ୍ଧି ମୁହୂର୍ତରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଆଶା ସଂଚାର କରିବା ଭଳି ଖବର । ବାଲେଶ୍ୱର ରେମୁଣାରେ କରୋନାରୁ ସୁସ୍ଥ ହୋଇଛନ୍ତି ଜଣେ ଶତାୟୁ । ଗୁରୁତର ହେବା ପରେ ସେ ସୁସ୍ଥ ହୋଇ ଫେରିଛନ୍ତି । ସେହିଭଳି…

ସ୍ରଷ୍ଟା ନାହିଁ, ସୃଷ୍ଟି ଅଛି…ନିର୍ଜୀବ ସୃଷ୍ଟି କହୁଛି, ସ୍ରଷ୍ଟାଙ୍କ ଅମର କାହାଣୀ । ଭୁବନେଶ୍ୱରରେ କୋଣାର୍କ…

କନକ ବ୍ୟୁରୋ : ସ୍ରଷ୍ଟା ନାହିଁ, ସୃଷ୍ଟି ଅଛି । ଆଉ ସେହି ନିର୍ଜୀବ ସୃଷ୍ଟି କହୁଛି, ସ୍ରଷ୍ଟାଙ୍କ ଅମର କାହାଣୀ । ଦ୍ୱିତୀୟ କୋଣାର୍କର ସ୍ୱପ୍ନ ସିନା ଅଧୁରା ରହିଗଲା, କିନ୍ତୁ ଓଡ଼ିଶାର କୋଣ ଅନୁକୋଣରେ ରଘୁନାଥ ମହାପାତ୍ର ଛାଡ଼ି ଯାଇଥିବା ସ୍ମୃତି, ଆଜି ବି ସେମିତି ଛିଡ଼ା ହୋଇଛି । ରାଜଧାନୀର…

ଟିକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର । ରାଜ୍ୟବାସୀଙ୍କୁ ଟିକା ସୁବିଧାରେ ଉପଲବ୍ଧ ପାଇଁ ସରକାରଙ୍କ ପଦକ୍ଷେପ ।

କନକ ବ୍ୟୁରୋ : ଟିକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର । ରାଜ୍ୟବାସୀଙ୍କୁ ଯେମିତି ଟିକା ସୁବିଧାରେ ଉପଲବ୍ଧ ହୋଇପାରିବ, ସେନେଇ ପଦକ୍ଷେପ ନେଇଛନ୍ତି ସରକାର । ଟିକା ସଂଗ୍ରହ କରିବା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବେ ରାଜ୍ୟ ସରକାର । ଗ୍ଲୋବାଲ ଟେଣ୍ଡର ଜାରି ପାଇଁ ରାଜ୍ୟ କ୍ୟାବିନେଟରେ…

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୯,୭୦୬ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧,୭୮୭ ଆକ୍ରାନ୍ତ ସୁସ୍ଥ ।

କନକ ବ୍ୟୁରୋ : ରାଜ୍ୟରେ ଆଜି ୯୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୮୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ…