ଡାକ୍ତରଙ୍କୁ ନେଇ ସରକାରଙ୍କ ନୂଆ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କ ଅଧୀନକୁ ଆସିଲେ ଭିନ୍ନ ଭିନ୍ନ କ୍ୟାଡର ଡାକ୍ତର ।

696

କନକ ବ୍ୟୁରୋ : ଡାକ୍ତରଙ୍କୁ ନେଇ ନୂଆ ନିର୍ଦ୍ଦେଶ ଜାରି କଲେ ରାଜ୍ୟ ସରକାର । ଭିନ୍ନ ଭିନ୍ନ କ୍ୟାଡର ଡାକ୍ତରଙ୍କୁ ରାଜ୍ୟ ସରକାରଙ୍କ ଅଧୀନକୁ ଅଣାଗଲା । ଓଏଚଏମଏସ, ଓଏମଇଏସ, ଆୟୂଷ, ଦାନ୍ତ ଡାକ୍ତର, ପିଜି ଡାକ୍ତର, ପୋଷ୍ଟ ପିଜି ଡାକ୍ତର, ଇନଟର୍ଣ୍ଣ ଏବଂ ଶେଷବର୍ଷ ଛାତ୍ର ରାଜ୍ୟ ଅଧୀନକୁ ଆସିଲେ । ନର୍ସ ଓ ପାରାମେଡିକାଲ ଷ୍ଟାଫ ମଧ୍ୟ ସାମୟିକ ଭାବେ ରାଜ୍ୟ ଅଧୀନକୁ ଆସିଲେ । ତେବେ ଏମାନେ ‘ଷ୍ଟଟ ପୁଲ’ ଦ୍ୱାରା ନିୟୋଜିତ ହେବେ । କୋଭିଡ୍ ପରିଚାଳନା ପାଇଁ ଏମାନଙ୍କୁ ନ୍ିୟୋଜିତ କରାଯିବ ।