କନକ ବ୍ୟୁରୋ : କରୋନା ବଦଳାଇଦେଲା ବିମାନବନ୍ଦରର ଚିତ୍ର । ଖାଁ ଖାଁ ହୋଇଯାଇଛି ବେଙ୍ଗାରୁଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର । ଦିନରେ ଏହି ଏୟାରପୋର୍ଟରେ ବିଦେଶକୁ ଯିବା ଲାଗି ଭିଡ ଲାଗୁଥିଲା । କିନ୍ତୁ ଆଜି ଏହି ବିମାନବନ୍ଦର ଶୂନଶାନ ହୋଇଯାଇଛି । ଏହି ଏୟାରପୋର୍ଟରୁ ମାତ୍ର ଅଳ୍ପ ବିମାନ ବିଦେଶକୁ ଯାଉଛି । ଦୁବାଇ, ମାଳଦ୍ୱୀପ ଭଳି ଅଳ୍ପ ଦେଶକୁ ଏଠାରୁ ବିମାନ ଯାଉଛି । ପର୍ଯ୍ୟଟନ ବି ପ୍ରଭାବିତ ହୋଇଛି । ବିମାନବନ୍ଦରରେ ଅଛନ୍ତି ମାତ୍ର ହାତଗଣତି ଯାତ୍ରୀ ଓ ବିମାନବନ୍ଦର କର୍ମଚାରୀ । ଆଉ ବେଙ୍ଗାରୁଲୁ ଏୟାରପୋର୍ଟରୁ ଏହାର ଭିଡିଓ ସେୟାର କରିଛନ୍ତି ବିଦେଶ ଯାଉଥିବା ଜଣେ ଓଡିଆ ଯୁବକ ।
କରୋନା କାଳରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଆସିଲା ଭିନ୍ନ ଚିତ୍ର : ସବୁବେଳେ ଭିଡ ରହୁଥିବା ବିମାନବନ୍ଦର ଏବେ ଖାଁ ଖାଁ
/kanak/media/post_attachments/wp-content/uploads/2021/04/13-16.jpg)