Daily Archives

April 27, 2021

ଓଡିଶାରେ ବଢୁଛି ଆଇସିୟୁ ରୋଗୀଙ୍କ ସଂଖ୍ୟା । ପ୍ରାୟ ଅଧା ଆଇସିୟୁ ବେଡ ଫୁଲ । ସରକାର କହିଲେ, ଆବଶ୍ୟକ ଥିଲେ ଆସନ୍ତୁ…

କନକ ବ୍ୟୁରୋ: ଚିନ୍ତା ବଢାଉଛି ରାଜ୍ୟରେ ସଂକ୍ରମଣ ସ୍ଥିତି । ଲଗାତାର ୬ ଦିନ କରୋନା ସଂକ୍ରମଣ ୬ ହଜାର ଉପରେ ରହିଛି । ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬ହଜାର ୭୩ ପଜିଟିଭ । ସର୍ବାଧିକ କରୋନା ପଜିଟିଭ, ୧୦୯୨ଜଣ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ । ୨୪ ଘଂଟାରେ ୩୬ ହଜାର ୮୪୫…

ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ । ୧୭୧ ରନ କଲା ବାଙ୍ଗାଲୋର । ଦିଲ୍ଲୀ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ । 

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର ୧୭୧ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଏବେ ଦିଲ୍ଲୀ ଆଗରେ ୧୭୨ ରନର ବଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ ବାଙ୍ଗାଲୋର ବୋଲର ମାନଙ୍କୁ ସାମ୍ନା…

ଆଉ ନାହାନ୍ତି ଓଡିଆ ସାହିତ୍ୟର ମଉଡମଣୀ । ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ । 

କନକ ବ୍ୟୁରୋ: ଆଉ ନାହାନ୍ତି ଓଡିଆ ସାହିତ୍ୟର ମଉଡମଣୀ । ଆଖିବୁଜିଦେଲେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ । ୮୭ ବର୍ଷ ବୟସରେ ମନୋଜ ଦାସଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ଭଳି ସମ୍ମାନରେ ସମ୍ମାନୀତ ହୋଇଥିଲେ ମନୋଜ ଦାସ । ତାଙ୍କ…

ଅନଲାଇନରେ ମିଳିବ କୋଭିଡ ବେଡ ତଥ୍ୟ । କାର୍ଯ୍ୟକାରୀ ହେବ ଅନଲାଇନ ରିଅଲ ଟାଇମ ବେଡ ମ୍ୟାନେଜମେଣ୍ଟ ସିଷ୍ଟମ ।

କନକ ବ୍ୟୁରୋ : ମହାମାରୀ ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିଥିବା ବେଳେ ଅକ୍ସିଜେନ ଓ ଔଷଧ ଠିକ୍ ସମୟରେ ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କୁ ସମସ୍ତ କାର୍ଯ୍ୟର ତଦାରଖ କରି ପରବର୍ତ୍ତୀ ବୈଠକରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି…

ତୃତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ଦ୍ୱନ୍ଦ୍ୱ । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ମେ ମାସରେ କୋଭିସିଲ୍ଡ ଟିକା…

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ଅନ୍ଲାଇନ୍ ପଞ୍ଜିକରଣ । ଏହି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାୟ ୨ କୋଟି ଯୁବକଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ଥିବା ବେଳେ ଦେଶରେ ଏହିବର୍ଗରେ ଅଛନ୍ତି ପ୍ରାୟ ୬୫ କୋଟି ଲୋକ । ମେ’ ପହିଲାରୁ ଆରମ୍ଭ ହେଉଥିବା…

ମହାମାରୀ ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଔଷଧ ଓ ଅକ୍ସିଜେନ ଠିକ୍ ସମୟରେ ଯୋଗାଇବା ସହ ଯୋଜନାବଦ୍ଧ ଭାବେ କାମ…

କନକ ବ୍ୟୁରୋ : ଗୋଟିଏ ପଟେ କରୋନା ତାର କାୟା ମେଲାଉଥିବା ବେଳେ ସଂକ୍ରମଣରେ ବ୍ରେକ ଲାଗୁନି । ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟ ସରକାର ମହାମାରୀର ମୁକାବିଲା ଉପରେ ଜୋର ଦେଉଛନ୍ତି । ଏଭଳିସ୍ଥଳେ କୋଭିଡ ସ୍ଥିତିର ସମୀକ୍ଷା କରି ଲୋକଙ୍କ ଜୀବନ ରକ୍ଷା ପାଇଁ ପର୍ଯ୍ୟାପ୍ତ…