Daily Archives

March 19, 2021

ଡାଉନହେଲା ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ । ମେସେଜ ପଠାଇ ନପାରି ୟୁଜର୍ସ ହନ୍ତସନ୍ତ

କନକ ବ୍ୟୁରୋ: ଡାଉନ୍ ହେଲା ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ । ଆଜି ରାତି ପ୍ରାୟ ୧୧ଟା ସମୟରେ ସୋସିଆଲ୍ ମେସେଜିଂ ଆପ୍ ହ୍ୱାଟ୍ସଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମ ବହୁତ ସ୍ଲୋ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ୟୁଜର୍ସମାନେ ନାନାଦି ପ୍ରକାର ହନ୍ତସନ୍ତ ହେଉଛନ୍ତି ।…

ଗଞ୍ଜାମରେ ‘ତାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ବିଶ୍ୱ…

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ଗଞ୍ଜାମ ଜିଲ୍ଲାର ଟାମ୍ପରା ହ୍ରଦକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଅଣାଯିବା ଲକ୍ଷ୍ୟରେ ଏହାକୁ ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ବିକଶିତ କରାଯାଇଛି । ଶୁକ୍ରବାର ‘ତାମ୍ପରା ଲେକ୍ ଭ୍ୟୁ ପାର୍କ’ର ଉଦଘାଟନ କରିବା ଅବସରରେ ଏପରି…

ପୋଲସରାର ମାରଦା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନ୍ୟତମ ପ୍ରସିଦ୍ଧ ଲୀଳାକ୍ଷେତ୍ର ଭାବେ ଜଣାଶୁଣା ଗଞ୍ଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ ମାରଦା ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ…

ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି କାର ମିଳିବା ଘଟଣା । ବଢୁଛି ଗିରଫ ପୋଲିସ ଅଧିକାରୀ ସଚିନ…

କନକ ବ୍ୟୁରୋ: ବିିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଏଂଟିଲିଆ ସମ୍ମୁଖରେ ବିସ୍ଫୋରକ ଭର୍ତି କାର ଜବତ କରାଯିବା ଘଟଣାର ଖୋଳତାଡ କରୁଛି ଏନଆଇଏ । ଏହି ମାମଲାରେ ମୁମ୍ବାଇ ପୋଲିସ ଅଫିସର ସଚିନ ୱାଜେ ଗିରଫ ହେବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ ତାଙ୍କ ଅଡୁଆ ବଢିବାରେ…

ସର୍ବସାଧାରଣରେ ହୋଲି ପାଳନକୁ ବନ୍ଦ କଲେ ରାଜ୍ୟ ସରକାର । କେବଳ ଘରେ ହୋଲି ପାଳନ କରିବାକୁ ପରାମର୍ଶ । 

କନକ ବ୍ୟୁରୋ: କରୋନା ଭୟ ଭିତରେ ରାଜ୍ୟରେ ହୋଲି ଖେଳ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର ।  ଚଳିତ ବର୍ଷ କେବଳ ଘର ଭିତରେ ହୋଲି ଖେଳିବାକୁ ନିର୍ଦ୍ଦେଶ ଦେଲେ ଏସଆରସି । କୋଭିଡ୍ ଦ୍ୱିତୀୟ ଲହର ଭିତରେ ରାଜ୍ୟରେ ହୋଲି ପାଳନକୁ କଟକଣାଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସି ତରଫରୁ…

ପଶ୍ଚିମବଙ୍ଗରେ ମୁହାଁମୁହିଁ ଟିଏମସି–ବିଜେପି । ମମତାଙ୍କୁ ଏକଛତ୍ରବାଦ ଓ ସମ୍ବେଦନହୀନ କହିଲେ ଶିବରାଜ ସିଂ ଚୌହାନ ।…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନିର୍ବାଚନ ଯେତିକି ପାଖେଇ ଆସୁଛି ତାତି ସେତିକି ବଢୁଛି । ବିଧାନସଭା ନିର୍ବାଚନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟିଏମସି ଓ ବିଜେପି । ଦିଦିଙ୍କ ଗଡକୁ ହାତେଇବାକୁ ବଳ ଲଗାଇଦେଇଛି ବିଜେପି । ଦଳୀୟ ବରିଷ୍ଠ ନେତା ଏବେ ପଶ୍ଚିମବଙ୍ଗରୁ ମମତା ବାନାର୍ଜିଙ୍କୁ…