Daily Archives

March 2, 2021

KBCରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି କହି ଲୁଟ୍ । ଦିନ ମଜୁରିଆଙ୍କ ଠାରୁ ୧ ଲକ୍ଷ ୬୯ ହଜାର ଟଙ୍କାର ସାଇବର ଠକେଇ…

କନକ ବ୍ୟୁରୋ: କୌନ ବନେଗା କରୋଡପତିରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି କହି ବେଲପାହାଡ ଗାନ୍ଧିନଗରର ଜଣେ ଦିନ ମଜୁରିଆଙ୍କଠାରୁ ୧ ଲକ୍ଷ ୬୯ ହଜାର ଟଙ୍କାର ସାଇବର ଠକେଇ ହୋଇଛି । ଠକେଇର ଶିକାର ହୋଇଥିବା ଯୁବତୀ ଜଣକ ଗାନ୍ଧୀନଗରର ନିତା ଛତର ବୋଲି ଜଣା ପଡିଛି । ଖବର ଅନୁସାରେ, ଗତ ୨୩…

କୋଭିଡ ସାର୍ଟିଫିକେଟରେ ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ ! ଫଟୋକୁ ନେଇ ଆପତ୍ତି ଉଠାଇଲା ଟିଏମସି, କହିଲା ଏହା…

କନକ ବ୍ୟୁରୋ: କୋଭିଡ ସାର୍ଟିଫିକେଟରେ ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ସାରା ଦେଶରେ କୋଭିଜ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଥିବା ବେଳେ ଟିକା ନେଉଥିବା ବ୍ୟକ୍ତିମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି । ଏହି ପ୍ରମାଣ ପତ୍ରରେ ମୋଦିଙ୍କ ଏକ ଫଟୋ ରହିଛି । ଏଥିରେ…

ଖବର ବାଜିଲା, ତନାଘନା ଆରମ୍ଭ ହେଲା । ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଜଙ୍ଗଲ ଓ…

କନକ ବ୍ୟୁରୋ: ଖବର ବାଜିଲା, ତନାଘନା ଆରମ୍ଭ ହେଲା । ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । ଏନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଟ୍ୱିଟ୍ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ । ଏନେଇ…

ଭିସୁଟର ୨୫ ଛାତ୍ର କରୋନା ନେଗେଟିଭ, ଆଣ୍ଟିଜେନ କିଟରେ ତ୍ରୁଟି ଥିବା କଥା କହିଲେ ଅତିରିକ୍ତ ଶାସନ ସଚିବ, ଆଣ୍ଟିଜେନ…

କନକ ବ୍ୟୁରୋ: ପ୍ରଥମେ କୁହାଗଲା ବୁର୍ଲା ଭିସୁଟର ୨୫ ଛାତ୍ରଛାତ୍ରୀ କରୋନା ପଜିଟିଭ । କଡା କଟକଣା ଲାଗୁ କରାଗଲା ଆଉ ଏବେ କୁହାଯାଉଛି ସମସ୍ତେ ନେଗେଟିଭ । ଏହି ବିଚିତ୍ର କରୋନା ପରୀକ୍ଷାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆଂଟିଜେନ କିଟରେ ସମସ୍ୟା ଥିବାରୁ ଭୁଲ ରିପୋର୍ଟ ଆସିଥିବା ଦିଆଯାଉଛି ସଫେଇ…

ଟୀକା ପାଇଁ ଟେନସନ ନାହିଁ । ଏଣିକି ସବୁ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟୀକା । ନୂଆ ନିଷ୍ପତ୍ତି ନେଇ ସବୁ ରାଜ୍ୟକୁ…

କନକ ବ୍ୟୁରୋ; ସବୁ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟୀକା । ରାଜ୍ୟ ସରକାରମାନଙ୍କୁ ଅଇଜ୍ଞଚ୍ଛ କରାଇଲେ କେନ୍ଦ୍ର ସରକାର । ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ନୂଆ ନିଷ୍ପତ୍ତି । ତେବେ ଇତି ମଧରେ ଓଡିଶାରେ ଆରମ୍ଭ ହୋଇଛି ୨ୟ ପର୍ଯ୍ୟାୟ ଟୀକାକରଣ । ଭ୍ୟାକଲିନ ନେବାକୁ ରାଜ୍ୟ ସରକାର…

କୋରାପୁଟରେ ଜବତ ହେଲା କୋଟି କୋଟି ଟଙ୍କାର ନକଲି ନୋଟ । ଛତିଶଗଡ ରାୟପୁରରୁ ବିଶାଖାପାଟଣା ଦେଇ କୋଲକାତା ହେଉଥିଲା ଚାଲାଣ…

କନକ ବ୍ୟୁରୋ: ଚମକାଇ ଦେଲା କୋଟି କୋଟି ଟଙ୍କାର ନକଲି ନୋଟ । ୫୦୦ ଟଙ୍କିଆ ନକଲି ନୋଟର ପାହାଡ । ୭ କୋଟି ୯୦ଲକ୍ଷ ଟଙ୍କା । କୋରାପୁଟ ପୋଲିସ ହାତରେ ଧରାପଡିଛି ଏହି ବିଡା ବିଡା ନକଲି ନୋଟ । ନକଲି ନୋଟର କାରବାର କରୁଥିବା ଏହି ଗ୍ୟାଙ୍ଗ ଛତିଶଗଡ ରାଇପୁରରୁ ବାହାରି ବିଶାଖାପାଟଣା ଦେଇ କୋଲକାତା…