Daily Archives

May 1, 2021

ସବୁଠୁ ଉତ୍ତପ୍ତ ସହର ସୋନପୁର । ୪୦ ଡିଗ୍ରୀ ଉପରେ ରହିଲା ରାଜ୍ୟର ୪ଟି ସହରର ତାପମାତ୍ରା, ପଢ଼ନ୍ତୁ କେଉଁଠି କେତେ ଥିଲା…

କନକ ବ୍ୟୁରୋ: ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସୋନପୁର। ଆଜି ସୋନପୁରର ତାପମାତ୍ରା ୪୧ .୩ ଡିଗ୍ରୀ ରେକର୍ଡ । ସେହପରି ୪୦ ଡିଗ୍ରୀ ଉପରେ ରାଜ୍ୟର ୩ଟି ସହରର ତାପମାତ୍ରା ରେକର୍ଡ ହୋଇଛି । ତେବେ ଗତକାଲି ବିଳମ୍ବିତ ରାତିରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଥିଲା । ଭୁବନେଶ୍ୱର…

ଭୁବନେଶ୍ୱରରେ ଦ୍ରୁତ ଗତିରେ ବଢୁଛି କରୋନା । ୩ ଦିନ ହେଲା ଏକ ହଜାର ଉପରେ ସଂକ୍ରମଣ । ୮ ହଜାର ଉପରେ ସକ୍ରିୟ ଆକ୍ରାନ୍ତ

କନକ ବ୍ୟୁରୋ: ଭୁବନେଶ୍ୱରରେ ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ହସପିଟାଲାର ମଧ୍ୟ ଚାପ ବଢ଼ିବାରେ ଲାଗିଛି । ସବୁଠୁ ଚିନ୍ତାଜନକ ହେଉଛି ଆଇସିୟୁର ୯୦ ପ୍ରତିଶତ ବେଡ୍ ପୂରଣ ହୋଇଗଲାଣି । ତେବେ ୯୫ ପ୍ରତିଶତ ସାଧାରଣ ଶଯ୍ୟାରେ ରହିଛି ଅକ୍ସିଜେନ୍ ବ୍ୟବସ୍ଥା । ନଜର ପକାନ୍ତୁ ଭୁବନେଶ୍ୱର ର…

ପୁଣି କରୋନାର ଅଲୋଡ଼ା ରେକର୍ଡ – ଦେଶରେ ଦୈନିକ ସଂକ୍ରମଣ ଟପିଲା ୪ଲକ୍ଷ । ଏପଟେ ରାଜ୍ୟରେ ୧୦ ହଜାର ଅତିକ୍ରମ କଲା…

କନକ ବ୍ୟୁରୋ: ଓଡ଼ିଶାର ୧୯ଟି ଜିଲ୍ଲା ଏବେ ରେଡ୍ ଜୋନରେ । ବିଶେଷ କରି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ସ୍ଥିତି ଉଦବେଗଜନକ ହୋଇଛି । କ୍ରମାଗତ ୧୦ ଦିନ ଧରି ଉପରମୁହାଁ ହୋଇ ରହିଛି ସଂକ୍ରମଣ । ଏପ୍ରିଲ ୨୫ ତାରଖରେ ୬୫୯୯ ଦୈନିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟେଷ୍ଟ-ପଜିଟିଭିଟି ହାର ଥିଲା…

ମେ’ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ୧୩ ତାରିଖରେ ନେଇପାରେ ବାତ୍ୟାର ରୂପ ।

କନକ ବ୍ୟୁରୋ: ମେ’ ଦ୍ୱିତୀୟ ସପ୍ତାହରେ ଦାନା ବାନ୍ଧିପାରେ ଲଘୁଚାପ । ଆମେରିକାର ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ମଡେଲ ଅନୁସାରେ ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୨ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ । ଆଉ ୧୩ ତାରିଖ ବେଳକୁ ଏହା ବାତ୍ୟାର ରୂପ…

ଆସନ୍ତାକାଲି ଆସିବ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ନିର୍ବାଚନ ଫଳାଫଳ । ଫୋକସରେ ପଶ୍ଚିମବଙ୍ଗ ରେଜଲ୍ଟ ।

କନକ ବ୍ୟୁରୋ: ଆସନ୍ତାକାଲି ଆସିବ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରର ନିର୍ବାଚନ ଫଳାଫଳ । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀର କିଏ କ୍ଷମତାକୁ ଆସିବ ଏହି ଫଳାଫଳରୁ ସ୍ପଷ୍ଟ ହେବ । ବିଶେଷକରି ପଶ୍ଚିମବଙ୍ଗ ଉପରେ ସାରାଦେଶର ନଜର ରହିଛି । କାରଣ ଏଠାରେ କେନ୍ଦ୍ରରେ…

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦେଶର କେତେକ ସ୍ଥାନରେ ଲାଗୁ ହୋଇପାରେ ସଟଡାଉନ୍ ଭଳି ଶକ୍ତ କଟକଣା । 

କନକ ବ୍ୟୁରୋ: ଦେଶର କେତେକ ସ୍ଥାନରେ ଲାଗୁ ହୋଇପାରେ ସଟଡାଉନ ଭଳି ଶକ୍ତ କଟକଣା । ଯେଉଁ ସ୍ଥାନଗୁଡିକରେ ଦୈନିକ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି ଓ ୬୦ ପ୍ରତିଶତରୁ ଅଧିକ ରୋଗୀ ଆଇସିୟୁରେ ଭର୍ତ୍ତି ହେଉଛନ୍ତି ସେସବୁ ଅଂଚଳରେ ସଟଡାଉନ ଲାଗୁ ହୋଇପାରେ । ଏଭଳି ଅଂଚଳରେ କରୋନା…