Daily Archives

March 4, 2021

ଅଡୁଆରେ ପାକିସ୍ତାନର ଇମ୍ରାନ ଖାନ ସରକାର । ସିନେଟ ନିର୍ବାଚନରେ ହାରିଗଲେ ଇମ୍ରାନ କ୍ୟାବିନେଟର ଅର୍ଥମନ୍ତ୍ରୀ ।…

କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଜନୈତିକ ଅଡୁଆ ବଢ଼ିଛି । ଇମ୍ରାନଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଥିବା ଅବଦୁଲ ହଫିଜ୍ ସେଖ ସିନେଟ୍ ନିର୍ବାଚନରେ ହାରି ଯାଇଛନ୍ତି । ଆଉ ଏହାପରେ ଇମ୍ରାନ ସରକାର ବହୁମତ ହରାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ଏହାସହ ଇମ୍ରାନ…

ପେଟ୍ରୋଲ ପମ୍ପରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ପେଟ୍ରୋଲ ପମ୍ପ ଡିଲର ଓ ଏଜେନ୍ସିକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ…

କନକ ବ୍ୟୁରୋ: ପେଟ୍ରୋଲ ପମ୍ପଗୁଡିକରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ମୋଦିଙ୍କ ପୋଷ୍ଟର ହଟାଇବା ପାଇଁ ଦେଶର ସମସ୍ତ ପେଟ୍ରୋଲ ପମ୍ପ ଡିଲର ଓ ଅନ୍ୟ ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ୍ । କେନ୍ଦ୍ର ସରକାରଙ୍କ ଯୋଜନା ବାବଦରେ ପେଟ୍ରୋଲ ପମ୍ପ ଗୁଡିକରେ…

ଓଟିଟି ପ୍ଲାଟଫର୍ମକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କହିଲେ, ୱେବ ସିରିଜ୍ ଓ ସୋ’ ଗୁଡ଼ିକର ସ୍କ୍ରିନିଂ ଜରୁରୀ ।

କନକ ବ୍ୟୁରୋ: ଓଟିଟି ପ୍ଲାଟଫର୍ମ ନେଇ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ । ୱେବ ସିରିଜ୍ ଓ ଅନ୍ୟ ସୋ ଗୁଡ଼ିକୁ ସ୍କ୍ରିନିଂ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ଏନେଇ ନିକଟରେ କେନ୍ଦ୍ର ସରକାର ଜାରି କରିଥିବା ନିୟମକୁ ଆସନ୍ତାକାଲି ସୁଦ୍ଧା କୋର୍ଟଙ୍କୁ…

ନ୍ୟୁଜିଲାଣ୍ଡରେ ବଡ଼ ଧରଣର ଭୂମିକମ୍ପ, ଆସିଲା ସୁନାମୀ

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ପୂର୍ବ ଉପକୂଳରେ କିଛି ସମୟ ପୂର୍ବରୁ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ଥିବା ଜଣାଯାଇଛି । ଏହା ପରେ ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ…

କୋଲକାତାର ଘରୋଇ ହସ୍ପିଟାଲରେ ସଫଳ ହେଲା ହୃତପିଣ୍ଡ ପ୍ରତ୍ୟାରୋପଣ । ପୁଣି ପୂର୍ବଭଳି ହସିବ ଘଟଗାଁ’ର କୁନି ପୁଅ ବାଦଲ ।

କନକ ବ୍ୟୁରୋ: ଦୀର୍ଘ ୩ ବର୍ଷର ଯନ୍ତ୍ରଣାରୁ ମିଳିବ ମୁକ୍ତି । ପୁଣି ପୂର୍ବଭଳି ହସିବ ଏବଂ ଖେଳିବ ଘଟଗାଁର କୁନି ପୁଅ ବାଦଲ । ନିକଟରେ କୋଲକାତା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାର ବିରଳ ଅସ୍ତ୍ରୋପଚାର କରାଯାଇ ହୃତପିଣ୍ଡ ପ୍ରତ୍ୟାରୋପଣ କରାଯାଇଛି । ଯାହାକି ଓଡିଶାର ପ୍ରଥମ ଘଟଣା ବୋଲି…

କରୋନା ଟିକା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲେ ଦିଲ୍ଲୀ ହାଇକୋର୍ଟ । କହିଲେ, ଦେଶର ଲୋକଙ୍କୁ…

କନକ ବ୍ୟୁରୋ: ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି ଯେଉଁଥିରେ ଦେଶରେ ୬୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଓ ୪୫ ବର୍ଷରୁ ୫୯ ବର୍ଷ ପର୍ଯ୍ୟନ୍ତ ଅନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କର ଟିକାକରଣ ଚାଲିଛି । କୋୱିନ୍ ଆପରେ ରେଜିଷ୍ଟ୍ରେସନ କରି ବା ଅନସ୍ପଟ୍ ରେଜିଷ୍ଟ୍ରେସନ କରି ସରକାରୀ ଓ…