Daily Archives

March 10, 2021

ହରିୟାଣାରେ ଖଟ୍ଟର ସରକାର ସୁରକ୍ଷିତ । ଆସ୍ଥାଭୋଟରେ ବିଜୟୀ ହେଲେ ମନୋହର ଲାଲ ।

କନକ ବ୍ୟୁରୋ: ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଜିତିଲେ ଆସ୍ଥା ଭୋଟ । କଂଗ୍ରେସ ପକ୍ଷରୁ ଆଜି ବିଧାନସଭାରେ ଖଟ୍ଟର ସରକାରଙ୍କ ବିରୋଧରେ ବିଶ୍ୱାସ ମତ ପ୍ରସ୍ତାବ ଆଗତ କରାଯାଇଥିଲା । ତେବେ ଗୃହରେ ପ୍ରସ୍ତାବ ସପକ୍ଷରେ ବହୁମତ ନ ମିଳିବାରୁ କଂଗ୍ରେସ ନିରାଶ ହୋଇଛି । ଆସ୍ଥା ଭୋଟରେ…

ଭାରତ ନିର୍ମିତ କୋଭିଡ୍ ଟିକା ପାଇବ ପାକିସ୍ତାନ । ଗାଭି ଜରିଆରେ ୪କୋଟି ୫୦ଲକ୍ଷ ଡୋଜ କୋଭିସିଲ୍ଡ ଟିକା ମାଗଣାରେ ପାଇବ…

କନକ ବ୍ୟୁରୋ: ଭାରତରେ ନିର୍ମିତ କରୋନା ଟିକା ଖୁବ ଶୀଘ୍ର ପାକିସ୍ତାନକୁ ମାଗଣାରେ ମିଳିବ । ୟୁନାଇଟେଡ ଗ୍ଲୋବାଲ ଆଲିଆନ୍ସ ଫର ଭାକ୍ସିନ ଆଣ୍ଡ ଇମ୍ୟୁନାଇଜେସନ ବା ଗାଭି ଜରିଆରେ ଟିକା ପାଇବ ପାକିସ୍ତାନ । ବିଶ୍ୱର ବିଭିନ୍ନ ସରକାର ଓ ବେସରକାରୀ ପ୍ରତିଷ୍ଠାନର ଯୌଥ ଉଦ୍ୟମରେ ଆର୍ଥିକ ଅନଗ୍ରସର…

ନନ୍ଦିଗ୍ରାମରେ ହେବାକୁ ଯାଉଛି ୨୦୨୧ ମସିହାର ସବୁଠୁ ବଡ ନିର୍ବାଚନ । ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ହେବାକୁ ଯାଉଛି ୨୦୨୧ ମସିହାର ସବୁଠାରୁ ବଡ ନିର୍ବାଚନ । ଆଗରୁ ହୁଏତ ପଶ୍ଚିମବଙ୍ଗ ଏଭଳି ନିର୍ବାଚନ କେବେ ଦେଖି ନଥିଲା । ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ନିର୍ବାଚନ ହେବାକୁ ଯାଉଥିଲେ ବି ବିଜେପିର ଫୋକସରେ ରହିଛି ପଶ୍ଚିମବଙ୍ଗ । କାରଣ ଏହି…

ଶିମିଳିପାଳ ନିଆଁ ଲିଭାରେ ସାମିଲ ହେଲେ ରାଜ୍ୟସଭା ସାଂସଦ ମମତା ମହାନ୍ତ । ବିଶୋଇ ରେଞ୍ଜ ରାଜାବସା ଜଙ୍ଗଲରେ ଲିଭାଇଲେ…

କନକ ବ୍ୟୁରୋ: ଶିମିଳିପାଳ ନିଆଁ ଲିଭାଇଲେ ସାଂସଦ ମମତା ମହାନ୍ତ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବାବେଳେ ଏହା ଅନ୍ତର୍ଗତ ବିଶୋଇ ରେଞ୍ଜ ରାଜାବସା ଜଙ୍ଗଲରେ ନିଆଁ ଲିଭାଇଛନ୍ତି ରାଜ୍ୟସଭା ସାଂସଦ ମମତା ମହାନ୍ତ । ତାଙ୍କ ସହ ସାରସକଣା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଦେବାଶିଷ…

ପିପିଲି ଉପନିର୍ବାଚନ ପାଇଁ ବିଜେଡିର ଜୋରଦାର ସମରସଜ୍ଜା । ଡେଲାଙ୍ଗ, ପିପିଲି ଓ ଏନଏସି ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ…

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ନେଇ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ପୁଣିଥରେ ପିପିଲିରେ ବିଜୟର ବାନା ଉଡାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି ବିଜେଡି । କୌଣସି ପରିସ୍ଥିତିରେ ପିପିଲିକୁ ହାତଛଡ଼ା କରିବାକୁ ଚାହୁଁନାହିଁ ଶାସକ ଦଳ । ବିଗତ ଉପନିର୍ବାଚନ ଜିତିବାକୁ ବିଜେଡି ଯେଭଳି…

କୋଭିଡ କଟକଣା ଭିତରେ ପାଳନ ହେବ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା । କାଲି ରାତି ୧୦ରେ ଉଠିବ ମହାଦୀପ । ଜାଣନ୍ତୁ,…

କନକ ବ୍ୟୁରୋ: ଆସନ୍ତାକାଲି ଜାଗର । କରୋନା ଭିତରେ ଜାଗର କେମିତି ପାଳନ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଥିବା ବେଳେ ପ୍ରଶାସନ କହିଛି ସୁରୁଖୁରୁରେ ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା କରାଯିବ । ପୂର୍ବରୁ ଯାହା ନୀତି ନିର୍ଘଂଟ ହୋଇଥିଲା ସେହି ଅନୁଯାୟୀ ମହାଦୀପ ଉଠିବ । ମନ୍ଦିର ଭିତରେ କୋଭିଡ଼ ନିୟମ…