Daily Archives

March 22, 2021

ଆସାମରେ ରାହୁଲଙ୍କୁ ଟାର୍ଗେଟ କଲେ ଅମିତ ଶାହ । କହିଲେ, ରାହୁଲଙ୍କ ଆସାମ ଗସ୍ତ ପିକନିକ୍ ସହ ସମାନ ।

କନକ ବ୍ୟୁରୋ: ଆସାମର ଧୀମାଜିରେ ଆୟୋଜିତ ରାଲିକୁ ସମ୍ବୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ । ଶାହା କହିଛନ୍ତି ରାହୁଲ ଗାନ୍ଧୀ ଆସାମ ଗସ୍ତ କରିବା ତାଙ୍କ ପାଇଁ ପିକନିକରେ ଆସିବ ସହ ସମାନ । କାରଣ କଂଗ୍ରେସ ଶାସନ ସମୟରେ ଏଠାରେ ଚା ବଗିଚାର ଶ୍ରମିକଙ୍କ ପାଇଁ କୌଣସି…

ତେଲେଙ୍ଗାନାରେ ବଡ ଦୁର୍ଘଟଣା । କବାଡି ଚାମ୍ପିୟନସିପରେ ଲୋକଙ୍କ ଉପରେ ଭାଙ୍ଗି ପଡିଲା ଗ୍ୟାଲେରୀ । ଶତାଧିକ ଆହତ ସୂଚନା

କନକ ବ୍ୟୁରୋ: ଆଜି ତେଲେଙ୍ଗାନାର ସୂର୍ଯ୍ୟପେଟରେ ଚାଲିଥିବା ୪୭ତମ କନିଷ୍ଠ ଜାତୀୟ କବାଡି ଚାମ୍ପିଅନସିପରେ ଏକ ଦୁର୍ଘଟଣା ଘଟିଛି। କାର୍ଯ୍ୟକ୍ରମ ଚାଲିଥିବା ସମୟରେ ପଡ଼ିଆରେ ଲଗାଯାଇଥିବା ଏକ ବଡ଼ ଷ୍ଟାଣ୍ଡ ବସିଥିବା ଲୋକଙ୍କ ଉପରେ ଖସିପଡ଼ିବାରୁ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ…

ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ରାଜ୍ୟରେ ବଢୁଛି ଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧ…

କନକ ବ୍ୟୁରୋ: ରାଜ୍ୟରେ ବଢୁଛି ଦୁଷ୍କର୍ମ ଭଳି ସଂଗୀନ ଅପରାଧ । ପ୍ରତିଦିନ ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ହେଉଛି ୮ରୁ ଅଧିକ ଦୁଷ୍କର୍ମ ମାମଲା  । ୨୦୧୯ରେ ଯେତିକି ମାମଲା ଦାୟର ହୋଇଥିଲା, ୨୦୨୦ରେ ତାହା ଦୁଇ ଗୁଣରୁ ଅଧିକ ବଢ଼ିଯାଇଛି । ରାଜ୍ୟରେ ଅପରାଧ ନେଇ ବିଧାୟକ ଭବାନୀ ଶଙ୍କର ଭୋଇଙ୍କ…

ମହାରାଷ୍ଟ୍ରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଚିଠିକୁ ନେଇ ରାଜନୈତିକ ହଇଚଇ । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସପକ୍ଷରେ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଚିଠିକୁ ନେଇ ହଇଚଇ ଖେଳିଯାଇଛି । ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ବଟି ଆଦାୟ ଅଭିଯୋଗରେ ବିଜେପି ରାଜ୍ୟ ସରକାରଙ୍କୁ ଘେରିିଛି । ଏବେ କଥା ସଂସଦ ଯାଏଁ ପହଂଚିଲାଣି । ଏପଟେ ଅନିଲ ଦେଶମୁଖଙ୍କ ସପକ୍ଷରେ ବାହାରିଛନ୍ତି ଏନସିପି…

ବୋଲ ମାନୁନି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀଙ୍କ ତୁଣ୍ଡ । ସମୟ ଥିବା ବେଳେ ୨୦ଜଣଙ୍କୁ ଜନ୍ମ ନକରି କାହିଁକି ୨ଜଣଙ୍କୁ…

କନକ ବ୍ୟୁରୋ: ବୋଲ ମାନୁନି ଉତ୍ତରାଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀଙ୍କ ତୁଣ୍ଡ । ମୁଖ୍ୟମନ୍ତ୍ରୀ ବନିବା ପରେ ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ ଦେଇ ସମାଲୋଚନାର ଶିକାର ହୋଇଛନ୍ତି ତୀରଥ ସିଂ ରାୱତ । ପ୍ରଥମେ ମହିଳା ମାନେ ଫଟା ଜିନ୍ସ ପିନ୍ଧିବା କି ପ୍ରକାର ସଂସ୍କାର ବୋଲି ପ୍ରଶ୍ନ କରିଥିଲେ ।…

ବାଣ ଭିଡୁଥିବାବେଳେ ଘଟିଲା ଅଘଟଣ । ବିସ୍ଫୋରଣରେ ଉଡିଗଲା ଛାତ । ପରିବାରର ୪ ଲୋକ ଆହତ ।

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ପଂଙ୍ଗାରସିଂହ ଗ୍ରାମରେ ବେଆଇନ ବାଣ ପ୍ରସ୍ତୁତି ବେଳେ ପ୍ରବଳ ବିସ୍ଫୋରଣ ହୋଇଛି । ଏଥିରେ ୩ଜଣ ମହିଳାଙ୍କ ସମେତ ମୋଟ ୪ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ଘରେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । ମିଳିଥିବା ସୂଚନାନୁସାରେ ଆଗକୁ…