Daily Archives

March 1, 2021

ଇନଷ୍ଟାଗ୍ରାମରେ କୋହଲିଙ୍କ ଫଲୋୟର ସଂଖ୍ୟା ୧୦୦ ମିଲିୟନ ଛୁଇଁଲା । ପ୍ରଥମ କ୍ରିକେଟର ଭାବେ ୧୦୦ ମିଲିୟନ କ୍ଲବରେ ସାମିଲ…

କନକ ବ୍ୟୁରୋ: କ୍ରିକେଟ୍ ପଡିଆରେ ଅନେକ ରେକର୍ଡ ଅର୍ଜନ କରୁଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଏବେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ବି ଏକ ରେକର୍ଡ ଅର୍ଜନ କରିଛନ୍ତି । ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋୟର ସଂଖ୍ୟା ୧୦୦ ମିଲିୟନ ପାର୍ କରିଛି…

ରନ୍ ଫର୍ ହୋପ୍ ଦୌଡରେ ବାହାରିଛନ୍ତି ସୁଫିଆ ଖାନ । ଦିଲ୍ଲୀରୁ ମୁମ୍ବାଇ ଦେଇ ଯିବେ କୋଲକାତା । 

କନକ ବ୍ୟୁରୋ: ରନ୍ ଫର୍ ହୋପ୍ ଦୌଡରେ ବାହାରିଛନ୍ତି ରାଜସ୍ତାନୀ ଝିଅ ସୁଫିଆ ଖାନ । ଇଣ୍ଡିଆନ ଗୋଲଡେନ୍ କ୍ୱାଡ୍ରିଆଲେଟେରାଲ ରନ୍ ତରଫରୁ ଦେଶରେ ଭାଇଚାରା ଓ ସଦଭାବନା ସୃଷ୍ଟି କରିବାକୁ ଦୌଡିବାକୁ ବାହାରିଛନ୍ତି ସୁଫିଆ । ସେ ଦେଶର ଚାରୋଟି ମେଟ୍ରୋ ସିଟି ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ…

ତୋର ମୋର ଯୋଡି ସୁନ୍ଦର… ମୁଣ୍ଡରେ ବାହାମୁକୁଟ, ବେକରେ ବରଣମାଳ… ବିବାହ ପରେ ପରିବାର ଲୋକଙ୍କ ସହ ଫଟୋ…

କନକ ବ୍ୟୁରୋ: ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରହିଟ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବିବାହ ଅନୁଷ୍ଠିତ ହୋଇଛି । ରିଲ ଲାଇଫରୁ ରିୟଲ୍ ଲାଇଫ ଯୋଡ଼ି ବନିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ସିନେ-ପରଦାରେ ଦର୍ଶକ ଏହି ଯୋଡ଼ିଙ୍କୁ ବେଶ ପସନ୍ଦ କରିଥିବା ବେଳେ ଏବେ…

୧୯୪୦ ମସିହାରେ ନିର୍ମାଣ ହୋଇଥିଲା ଟମ୍ ଆଣ୍ଡ ଜେରି କାର୍ଟୁନ ସିରିଜ୍ । ଦୁଇ ସାଙ୍ଗ ମିଶି ରଚିଥିଲେ ଇତିହାସ ।

କନକ ବ୍ୟୁରୋ: ଟମ୍ ଆଣ୍ଡ ଜେରି କାର୍ଟୁନ୍ ସିରିଜକୁ ଆପଣ କେବେ ନା କେବେ ନିଶ୍ଚୟ ଦେଖିଥିବେ । ମୂଷା, ବିଲେଇର ଏହି ଲଢେଇ ଆପଣଙ୍କୁ ନିଶ୍ଚୟ ହସେଇଥିବ । ସେଇଥିପାଇଁ ତ ଆଜି ବି ଅନେକ ଛୋଟ ପିଲା ଏହି କାର୍ଟୁନ ସିରିଜ୍ ଦେଖିଥାନ୍ତି । ଛୋଟ ଛୋଟ ପିଲାମାନଙ୍କ ପାଇଁ ଟମ୍ ଆଣ୍ଡ ଜେରି ସୋ ସବୁଠୁ…

ଆମ ଆଦମୀ ପାର୍ଟିରେ ଯୋଗଦେଲେ ପୂର୍ବତନ ମିସ୍ ଇଣ୍ଡିଆ ଦିଲ୍ଲୀ ମାନସୀ ସେହଗଲ । କହିଲେ, କେଜ୍ରିୱାଲ ଓ ରାଘବ ଚଢାଙ୍କୁ…

କନକ ବ୍ୟୁରୋ: ଆମ ଆଦମୀ ପାର୍ଟିରେ ଯୋଗଦେଲେ ପୂର୍ବତନ ମିସ୍ ଇଣ୍ଡିଆ ଦିଲ୍ଲୀ ମାନସୀ ସେହଗଲ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ରାଘବ ଚଢାଙ୍କୁ ଆଦର୍ଶ ଭାବି ଆପ୍ ପ୍ରତି ଆକୃଷ୍ଟ ହେବା ପରେ ସେ ଦଳରେ ସାମିଲ ହେବା ନେଇ ନିଷ୍ପତି ନେଇଥିବା କହିଛନ୍ତି ମାନସୀ ସେହଗଲ । ଆପ୍ ନେତା ରାଘବ…

୯ ସେକେଣ୍ଡରେ ୧୩ ଥର ପୁସଅପ୍ସ ମାରିବା ସହ ଛାତ୍ରଛାତ୍ରୀଙ୍କ ସହ ଡ୍ୟାନ୍ସ କଲେ ରାହୁଲ । ସେପଟେ ଆସାମରେ ଆଦିବାସୀ ଡାନ୍ସ…

କନକ ବ୍ୟୁରୋ: ତାମିଲନାଡୁରେ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । କନ୍ୟାକୁମାରୀରେ ରୋଡ ସୋ କରିବା ପରେ ସେଟଂ ଜୋଶେଫ ସ୍କୁଲରେ ପହଁଚି ଛାତ୍ରଛାତ୍ରୀଙ୍କ ସହ କଥାବାର୍ତା ହୋଇଥିଲେ ରାହୁଲ । ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ପରେ…