Daily Archives

May 7, 2021

କେବଳ ଏପ୍ରିଲ ମାସରେ ଗଲାଣି ୧୨୫ ସାମ୍ବାଦିକଙ୍କ ଜୀବନ । ମିଡିଆ ୱାଚଡଗର ରିପୋର୍ଟ, ପ୍ରତିଦିନ ଯାଉଛି ୪ ସାମ୍ବାଦିକଙ୍କ…

କନକ ବ୍ୟୁରୋ : ଖବର ପଢ଼ୁପଢ଼ୁ, ଲେଖୁଲେଖୁ ବା ସଂଗ୍ରହ କରୁ କରୁ ଖବର ପାଲଟି ଯାଉଛନ୍ତି ସାମ୍ବାଦିକ । କରୋନା ଭୂତାଣୁର ଭୟାବହତା ନେଇ ଲୋକଙ୍କୁ ସତର୍କ କରିବା ହେଉ କି ଅସୁବିଧାରେ ପଡିଥିବା ଲୋକଙ୍କ ସମସ୍ୟାକୁ ଆଗକୁ ଆଣୁଥିବା ଏହି ସମ୍ମୁଖ ଯୋଦ୍ଧାଙ୍କର ପ୍ରତିଦିନ ମୃତ୍ୟୁ ହେଉଛି । ତଥ୍ୟ…

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା । ପଢନ୍ତୁ କିଏ ଆସିଲେ, କିଏ…

କନକ ବ୍ୟୁରୋ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଓ ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ତେବେ ଏହି ସିରିଜରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସାମିଲ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ଟିମରେ ନିଜ ସ୍ଥାନ ପକ୍କ କରିବାରେ…

ରାଜ୍ୟରେ ସର୍ବକାଳୀନ ଅଲୋଡା ରେକର୍ଡ । ଗତ ୨୪ ଘଂଟାରେ ୧୨ ହଜାର ୨୩୮ ପଜିଟିଭ ଚିହ୍ନଟ, ୧୯ ମୃତ ।

କନକ ବ୍ୟୁରୋ : ଦୈନିକ ସଂକ୍ରମଣରେ ଆଉ ଏକ ଅଲୋଡ଼ା ରେକର୍ଡ । ୨୪ ଘଂଟାରେ ରାଜ୍ୟରେ ୧୨,୨୩୮ ନୂଆ ମାମଲା । ପ୍ରତିଦିନ ବଦଳୁଛି ରାଜ୍ୟର କରୋନା ମ୍ୟାପ୍ । ରେଡ୍ ଜୋନରେ ଥିବା ୨୩ ଜିଲ୍ଲାରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ । ତେବେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ର ସ୍ଥିତି ସବୁଠୁ ଖରାପ ରହିଛି । ଏହା…

ଆଖିବୁଜିଲେ ଆଉ ଜଣେ ଆଗଧାଡ଼ିର ଯୋଦ୍ଧା । ମହାମାରୀ କରୋନାରେ ସମ୍ବାଦର ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ ସାହୁଙ୍କ…

କନକ ବ୍ୟୁରୋ : ମହାମାରୀ କରୋନା ନେଇଛି ଆଉ ଜଣେ ସାମ୍ବାଦିକଙ୍କ ଜୀବନ । କରୋନା ଖବର କରୁ କରୁ ମହାମାରୀର ଶିକାର ହୋଇଯାଇଛନ୍ତି ସମ୍ବାଦର ଗଞ୍ଜାମ ପ୍ରତିନିଧି ପ୍ରଦୀପ ସାହୁ । ଗତ କିଛି ଦିନ ହେଲା ସେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । କରୋନା ସହ ଲଢ଼େଇ କରିବା ଭିତରେ ଶେଷରେ ଆଖି…

ଜୁନ ୩୦ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳ । ନବମ ଓ ଦଶମ ପରୀକ୍ଷା ଫଳକୁ ନେଇ ହେବ ମୂଲ୍ୟାୟନ

କନକ ବ୍ୟୁରୋ: ଜୁନ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳାଫଳ ବାହାରିବା ନେଇ ସୂଚନା ଦିଆଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଚଳିତ ବର୍ଷ କେମିତି ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ସେ ନେଇ ମଧ୍ୟ ବିଜ୍ଞପ୍ତିରେ…

ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ନେଇ ପଦ୍ଧତି ଚୂଡାନ୍ତ । ନବମ ଓ ଦଶମ ପରୀକ୍ଷାର ମୂଲ୍ୟାୟନକୁ ନେଇ ଆସିବ ଫଳାଫଳ ।

କନକ ବ୍ୟୁରୋ: ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ନେଇ ପଦ୍ଧତି ଚୂଡାନ୍ତ ହେଲା । ନବମ ଓ ଦଶମ ପରୀକ୍ଷାର ମୂଲ୍ୟାୟନକୁ ନେଇ ଆସିବ ଫଳାଫଳ । ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଫଳକୁ ବିଚାର କରାଯିବ । ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପରୀକ୍ଷା ଫଳକୁ ବିଚାର କରାଯିବ । ଦଶମର ୩ଟି ଅଭ୍ୟାସ…