Daily Archives

May 7, 2021

ଉତ୍ତରପ୍ରଦେଶ ବିଜେପିକୁ କରୋନା ଝଟକା । ୨ ସପ୍ତାହରେ କରୋନା ସଂକ୍ରମଣରେ ପ୍ରାଣ ହରାଇଲେଣି ୪ ବିଜେପି ବିଧାୟକ

କନକ ବ୍ୟୁରୋ : କରୋନା ଭୂତାଣୁ ନା ସେ ଗରିବ ନା ସେ ଧନୀ , କହାରିକୁ ତାର ଖାତିର ନାହିଁ । ନେତା ହେଉ କି ମନ୍ତ୍ରୀ ଅବାଧରେ ସମସ୍ତଙ୍କ ଶରୀରରେ ପ୍ରବେଶ କରିବାରେ ଲାଗିଛି । ଏହି କ୍ରମରେ କରୋନା ଭୂତାଣୁ ଏବେ ଦେଶ ତଥା ସାରା ବିଶ୍ୱର ଅନେକ ନାମିଦାମୀ ଲୋକଙ୍କର ଜୀବନ ନେଇ ସାରିଲାଣି । ଆଜି…

ନଭି ମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନର ଭଡ଼ା ଛାଡ଼ କଲେ ରାଜ୍ୟ ସରକାର । ଏପ୍ରିଲ ୨୦୨୦ରୁ ଓଡ଼ିଶା ଭବନକୁ ସଂଗରୋଧ…

କନକ ବ୍ୟୁରୋ: ନଭି ମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନର ଭଡ଼ା ଛାଡ଼ କଲେ ରାଜ୍ୟ ସରକାର । କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସଂଗରୋଧ ନିମନ୍ତେ ନଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦…

ଅସୁସ୍ଥ ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ମିଳିଲାନି ବେଡ୍ କି ଅକ୍ସିଜେନ୍ । ଆଖି ଆଗରେ ମା’ର ମୃତ୍ୟୁ ଦେଖି…

କନକ ବ୍ୟୁରୋ : କରୋନା, ଦିନେ ଏମିତି ବି କଷ୍ଟର କାହାଣୀ ଲେଖିବ, ତାହା କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଏହାରି ଭିତରେ ଅନେକ ହୃଦୟ ବିଦାରକ ଘଟଣା ବି ସାମ୍ନାକୁ ଆସୁଛି । ପ୍ରତିଦିନ ଏଭଳି ଘଟଣାମାନ ଦେଖି ମନ ଏକ ପ୍ରକାର ବିଚଳିତ ହୋଇପଡ଼ୁଛି । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରର…

ନିର୍ବାଚନରେ ହାରିଗଲେ ବୋଲି…ଜେସିବି ଲଗାଇ ଖୋଳିଦେଲେ ଗାଁ ରାସ୍ତା ।

କନକ ବ୍ୟୁରୋ : ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ ୨୦୨୧ ର ଫଳାଫଳ ଘୋଷିତ ହୋଇଥିବାବେଳେ ଅନେକ ସ୍ଥାନରୁ ହିଂସା ଖବର ମଧ୍ୟ ସାମ୍ନାକୁ ଆସିଛି। ତେବେ ନିର୍ବାଚନରେ ହାରିବା ପରେ ପ୍ରାର୍ଥୀମାନେ ଜନସାଧାରଣଙ୍କ ଉପରେ ନିଜର ଆକ୍ରୋଶ ପ୍ରକାଶ କରୁଛନ୍ତି। ଉତ୍ତରପ୍ରଦେଶ ବାରବାଙ୍କି ଜିଲ୍ଲାରୁ ଏପରି…

ଓଡ଼ିଆ ସାହିତ୍ୟର ସମ୍ରାଟଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି । ଏକାଦଶାହ ଅବସରରେ ପଦ୍ମଭୂଷଣ ମନୋଜ ଦାସଙ୍କର ୨ ଇଞ୍ଚର ସୁନ୍ଦର…

କନକ ବ୍ୟୁରୋ : ପଦ୍ମଭୂଷଣ ଡ. ମନୋଜ ଦାସଙ୍କ ଏକାଦଶାହ ଅବସରରେ ଯୁବ ଚିତ୍ରଶିଳ୍ପୀ ସଂଜୟ କୁମାର ରାଉଳ ଡ. ଦାସଙ୍କ ପ୍ରତିକୃତି କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମାତ୍ର ୨ ଘଣ୍ଟା ସମୟ ଭିତରେ ସେ ଏହି ପ୍ରତିକୃତିକୁ ଶେଷ କରିଛନ୍ତି । କାଦୁଅରେ ୨ ଇଞ୍ଚ୍‌ର ପ୍ରତିକୃତି ଖୋଦେଇ…

ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଜେଲରେ ବଢୁଛି ସଂକ୍ରମଣ । କଏଦୀ ମାନଙ୍କୁ ପାରୋଲରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ : ଦେଶରେ ଦୈନିକ କରୋନା ସଂକ୍ରମଣ ୪ ଲକ୍ଷ ଉପରେ ରହୁଥିବା ବେଳେ ମୃତ୍ୟୁ ବି ଦୈନିକ ୪ ହଜାର ମୁହାଁ ହୋଇଛି । ଏହାରି ଭିତରେ କରୋନାରୁ ରକ୍ଷା ପାଇବାକୁ ସରକାର ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି । ହେଲେ ଦେଶରେ ଥିବା ଜେଲ ଭିତରେ ସାମାଜିକ ଦୂରତା ରକ୍ଷା…