Daily Archives

March 10, 2021

ନୂଆପଡ଼ାରେ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଲୋୟର ଇନ୍ଦ୍ର ପ୍ରକଳ୍ପର ହେଲା…

କନକ ବ୍ୟୁରୋ: ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ବିରାଟ ଜନସଭା ଇଙ୍ଗିତ କରୁଛି, ବିଜୁ ଜନତା ଦଳର ଫୋକସ ଏବେ ପଶ୍ଚିମ ଓଡିଶା ଆଡକୁ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ୨ହଜାର ୩୩୭ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି । ଆଉ ନୂଆପଡା ଜିଲ୍ଲାର…

ଶିମିଳିପାଳର ଭୟଙ୍କର ନିଆଁ ଲିଭାଇଲା ପ୍ରକୃତି । ଅଭୟାରଣ୍ୟର ପିଠାବଟା ସମେତ ୬ଟି ରେଞ୍ଜରେ ପ୍ରବଳ ବର୍ଷା ।

କନକ ବ୍ୟୁରୋ: ସୌଭାଗ୍ୟ କୁହନ୍ତୁ ବା ସଂଯୋଗ, ଶିମିଳିପାଳରେ ଜଳୁଥିବା ନିଆଁକୁ ଶାନ୍ତ କରିବା ପାଇଁ ଯାହାର ସବୁଠୁ ଅଧିକ ଆବଶ୍ୟକ ଥିଲା, ସେହି ବର୍ଷା ଆଜି ଭୁଇଁକୁ ଛୁଇଁଛି । ପ୍ରାୟ ଦୁଇ ସପ୍ତାହ ଧରି ଯେଉଁ ନିଆଁକୁ କାବୁୁ କରିବାକୁ ବନବିଭାଗ, ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ ଟିମ୍ ମିଳିତ…

ଜଙ୍ଗଲର ନିଆଁକୁ ନେଇ ରାଜନୀତିରେ ଧୂଆଁ । ଶାସକ ଦଳକୁ ଘେରିଲେ ଉଭୟ ବିଜେପି ଓ କଂଗ୍ରେସ ।

କନକ ବ୍ୟୁରୋ: ଜଙ୍ଗଲର ନିଆଁକୁ ନେଇ ଉଠିଛି ରାଜନୈତିକ ଧୂଆଁ । ଆଉ କୁହଳୁୁଥିବା ଏହି ରାଜନୀତିର ଧୂଆଁ ଦିଲ୍ଲୀ ଦରବାର ଯାଏଁ ପହଂଚି ଯାଇଛି । ବିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟିଥିବା ବେଳେ, ବିଜେପିର ଆଭିମୁଖ୍ୟକୁ ରାଜନୀତିର ନାଁ ଦେଇଛି ବିଜେଡି । ଆଉ…

ଜଙ୍ଗଲ ନିଆଁ ସ୍ଥିତିକୁ ନେଇ ‘ଟାସ୍କ ଫୋର୍ସ’ ମୁଖ୍ୟଙ୍କ ରିପୋର୍ଟ । ପଢନ୍ତୁ କେମିତି ରହିଛି ଜଙ୍ଗଲ, କିଭଳି ଚାଲିଛି…

କନକ ବ୍ୟୁରୋ : ଜଙ୍ଗଲ ନିଆଁ ସ୍ଥିତିକୁ ନେଇ ରିପୋର୍ଟ ଦେଇଛନ୍ତି ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ । ରାଜ୍ୟରେ ଜଙ୍ଗଲ ନିଆଁ ପରିସ୍ଥିତିକୁ ନିୟନ୍ତ୍ରଣକୁ କରାଯାଉଛି ବୋଲି କହିଛନ୍ତି ‘ଟାସ୍କ ଫୋର୍ସ’ ମୁଖ୍ୟ । ୨୯୦ ଫାୟାର ପଏଣ୍ଟହ୍ରାସ ପାଇ ୨୬୮ରେ ପହଞ୍ଚିଛି ବୋଲି ରିପୋର୍ଟରେ…

ମଣ୍ଡିରେ ମାଣ୍ଡିଆ ବିକ୍ରି କରିପାରୁନାହାନ୍ତି ଚାଷୀ । ଟାର୍ଗେଟ ପୂରଣ ହୋଇଗଲା ବୋଲି କହି ମଣ୍ଡି ବନ୍ଦ କରିଦେଇଛନ୍ତି…

କନକ ବ୍ୟୁରୋ: ମଣ୍ଡିରେ ଗଡ଼ୁଛି ମାଣ୍ଡିଆ । ନେବା ପାଇଁ କେହି ନାହିଁ ଆଉ ଏହାକୁ ବିକ୍ରି ପାଇଁ ଚାଷୀ ବୁଲୁଛି ବାର ଦୁଆର । ପ୍ରଶାସନ ଟାର୍ଗେଟ ପୂରଣ ହେଇଗଲାଣି ବୋଲି କହୁଥିବାବେଳେ ଚାଷୀମାନେ ସେମାନଙ୍କୁ କାହିଁକି ଆଶା ଦେଖାଇଲ ବୋଲି ପ୍ରଶ୍ନ କରୁଛନ୍ତି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି…

ଖରା ଆରମ୍ଭରୁ ଦେଖାଦେଲାଣି ଜଳକଷ୍ଟ । ସାଲୁଙ୍କି ନଦୀରୁ ଚୁଆପାଣି ଆଣି ପିଉଛନ୍ତି ଗାଁ ଲୋକେ ।

କନକ ବ୍ୟୁରୋ: ସରକାର ସ୍ୱଜଳ ଧାରା ଯୋଜନାରେ ପ୍ରତି ଗାଁକୁ ପିଇବା ପାଣି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । କିନ୍ତୁ ଏହି ଯୋଜନାର ସୁଫଳ ପାଉ ନାହାନ୍ତି କନ୍ଧମାଳ ଜିଲ୍ଲା ମାସ୍କାପାକାଲି ଗାଁ ଲୋକେ । ଯଦି ସରକାରୀ ଯୋଜନାର ସେମାନଙ୍କୁ ସୁବିଧା ମିଳିପାରନ୍ତା, ତେବେ ଗ୍ରାମବାସୀ ନଦୀ ପାଠରେ…