Daily Archives

April 20, 2021

ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଓ ଇଲେକ୍ସନ କମିଶନର ରାଜୀବ କୁମାର କରୋନା ପଜିଟିଭ୍ । ସୁନିଲ ଆରୋରଙ୍କ ପରେ…

କନକ ବ୍ୟୁରୋ : ଦେଶରେ ନିୟନ୍ତ୍ରଣ ବାହାରେ କରୋନା ସ୍ଥିତି । ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାର କରୋନା ସଂକ୍ରମିତ ହୋଇଛନ୍ତି । ନିର୍ବାଚନ ଅୟୋଗରେ ଦୁଇ ପ୍ରମୁଖ କରୋନା ସଂକ୍ରମିତ ହେବା ପରେ ଏହାକୁ ନେଇ ଦପ୍ତରରେ ଭୟର ବାତାବରଣ…

ଟିକାନିର୍ମାତା କମ୍ପାନୀମାନଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ : ସନ୍ଧ୍ୟା ୬ ଟାରେ ବୈଠକ କରିବେ ମୋଦୀ

କନକ ବ୍ୟୁରୋ : ଆଜି ସନ୍ଧ୍ୟା ୬ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକ କରିବେ । ଟିକା ଉତ୍ପାଦନକାରୀଙ୍କ ସହିତ ଏହି ବୈଠକ ଅନୁଷ୍ଠିତ ହେବ । ଟିକାକରଣର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ମେ'…

ପୁରା ରାଜ୍ୟରେ ଲକଡାଉନ୍ ଘୋଷଣା କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ । ଜରୁରୀ ସେବା ବ୍ୟତୀତ ଅନ୍ୟସବୁ ସେବା ବନ୍ଦ

କନକ ବ୍ୟୁରୋ : ଛତିଶଗଡରେ କରୋନା ସଂକ୍ରମଣ ଏବେ ଅନିୟନ୍ତ୍ରିତ ଅବସ୍ଥାରେ ପହଂଚିଯାଇଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ପୁରା ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ହେଲେ ସବୁ ଜିଲ୍ଲାରେ ଅଲଗା ଅଲଗା ତାରିଖରେ ଲକଡାଉନ ଘୋଷଣା କରାଯାଇଛି । ଶେଷ ସୂଚନା ମୁତାବକ ସୁକମା…

୧୮ ବର୍ଷରୁ ଅଧିକ ବୟସଙ୍କ ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ : ଖୋଲାଯିବ ଅଧିକ ଟିକାକରଣ କେନ୍ଦ୍ର; ଆପ ସହ ସ୍ପଟ…

କନକ ବ୍ୟୁରୋ : ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ୧ ମେ' ରୁ ଓଡିଶା ଯୁବ ବର୍ଗଙ୍କୁ ଟିକାକରଣ କରିବ । ଯୁବକଙ୍କୁ ଟିକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ ଓ ଟିକାକରଣ କେନ୍ଦ୍ର ଖୋଲାଯିବ । କୋଇନ ଆପ ଓ ସ୍ପଟ…

ବାତିଲ ହେଲା ଆଇସିଏସଇ ଦଶମ ପରୀକ୍ଷା । ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ ସବୁ ସ୍କୁଲଗୁଡିକୁ ନିର୍ଦ୍ଦେଶ । ଦ୍ୱାଦଶ…

କନକ ବ୍ୟୁରୋ : ରାଜ୍ୟରେ କରେନା ମହାମାରୀକୁ ନଜରରେ ରଖି ସରକାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି । ଏହାସହ ଛାତ୍ରଛାତ୍ରୀ ମାନଙ୍କୁ ଏକାଦଶ ଶ୍ରେଣୀରେ ନାମ ଲେଖାଇବାକୁ ସବୁ ସ୍କୁଲଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ  ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ଅନଲାଇନ…

ନବୀନ ନିବାସ ସମ୍ମୁଖରେ ଛାତ୍ରଛାତ୍ରୀ । ପରୀକ୍ଷା ହେବ କି ନାହିଁ? ଗଣଶିକ୍ଷା ମନ୍ତ୍ରୀଙ୍କ ଠାରୁ ମିଳିଲାନି ଉତ୍ତର,…

କନକ ବ୍ୟୁରୋ : ଦଶମ ପରୀକ୍ଷାକୁ ନେଇ ନବୀନ ନିବାସ ସମ୍ମୁଖରେ ଛାତ୍ରଛାତ୍ରୀ । ପରୀକ୍ଷା ହେବ କି ନାହିଁ ସେ ଦ୍ୱନ୍ଦ୍ୱ ଦୂର କରିବା ନେଇ ନବୀନ ନିବାସରେ ନିଜ ଦାବି ଜଣାଇବାକୁ ଯାଇଛନ୍ତି ଛାତ୍ରଛାତ୍ରୀ । ମନ୍ତ୍ରୀଙ୍କ ପାଖରୁ ସନ୍ତୋଷ ଜନକ ଉତର ନପାଇବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଦାବି…