Daily Archives

March 21, 2021

ପୂର୍ବ ଶତ୍ରୁତାକୁ ନେଇ ଖୋର୍ଦ୍ଧା ଡମଣଭୂମି ଗାଁରେ ଫୁଟିଲା ବୋମା, ଚାଲିଲା ଗୁଳି । ଦୁଇ ଗୋଷ୍ଠୀ ମୁହାଁମୁହ. ୫ରୁ ଅଧିକ…

କନକ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଖୋର୍ଦ୍ଧା ଓଳସିଂହ ଗ୍ରାମପଂଚାୟତ ଡମଣଭୂମି ଗାଁରେ ଦୁଇଗୋଷ୍ଠୀ ମଧ୍ୟରେ ବୋମାମାଡ ସହିତ ଗୁଳିମାଡ ହୋଇଛି । ମାଙ୍କଡା ପଥର ଖାଦାନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତେଜନା ଲାଗିରହିଥିଲା । ଆଜି ଏକ ପଥର ବୋଝେଇ ଗାଡି ଅଟକାଇବାକୁ ନେଇ ଦୁଇଗୋଷ୍ଠୀ…

ରୋଡସେଫ୍ଟି ୱାର୍ଲ୍ଡ ସିରିଜ ଫାଇନାଲ । ଚାମ୍ପିୟନ ହେଲା ଇଣ୍ଡିଆ ଲିଜେଣ୍ଡ । 

କନକ ବ୍ୟୁରୋ: ଆଜି ରୋଡସେଫ୍ଟି ୱାର୍ଲ୍ଡ ସିରିଜ ଫାଇନାଲ ମ୍ୟାଚରେ ବିଜୟୀ ହୋଇଛି ଇଣ୍ଡିଆ ଲିଜେଣ୍ଡ । ଏହି ବିଜୟ ସହ ସିରିଜରେ ଚାମ୍ପିୟନ ହୋଇଛି ଦଳ । ଏହି ମ୍ୟାଚରେ ଶ୍ରୀଲଙ୍କା ଲିଜେଣ୍ଡକୁ ୧୪ ରନରେ ପରାସ୍ତ କରିଛି ଇଣ୍ଡିଆ ଲିଜେଣ୍ଡ । ଏହି ମ୍ୟାଚରେ ଶ୍ରୀଲଙ୍କା ଲିଜେଣ୍ଡ ପ୍ରଥମ ଟସ ଜିତି…

ଗାତ ଭିତରେ ଖସିପଡିଥିଲା ବଣୁଆ ହାତୀ । ଜେସିବି ଲଗାଇ ଗାତରୁ ହାତୀକୁ ଉଦ୍ଧାର କଲା ବନ ବିଭାଗ ।

କନକ ବ୍ୟୁରୋ: ଜଙ୍ଗଲର ଏକ ଗାତ ଭିତରେ ଖସିପଡିଥିବା ବଣୁଆ ହାତୀକୁ ଉଦ୍ଧାର କଲା ବନ ବିଭାଗ । ଗ୍ରାମବାସୀଙ୍କ ସହାୟତାରେ ଜେସିବି ଲଗାଇ ଗାତରୁ ହାତୀକୁ ଉଦ୍ଧାର କରିଛନ୍ତି ପାଲଲହଡା ବ୍ଲକ ଖମାର ରେଂଜର ବନକର୍ମଚାରୀ । ପାଲଲହଡା ବ୍ଲକ ଖମାର ରେଞ୍ଜ ଶଙ୍ଖମୁର ପଂଚାୟତର ବେଶଳିୟା ଜଙ୍ଗଲର ଏକ ଗାତରେ…

ରଙ୍ଗୀନ ମାଛ ଚାଷ କରି ଚର୍ଚ୍ଚାରେ ଝାରସୁଗୁଡାର ଡେରିନା ରୋଜ ହ୍ୟାରୀ । ୧୦ରୁ ୧୨ପ୍ରକାରର ମାଛ ଚାଷ କରି ମାସକୁ ରୋଜଗାର…

କନକ ବ୍ୟୁରୋ: କରୋନା ମହାମାରୀ ଓ ଲକଡାଉନ ଅନେକଙ୍କ ଜୀବନ ବଦଳାଇ ଦେଇଛି । କିଏ ରୋଜଗାର ହରାଇଛି ତ କିଏ ଆତ୍ମିୟଙ୍କୁ । କିନ୍ତୁ ଏହାରି ଭିତରେ ଅନେକ, ଜୀବନ ଜୀବିକାର ନୂଆ ରାହା ବି ପାଇଛନ୍ତି । ଆଉ ଏଭଳି କିଛି ଲୋକ ବି ଅଛନ୍ତି ଯେଉଁମାନେ ଏହି ସମୟର ସଦୁପଯୋଗ କରିପାରିଛନ୍ତି । ଏଭଳି ଲକଡାଉନ…

ସୂର୍ଯ୍ୟମୁଖୀ ଫୁଟାଉଛି ଲାଞ୍ଜିଆ ସଉରା ସମ୍ପ୍ରଦାୟର ଲୋକଙ୍କ ମୁହଁରେ ହସ । ଜଙ୍ଗଲଜାତ ଦ୍ରବ୍ୟ ବଦଳରେ ସୂର୍ଯ୍ୟମୁଖୀ ଚାଷ…

କନକ ବ୍ୟୁରୋ: କାହିଁ କେଉଁ କାଳରୁ ଜଙ୍ଗଲର ଲଘୁଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନଜୀବିକା ନିର୍ବାହ କରୁଥିବା ଆଦିମ ଜନଜାତିଙ୍କ ରୋଜଗାର ମାଧ୍ୟମ ଏବେ ବଦଳିଛି । ଜଙ୍ଗଲଜାତ ପଦାର୍ଥ ନୁହେଁ ବରଂ ଏମାନଙ୍କ ଜୀବିକାର ପନ୍ଥା ପାଲଟିଛି ସୂର୍ଯ୍ୟମୁଖୀ ଚାଷ । ଏହି ଚାଷ କରି ନିଜେ ସ୍ୱାଭଲମ୍ବୀ…

ପୁଣି ଫେରୁଛି ମାଟି ସାମଗ୍ରୀର ଚାହିଦା । ଘର ସାଜସଜ୍ଜାଠୁ ନେଇ ରୋଷେଇ ସାମଗ୍ରୀ କିଣିବାକୁ ଜମୁଛି ଲୋକଙ୍କ ଭିଡ ।

କନକ ବ୍ୟୁରୋ: ପରମ୍ପରାର ଦୁନିଆରେ  ପ୍ଳାଷ୍ଟିକ ବଦଳରେ ବଡ଼ୁଛି ମାଟିର ଚାହିଦା । ପାଣି ପିଇବା ବୋତଲ ଠାରୁ ରନ୍ଧା ସାମଗ୍ରୀ ସବୁ କିଛି ମାଟିରେ ତିଆରି । ଦେଖିବାକୁ ଯେତିକି ସୁନ୍ଦର, ବ୍ୟବହାର କରିବା ସେତିକି ସହଜ । ହଜିବାକୁ ବସିଥିବା ମାଟି ସାମଗ୍ରୀ ଏବେ ନୁଆ ରୁପରେ ।  ଆଉ ଏହାକୁ କିଣିବାକୁ…