Daily Archives

March 17, 2021

ମୁକେଶ ଅମ୍ବାନୀଙ୍କ ଘର ବାହାରୁ ବୋମା ଭର୍ତ୍ତି କାର୍ ଜବତ ଘଟଣା । ଏନଆଇଏର ଛାନଭିନ ଜୋରଦାର, ଘଟଣା ଦିନ ସିସିଟିଭିରେ…

କନକ ବ୍ୟୁରୋ: ବିିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଂଟିଲିଆ ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି କାର ଜବତ କରାଯିବା ଘଟଣାର ଖୋଳତାଡ କରୁଛି ଏନଆଇଏ । ଏହି ମାମଲାରେ ମୁମ୍ବାଇ ପୋଲିସ ଅଫିସର ସଚିନ ୱାଜେ ଗିରଫ ହେବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅମ୍ବାନୀଙ୍କ ଘର ନିକଟରେ…

ପୁଣି ଥାନାକୁ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଘରେ ବିଦ୍ୟୁତ, ଏସି ସଂଯୋଗ କାଟି ଦିଆଯାଇଥିବା ଅଭିଯୋଗ ।

କନକ ବ୍ୟୁରୋ: ଥମିବାର ନାଁ ନେଉନି ବର୍ଷା- ଅନୁଭବ ବିବାଦ । ପୁଣି ଥାନାକୁ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଘରେ ହଇରାଣ କରାଯାଉଥିବା ନେଇ ପୁରୀ ଘାଟ ଥାନାରେ ଅଭିଯୋଗ କଲେ ବର୍ଷା । ସେ ରହୁଥିବା ଘରେ ବିଜୁଳି କାଟି ଦିଆଯାଉଛି । ଏସି ସଂଯୋଗ ବି କାଟି ଦିଆଯାଇଥିବା ନେଇ ଅଭିଯୋଗ…

ଚତୁର୍ଥ ଦିନରେ ହ୍ୱିଲ୍ ଚେୟାରରେ ବସି ପ୍ରଚାର କଲେ ମମତା । କହିଲେ, ବାହାରି ଗୁଣ୍ଡାଙ୍କୁ ନିର୍ବାଚନ ଲଢିବାକୁ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ଚତୁର୍ଥ ଦିନରେ ହ୍ୱିଲ ଚେୟାରରେ ବସି ନିର୍ବାଚନୀ ରଣାଙ୍ଗନକୁ ଓହ୍ଳାଇଛନ୍ତି । ମଙ୍ଗଳବାର ଦିନ ନିର୍ବାଚନୀ ସଭାରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମମତା ବାନାର୍ଜୀ ମାଗଣା ରାସନ ସାମଗ୍ରୀ ଯୋଗାଇ ଦେବାକୁ ଘୋଷଣା କରିଥିଲେ ।…

ଦେଶରେ ବଢିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୨୮ ହଜାର ୯୦୩ ନୂଆ ସଂକ୍ରମିତ ଚିହ୍ନଟ । ଗୋଟିଏ ଦିନରେ ୧୮୮…

କନକ ବ୍ୟୁରୋ: ଅଚାନକ ଦେଶରେ ବଢିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ୨୮ ହଜାର ୯୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୧୮୮ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୩୮ ହଜାର ୭୩୪ରେ ପହଂଚିଛି । ସେହିପରି…

ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡର ଉଦଘାଟନୀ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ,…

କନକ ବ୍ୟୁରୋ: ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜିକୁ ବ୍ୟବସାୟୀକରଣ କରିବା ଦିଗରେ ବୁଧବାର ନୂଆଦିଲ୍ଲୀ ଠାରେ ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡ(ଆଇଓପି)ର ଉଦଘାଟନ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ରାଏଲର ଉର୍ଜା ମନ୍ତ୍ରୀ ୟୁଭାଲ୍ ଷ୍ଟିନ୍ଞ୍ଜଙ୍କ ଭିଡିଓ…

ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ । କହିଲେ, ଫଟା ଜିନ୍ସ ପିନ୍ଧୁଥିବା ମହିଳା କିପରି ଦେବେ ସଂସ୍କାର ।…

କନକ ବ୍ୟୁରୋ: ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ତାଙ୍କର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି ଆଜିକାଲି ମହିଳା ମାନେ ଫଟା ଜିନ୍ସ ପିନ୍ଧୁଛନ୍ତି । ଏବଂ ଏହା କିଭଳି ସଂସ୍କାର ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ…