Daily Archives

April 13, 2021

ଋଷର ସ୍ପୁଟନିକ୍ ଭି ଟିକାକୁ ଅନୁମତି ପରେ ଭାରତରେ ବଡ ପରିମାଣର ଟିକା ଉତ୍ପାଦନ ପାଇଁ ଯୋଜନା । ବର୍ଷକୁ ୮୫୦ ମିଲିୟନ୍…

କନକ ବ୍ୟୁରୋ: ଋଷିଆ ତିଆରି କରିଥିବା କରୋନା ଟିକା ସ୍ପୁଟନିକ୍ ଭିକୁ ନେଇ ଆସିଛି ଏକ ବଡ ଖବର । ସ୍ପୁଟନିକ୍ ଭି ଟିକାର ଋଷୀୟ ନିର୍ମାତା କମ୍ପାନୀ ଭାରତରେ ଏହି ଟିକାର ବାର୍ଷିକ ୮୫୦ ମିଲିୟନ ଡୋଜ୍ ଟିକା ଉତ୍ପାଦନ ଯୋଜନା ରଖିଛି । ସ୍ପୁଟନିକ୍ ଭିକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ…

ଦେଶର ଟିକା ଚାହିଦା ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ତ୍ୱରାନ୍ୱିତ ପ୍ରକ୍ରିୟାରେ ବିଦେଶୀ ଟିକା ଗୁଡିକୁ…

କନକ ବ୍ୟୁରୋ: ଦେଶରେ ଟିକା ଅଭାବକୁ ଦୃଷ୍ଟିରେ ରଖି ଏବେ ବିଦେଶୀ ଟିକାକୁ ମଂଜୁରୀ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ କେନ୍ଦ୍ର ସରକାର । ଦେଶରେ ଟିକାର ଅଭାବ ଦୂର କରିବାକୁ ଏବେ ଏପରି ବାଟ ବାହାର କରିଛନ୍ତି ଭାରତ ସରକାର । ଭାରତରେ ଏବେ ଦୁଇଟି କରୋନା ଟିକା କୋଭାକ୍ସିନ୍ ଓ କୋଭିସିଲଡକୁ…

ହାଇଦର ହଜିଗଲା ପରେ ପତ୍ତା ପାଉନି ଓଡିଶା ପୋଲିସ । ଜମ୍ବୁ ଦେଇ ଖସିଗଲା କି କୋଲକାତା ? ରାଜ୍ୟ ବାହାରେ ବି ଜାରି  ରହିଛି…

କନକ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ହାଇଦରକୁ କଲିକତାରେ ଖୋଜୁଛି ଓଡିଶା ପୋଲିସ  । କମିଶନରେଟ ପୋଲିସର ଏସିପି ର୍ୟାଙ୍କର ଅଫିସରଙ୍କ ସହିତ ୫ଜଣିଆ ଟିମ ଗତ ୨ ଦିନ ହେଲା ହାଇଦରକୁ ଖୋଜୁଛନ୍ତି । କାରଣ କଲିକତା ସହ ଗୋରୁ କାରବାରରେ ହାଇଦର ଓ ଟିଟୋର ସମ୍ପୃକ୍ତି ରହିଛି । ପୋଲିସ ସନ୍ଦେହ କରୁଛି, ଏହି…

ବଡମ୍ବାରେ ଅନ୍ୟ ଜାତିରେ ଝିଅ ବାହା ହେବାରୁ ବସିଲା କଙ୍ଗାରୁ କୋର୍ଟ । ବାପା, ମାକୁ ଗାଁ ତଡିବା ସହ ଲାଗିଲା ୧ଲକ୍ଷର…

କନକ ବ୍ୟୁରୋ: ଗାଁ କଙ୍ଗାରୁକୋର୍ଟରୁ ନ୍ୟାୟ ପାଇବା ପାଇଁ ଗୁହାରି କରିଛନ୍ତି ଗୁରୁବାରୀ ବେହେରା । ଯାହାଙ୍କ ଘର କଟକ ବଡମ୍ବା ନରସିଂହପୁର ବ୍ଲକର ସାନ୍ତରାପୁରରେ । ସମ୍ପୂର୍ଣ୍ଣ ଖବର ଏହା ଯେ, ଝିଅକୁ ଅନ୍ୟ ଜାତିର ପୁଅ ଅପହରଣ କରିନେବାରୁ ଗାଁରୁ ଝିଅର ମାଆ ବାପାକୁ ତଡିଦେଇଛନ୍ତି ଲୋକେ । ଆଉ…

ମହାରାଷ୍ଟ୍ରରେ ବେକାବୁ ହେଲାଣି କରୋନା । ଲାଗିପାରେ ସମ୍ପୂର୍ଣ୍ଣ ଲକଡାଉନ୍ । ଆଜି ଲକଡାଉନ୍ ନେଇ ନିଷ୍ପତ୍ତି…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବେକାବୁ ହେଲାଣି କରୋନା ସ୍ଥିତି । ଏହାକୁ ନେଇ ଆଜି ମହାରାଷ୍ଟ୍ର ସରକାର ନେଇପାରନ୍ତି ବଡ ନିଷ୍ପତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଉ କିଛି ସମୟ ପରେ ଏହାକୁ ନେଇ ବଡ ନିଷ୍ପତି ନେବେ । ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି ଉଦ୍ଧବ…

ପିପିଲିରେ ଜୋର ଧରିଲା ନିର୍ବାଚନୀ ପ୍ରଚାର । ଆଶ୍ରିତଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

କନକ ବ୍ୟୁରୋ: ପ୍ରଚାରରେ କମ୍ପୁଛି ପିପିଲି ନିର୍ବାଚନମଣ୍ଡଳୀ । ଗୁରୁବାର ପ୍ରଚାର ଶେଷ ହେବାକୁ ଥିବା ବେଳେ ବିଜେଡି ଓ ବିଜେପି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିସାରିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…