Daily Archives

March 12, 2021

ପ୍ରଥମ ଟି-୨୦ରେ ଭାରତ ପରାସ୍ତ । ବିଜୟରୁ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ । ୮ ୱିକେଟରେ ଇଂଲଣ୍ଡ ବିଜୟୀ

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଇଂଲଣ୍ଡ ଦଳ । ଏହି ମ୍ୟାଚରେ ଇଂଲଣ୍ଡ ୮ ୱିକେଟରେ ବିଜୟ ଲାଭ କରିଛି । ଏହି ମ୍ୟାଚରେ ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରିଥିବା ନଜର ଆସିଛି । ବିଜୟ ସହ ଏବେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି । ଏହି…

ଲଣ୍ଡନରୁ ଟୁଇଟ୍ କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ଝିଅ ମରିୟମକୁ ପାକିସ୍ତାନ ସରକାର ଧମକାଉଥିବା…

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ, ମରିୟମ ନୱାଜଙ୍କୁ ଧମକାଉଛନ୍ତି ପାକିସ୍ତାନ ସରକାର । ଏହାକୁ ନେଇ ଲଂଣ୍ଡନରୁ ଟୁଇଟ୍ କରିଛନ୍ତି ନୱାଜ୍ ସରିଫ୍ । ସିଧାସଳଖ ପାକିସ୍ତାନ ସରକାର ବିରୋଧରେ ବିଷ ଓଗାଳିଛନ୍ତି । କହିଛନ୍ତି ତାଙ୍କ ଝିଅର କିଛି ହେଲେ,…

ଦେଶରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ । ଗତ ୫ ଦିନରେ ଏକ ଲକ୍ଷର ନିକଟତର ହେଲାଣି ନୂଆ ସଂକ୍ରମଣ ସଂଖ୍ୟା

କନକ ବ୍ୟୁରୋ: ଦେଶରେ ଦ୍ୱିତୀୟ ପର୍ଯ୍ୟାୟର ସଂକ୍ରମଣ ଅତି ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ଫଳରେ ଦେଶରେ ଏବେ ଦୈନିକ ନୂଆ ସଂକ୍ରମଣ ସଂଖ୍ୟା ଚିନ୍ତଜନକ ଭାବେ ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୫ ଦିନରେ ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧…

ବାପୁଙ୍କ ଦାଣ୍ଡି ଯାତ୍ରାର ୯୧ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଅମୃତ ମହୋତ୍ସବ । ସାବରମତି ଆଶ୍ରମରୁ…

କନକ ବ୍ୟୁରୋ: ଚଳିତ ବର୍ଷ ମହାତ୍ମାଗାନ୍ଧିଙ୍କ ଦାଣ୍ଡି ଯାତ୍ରାକୁ ପୂରଣ ହୋଇଛି ୯୧ ବର୍ଷ । ଏହାର ପୂର୍ତ୍ତି ଅବସରରେ ଯେଉଁ ରାସ୍ତାରେ ଗାନ୍ଧିଜୀ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ, ସେହି ରାସ୍ତାରେ ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭ କରିଛନ୍ତି ପଦଯାତ୍ରା । ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜେ…

କ୍ୱାଡ୍ ବୈଠକ ଉପରେ ରହିଛି ସାରା ବିଶ୍ୱର ନଜର । ଭିଡିଓ କନଫରେନ୍ସିଂରେ ବୈଠକରେ ସାମିଲ ହେବେ ଆମେରିକା, ଭାରତ,…

କନକ ବ୍ୟୁରୋ: ଆମେରିକା ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ବସୁଛି କ୍ୱାଡ୍ ବୈଠକ । କ୍ୱାଡ ବୈଠକରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଡିଜିଟାଲ…

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା । ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ବାଳ ସାହିତ୍ୟ ପୁରସ୍କାର ।…

କନକ ବ୍ୟୁରୋ: ୨୦୨୦ର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଆଜି ଘୋଷଣା କରାଯାଇଛି। ଏଥର ୨୦ଟି ଭାଷାରେ ୨୦ ଜଣ ଲେଖକଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଥିବାର ଘୋଷଣା କରାଯାଇଥିବା ବେଳେ ଓଡ଼ିଆ, ନେପାଳି, ମାଲାୟାଲମ ଓ ରାଜସ୍ଥାନୀ ଭାଷାରେ ପୁରସ୍କାର ଘୋଷଣା କରାଯାଇ ନାହିଁ।…