Daily Archives

March 15, 2021

ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର ଯଶପ୍ରୀତ ବୁମରା । ଧରିଲେ ଜୀବନସାଥୀ ସଞ୍ଜନାଙ୍କ ହାତ।

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ୟର୍କର ମାଷ୍ଟର ଜଶପ୍ରିତ ବୁମରାଙ୍କୁ କ୍ଳିନ ବୋଲଡ କଲେ ସଞ୍ଜନା ଗଣେଶନ । ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ କ୍ରିକେଟ ଦଳର ଦ୍ରୃତତମ ବୋଲର ଜଶପ୍ରିତ ବୁମରା । ଆଜି ଗୋଆରେ ତାଙ୍କର ବିବାହ ଅନୁଷ୍ଠିତ ହୋଇଛି । କରୋନା କଟକଣା ଭିତରେ ହାତ ଗଣତି କିଛି…

ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବୋମା ଭର୍ତ୍ତି କାର ଜବତ ଘଟଣା । ମୁମ୍ବାଇର ପୁଲିସ ଅଧିକାରୀ ସଚିନ ୱାଜେଙ୍କୁ ରିମାଣ୍ଡରେ…

କନକ ବ୍ୟୁରୋ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରୁ ବୋମା ଭର୍ତ୍ତି କାର ଜବତ ମାମଲାରେ ଫସିଛନ୍ତି ମୁମ୍ବାଇ ପୁଲିସର ବରିଷ୍ଠ ଅଧିକାରୀ ସଚିନ ୱାଜେ । ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବା ପରେ ସଚିନଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଜେରା କରୁଛି ଏନଆଇଏ ।…

ବ୍ୟାଙ୍କ ଘରୋଇକରଣ ବିରୋଧ କରି କର୍ମଚାରୀଙ୍କ ଆନ୍ଦୋଳନ । ବନ୍ଦ ରହିଲା ବ୍ୟାଙ୍କ କାରବାର ଓ କ୍ଲିୟରିଂ ।

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନିଷ୍ପତ୍ତିକୁ ବିରୋଧକରି ଆନ୍ଦୋଳନକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ । ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ମାର୍ଚ୍ଚ ୧୫ ଓ ୧୬ ଦୁଇ ଦିନ ପାଇଁ ବ୍ୟାଙ୍କ କର୍ମଚାରୀ ଧର୍ମଘଟ…

କାୟା ମେଲାଉଛି କରୋନା । ଦିନକରେ ଦେଶରେ ୨୬ ହଜାର ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ । ଗତ ୮୫ ଦିନ ଭିତରେ ସର୍ବାଧିକ ଦୈନିକ…

କନକ ବ୍ୟୁରୋ: ଦିନକ ମଧ୍ୟରେ ଦେଶରେ ୨୬ ହଜାର ୨୯୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ୧୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦେଶରେ ବିଶେଷ କରି ମହାରାଷ୍ଟ୍ର, କେରଳ, ପଂଜାବ, ଗୁଜରାଟ, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ସ୍ଥିତି ଧିରେ ଧିରେ ଜଟିଳ ହେବାରେ ଲାଗଛି । ନୂଆ ସଂକ୍ରମିତ…

ଅସୁବିଧାରେ ପଡିଥିବା ବିହାର ତୀର୍ଥଯାତ୍ରୀଙ୍କ ସହାୟତା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି…

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ । ବିହାର ସମସ୍ତିପୁର ଜିଲାରୁ ଓଡ଼ିଶା ଆସିଥିବା ଏକ ତାର୍ଥଯାତ୍ରୀ ଗାଡ଼ି ବାଟରେ ଖରାପ ହୋଇଯିବାରୁ କେନ୍ଦୁଝରର ଏକ ଜଙ୍ଗଲ ନିକଟରେ ଅଟକି ରହିଥିଲା । ଫଳରେ…

ପ୍ରତି କରୋନା ରୋଗୀର ଚିକିତ୍ସା ପାଇଁ ଖର୍ଚ୍ଚ ହେଉଛି ୧୬ ହଜାରରୁ ଅଧିକ ଟଙ୍କା । ୩୩ ଘରୋଇ ହସପିଟାଲରେ ୪୮୦ କୋଟି ଟଙ୍କା…

କନକ ବ୍ୟୁରୋ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି । ରୋଗୀ ପିଛା ୧୬ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ କଟକ ମହାନଗରର କୋଭିଡ୍ ଖର୍ଚ୍ଚର ହିସାବ ଦେବା ବେଳେ ଏହି କଥା ସାମନାକୁ ଆସିଛି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ…