Daily Archives

May 7, 2021

ଭୂତାଣୁ ଭିତରେ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୮ ହଜାର ୪୦୧ ପଜିଟିଭ । 

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୮ ହଜାର ୪୦୧ କରୋନା ପଜିଟିଭ । ହେଲେ ଯେଉଁ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା ଆଗରେ ଏହି ସୁସ୍ଥ ସଂଖ୍ୟା କିଛି ବି ନୁହେଁ । ଆଜି ଗୋଟିଏ ଦିନରେ ୧୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ…

କେମିତି ବଢିବ ଅକ୍ସିଜେନ ମାତ୍ରା ? ଅକ୍ସିମିଟରର ସଠିକ ବ୍ୟବହାର ସହ ଅକ୍ସିଜେନ ବଢାଇବାର ସୂତ୍ର କହିଲେ ବରିଷ୍ଠ ଡାକ୍ତର…

କନକ ବ୍ୟୁରୋ: ରାଜ୍ୟରେ ରୋଗୀଙ୍କ ପାଇଁ କେତେ ଦରକାର ଅକ୍ସିଜେନ ? କେତେବେଳେ ଜଣେ ରୋଗୀର ଅମ୍ଳଜାନ ଆବଶ୍ୟକ? ଅକ୍ସିଜେନର ଅଭାବ ଭିତରେ ଏହାର ଆବଶ୍ୟକତା କଥା କହିଛନ୍ତି ବରିଷ୍ଠ ଡାକ୍ତର କ୍ଷୀରୋଦ କୁମାର ରାଉତ । ଘରୋଇ ସଙ୍ଗରୋଧରେ ରହୁଥିବା ରୋଗୀ କିମ୍ବା ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କ…

କରୋନାର ଦ୍ୱିତୀୟ ଲହର ପିକରେ ପହଞ୍ଚିଥିବା କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଓଡ଼ିଶାକୁ ରହିଛି ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ…

କନକ ବ୍ୟୁରୋ : ଭାରତରେ ବର୍ତମାନ ଚାଲିଥିବା କୋଭିଡର ଦ୍ୱିତୀୟ ଲହର ଚରମ ସୀମାରେ ପହଂଚିଛି ବୋଲି କୁହାଯାଇପାରିବ । ଏହା କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ନିହାର ରାୟ । ସେ କହିଛନ୍ତି, ପୃଥିବୀରେ ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାର ଯେଉଁ ରେକର୍ଡ ଥିଲା ତାହା…

ଏସପ୍ଲାନେଡ ମଲରେ କାଲିଠୁ ହେବ ଟିକାକରଣ । ଜାଣନ୍ତୁ କେଉଁମାନେ ନେଇପାରିବେ ଟିକା ଓ ସାଙ୍ଗରେ କେଉଁ ପ୍ରମାଣପତ୍ର…

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଏସପ୍ଲାନେଡ ମଲରେ ହେବ ଟିକାକରଣ । ୪୫ରୁ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ୨ୟ ଡୋଜ ପାଇଁ ଡ୍ରାଇଭ୍ ଇନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଅନଲାଇନରେ ବୁକିଙ୍ଗ କରି ଟିକା ନେବା ପାଇଁ ଆସିପାରିବେ ।  ଅନଲାଇନ ବୁକିଂ ସମୟରେ ଯେଉଁ ସ୍ଲଟ ମିଳିଥିବ ସେହି ଅନୁସାରେ…

ଅସୁସ୍ଥ ହେବାରୁ ମହିଳା କରାଇଲେ କରୋନା ଟେଷ୍ଟ । ୧୦ଥର ରିପୋର୍ଟ ଆସିଲା ନେଗେଟିଭ୍, ଏହା ପରେ ବି କରୋନାରେ ହେଲା…

କନକ ବ୍ୟୁରୋ : କରୋନା ସଂକ୍ରମଣର ଟିକା ଆସିବା ପରେ ମହାମାରୀ ସହିତ ଜଡ଼ିତ ଅନେକ ଜଟିଳ ମାମଲା ସାମ୍ନାକୁ ଆସୁଛି । ଏମିତି ଏକ ଘଟଣା ବ୍ରିଟେନରୁ ଆସିଛି । ୫୫ବର୍ଷର ଜଣେ ମହିଳାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେଉଥିଲା ତେଣୁ ସେ ତାଙ୍କର କରୋନା ପରୀକ୍ଷା କରାଇଥିଲେ । ଯେଉଁଥିରେ ତାଙ୍କ…

ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର । ଆଜି ରାତି ୧୦ଟା ୧୫ରୁ ମେ’ ୮ ତାରିଖ ରାତି ୧ଟା ୪୫ ପର୍ଯ୍ୟନ୍ତ ବନ୍ଦ ହେବ ଏସବିଆଇର…

କନକ ବ୍ୟୁରୋ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । ଯଦି ଏସବିଆଇର ଡିଜିଟାଲ ସେବା ଯୋଗେ ଅନଲାଇନ କାରବାର କରୁଥାନ୍ତି ତେବେ ଜାଣିନିଅନ୍ତୁ ଏହି ଖବର । ଆଜି ରାତିରୁ କିଛି ଘଣ୍ଟା ପାଇଁ ବନ୍ଦ ରହିବ ଏସବିଆଇର ଡିଜିଟାଲ ସେବା । ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ…