Daily Archives

March 26, 2021

ସୁପ୍ରିମକୋର୍ଟରେ ଟାଟା ଗ୍ରୁପର ବଡ ବିଜୟ । ସାଇରସ ମିସ୍ତ୍ରୀଙ୍କୁ ବହିଷ୍କାର ସପକ୍ଷରେ ରାୟ ଶୁଣାଇଲେ କୋର୍ଟ

କନକ ବ୍ୟୁରୋ: ଲୁଣଠାରୁ ସଫ୍ଟୱୟାର ପର୍ଯ୍ୟନ୍ତ ସବୁ ବ୍ୟବସାୟରେ ପାଦ ଥାପି ଘରେ ଘରେ ପରିଚିତ ଟାଟା ଗ୍ରୁପ୍ । ଶହେ ବିଲିୟନ ଡଲାରରୁ ଉଦ୍ଧ୍ୱର୍ ଟାଟା ଗ୍ରୁପର ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଠିକ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୨୦୧୬ରେ ଟାଟା…

ସୀମା ଟପୁଛି ସଂକ୍ରମଣ : ଦେଶରେ ୭ ଦିନରେ ୩ ଲକ୍ଷ ୩୨ ହଜାର ୩୨୧ ନୂଆ ସଂକ୍ରମିତ ଚିହ୍ନଟ । ଗତ ୨୨ ଦିନରେ ପ୍ରତ୍ୟେକ ଦିନ…

କନକ ବ୍ୟୁରୋ: ଗତ ମାର୍ଚ୍ଚ ୨୦ତାରିଖରେ ଦେଶରେ ସଂକ୍ରମଣ ୪୦ହଜାର ଟପିଥିବା ବେଳେ ମାର୍ଚ୍ଚ ୨୬ବେଳକୁ ଏହା ୬୦ହଜାର ପାଖରେ ପହଂଚିଛି । ଗତ ୭ଦିନରେ ୩ଲକ୍ଷ ୩୨ହଜାର ୩୨୧ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ବଢୁଥିବା ବେଳେ ଚିନ୍ତା ବି ବଢୁଛି । ୨୬ ମାର୍ଚ୍ଚ ୫୯,୧୧୮…

ବେୟାରଷ୍ଟୋ-ବେନ ଷ୍ଟୋକ୍ସଙ୍କ ଧୂଆଁଧାର ବ୍ୟାଟିଂ । ଭାରତକୁ ୬ ୱିକେଟରେ ହରାଇଲା ଇଂଲଣ୍ଡ ।

କନକ ବ୍ୟୁରୋ: ଆଜି ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଦମଦାର ବିଜୟ ହାସଲ କରିଛି । ଏହି ମ୍ୟାଚରେ ଜନି ବେୟାରଷ୍ଟୋ ଓ ବେନ ଷ୍ଟୋକ୍ସଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଫଳରେ ଇଂଲଣ୍ଡ ଏହି ମ୍ୟାଚକୁ ୬ ୱିକେଟରେ ଜିତି ନେଇଛି । ଏହାସହ ଏହି ୩ ଟିକିଆ ମୟାଚ ବିଶିଷ୍ଟ ସିରିଜ…

ସୁଏଜ କେନାଲରେ ଅଟକି ଯାଇଛି ବିଶାଳ ମାଳବାହୀ ଜାହାଜ । ବିଶ୍ୱର ସବୁଠାରୁ ବ୍ୟସ୍ତ ଜଳପଥରେ ଟ୍ରାଫିକ ଜାମ ।

କନକ ବ୍ୟୁରୋ: ରାସ୍ତାରେ ଟ୍ରାଫିକ ଜାମ ଖବର ଆପଣ ଶୁଣିଥିଲେ । ହେଲେ ଜଳପଥରେ ଟ୍ରାଫିକ ଜାମ କଥାଟା ଶୁଣିଲେ ଅଡୁଆ ଲାଗୁଥିବ । ବିଶ୍ୱର ସବୁଠୁ ବ୍ୟସ୍ତ ବହୁଳ ଜଳପଥ ଇଜିପ୍ଟର ସୁଏଜ କେନାଲରେ ଏହି ଟ୍ରାଫିକ ଜାମ ହୋଇଛି । ମଙ୍ଗଳବାର ସକାଳେ ସୁଏଜ କେନାଲ ଦେଇ ଯାଉଥିବା ଏକ ବଡ କାର୍ଗୋ ସିପ୍…

ଦୁଇ ଦିିନିଆ କୂଟନୈତିକ ଗସ୍ତରେ ବାଂଲାଦେଶରେ ପ୍ରଧାନମନ୍ତ୍ରୀ ମୋଦୀ । ବାଂଲାଦେଶର ୫୦ତମ ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର…

କନକ ବ୍ୟୁରୋ: କରୋନା ମହାମାରୀ ବ୍ୟାପିବା ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାଂଲାଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରେଡ କାର୍ପେଟରେ ସ୍ୱାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜେ ବିମାନ ବନ୍ଦରରେ ପହଂଚି ତାଙ୍କର…

କରୋନା ଟିକା ଯୋଗାଣରେ ପାତର ଅନ୍ତର ନ କରିବାକୁ ଅନୁରୋଧ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଲେ ରାଜ୍ୟ…

କନକ ବ୍ୟୁରୋ: ଟିକା ଯୋଗାଣରେ କେନ୍ଦ୍ର ପାତର ଅନ୍ତର କରୁଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟସରକାର । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ଲେଖିଥିବା ଚିଠିରେ…