Daily Archives

March 13, 2021

ଜୁନ ୨୮ରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଘୋଷଣା କଲା ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ ।

କନକ ବ୍ୟୁରୋ: ଅମରନାଥ ଯାତ୍ରା ଆରମ୍ଭ ହେବା ନେଇ ତାରିଖ ଘୋଷଣା ସହ  ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଗତ ବର୍ଷ କରୋନା ମହାମାରୀ ପାଇଁ ଅମରନାଥ ଯାତ୍ରା ଉପରେ ରୋକ ଲଗାଯାଇଥିଲା । ଚଳିତ ବର୍ଷ କିନ୍ତୁ ଜୁନ ୨୮ରୁ ଅମରନାଥ ଯାତ୍ରା ଆରମ୍ଭ ହେବ। ଜୁନ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୨୨ରେ ଅମରନାଥ…

ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ଜୀବନସାଥୀ କରିବେ ଟିମ ଇଣ୍ଡିଆ କ୍ରିକେଟର ଯଶପ୍ରୀତ୍ ବୁମରା । ଆସନ୍ତାକାଲି…

କନକ ବ୍ୟୁରୋ: ବିବାହ କରିବେ ଭାରତୀୟ କ୍ରିକେଟର ଜଶପ୍ରିତ୍ ବୁମରା । ଷ୍ଟାର ସ୍ପୋର୍ଟସ୍ ଆଙ୍କର ସଂଜନା ଗଣେଶନଙ୍କୁ ବିବାହ କରିବାକୁ ଯାଉଛନ୍ତି ବୁମରା । ଆସନ୍ତାକାଲି କିମ୍ବା ପହରଦିନ ଅର୍ଥାତ୍ ମାର୍ଚ୍ଚ ୧୪ କିମ୍ବା ୧୫ ତାରିଖରେ ଗୋଆରେ ହେବ ଏହି ବିବାହ ଉତ୍ସବ । ଏନେଇ ଗଣମାଧ୍ୟମରେ ଖବର…

କ୍ୱାଡ ବୈଠକକୁ ନେଇ ଚୀନର ଚିନ୍ତା । ପ୍ରଶାନ୍ତ ମହାସାଗର ଅଂଚଳର ଶାନ୍ତି ଓ ପ୍ରଗତି ନେଇ ସ୍ୱର ମିଶାଇଲେ…

କନକ ବ୍ୟୁରୋ: ଭାରତ ଓ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ମଧ୍ୟରେ ସମନ୍ୱୟ ପାଇଁ ଗଢା ହୋଇଥିବା କ୍ୱାଡ ଗ୍ରୁପ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରିଛନ୍ତି ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ରାଷ୍ଟ୍ରମୁଖ୍ୟ । କରୋନାରୁ ନେଇ ଅର୍ଥନୀତି , ସାମରିକ ପରି…

ଦେଶରେ ଡର ବଢାଉଛି କରୋନା ଭୂତାଣୁ । ଗତ ୨୪ ଘଂଟାରେ ଦେଶରେ ସଂକ୍ରମଣ ଟପିଲା ୨୪ ହଜାର । ମହାରାଷ୍ଟ୍ରର ୮ ଜିଲ୍ଲାରେ…

କନକ ବ୍ୟୁରୋ: ଗୋଟିଏ ବର୍ଷ ପରେ ଦେଶରେ ପୁଣି ଉପର ମୁହାଁ ହୋଇଛି କରୋନା ମିଟର । ଗତ ୨୪ ଘଂଟାରେ ଚଳିତବର୍ଷର ସର୍ବାଧିକ କରୋନା ସଂକ୍ରମଣ ରେକର୍ଡ କରାଯାଇଛି । ସାରା ଦେଶରେ ଗୋଟିଏ ଦିନରେ ୨୪ ହଜାର ୮୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ସଂକ୍ରମଣ ବଢୁଥିବାରୁ…

ଡେନମାର୍କ, ନରୱେ, ଆଇସଲ୍ୟାଣ୍ଡ , ଥାଇଲାଣ୍ଡରେ ଆଷ୍ଟ୍ରାଜେନିକା ଟିକା ଉପରେ ଲାଗିଲା ସାମୟିକ ରୋକ୍ । ଟିକା ନେବା ପରେ…

କନକ ବ୍ୟୁରୋ: ଆସନ୍ତା ସପ୍ତାହରୁ କରୋନା ଟିକାକରଣର ପାର୍ଶ୍ୱ ପ୍ରତିକ୍ରିୟା ନେଇ ଗଭୀର ଅନୁଧ୍ୟାନ ଆରମ୍ଭ କରିବ ଭାରତ । ଆଷ୍ଟ୍ରାଜେନିକା ଟିକା ନେବା ପରେ ରକ୍ତ ଜମାଟ ହେବା ପରି ସମସ୍ୟା ଦେଖା ଦେଉଥିବା ଅଭି୍ଯୋଗ ଆସିବା ଭିତରେ, ବର୍ତମାନ ଭାରତରେ ପାଶ୍ୱର୍ ପ୍ରତିକ୍ରିୟା ପ୍ରତି ଅଧିକ…

ଗାଡି ପାର୍କିଂଙ୍କୁ ନେଇ ଗୁଳିକାଣ୍ଡ । ବାଲେଶ୍ୱର ଗଡଗଡିଆ ଛକ ନିକଟରେ ପାର୍କିଂ କଳିକୁ ନେଇ ବ୍ୟବସାୟୀଙ୍କୁ ଗୁଳି…

କନକ ବ୍ୟୁରୋ: ବାଲେଶ୍ୱର ଗଡ଼ଗଡ଼ିଆ ଛକ ନିକଟରେ ଗୁଳିକାଣ୍ଡ । ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କ ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି ଜଣେ ବ୍ୟବସାୟୀ । ସଂଜୟ ହାଇଟ୍ସ ଆପାର୍ଟମେଂଟରେ ଏହି ଗୁଳିକାଣ୍ଡ ହୋଇଛି । ଗାଡ଼ି ପାର୍କିଂକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ସକାଳେ ବଚସା ହୋଇଥିଲା । ଏହାକୁ ନେଇ ଅପରାହ୍ଣ…