Daily Archives

March 3, 2021

ନୟାଗଡ ପରୀ ହତ୍ୟା ଘଟଣା: ଏସଆଇଟି ଚାର୍ଜସିଟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଲା ନାବାଳକ ଅଭିଯୁକ୍ତ ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ପରୀ ହତ୍ୟା ଘଟଣାର ଅଭିଯୁକ୍ତ ନାବାଳକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ନିମ୍ନ ଅଦାଲତରେ ଅଭିଯୁକ୍ତ ବିରୋଧରେ ଏସଆଇଟି ଦାଖଲ କରିଥିବା ଚାର୍ଜସିଟକୁ ଚାଲେଞ୍ଜ କରି ଏହି ମାମଲା ରୁଜୁ ହୋଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ତଦନ୍ତ…

ମୋବାଇଲରେ କଥା ହୋଇ ବାଇକ୍ ଚଲାଇବା ପଡିିଲା ମହଙ୍ଗା । ଯୁବକକୁ ୬ ହଜାର ଟଙ୍କା ଫାଇନ୍ କଲା ଭଦ୍ରକ ପୋଲିସ ।

କନକ ବ୍ୟୁରୋ: ବାଇକ ଚଲାଇବା ବେଳେ ମହଙ୍ଗା ପଡିଲା ମୋବାଇଲରେ କଥା ହେବା । ଫଳରେ ବାଇକ ଚାଳକଙ୍କୁ ୬ ହଜାର ଟଙ୍କାର ଫାଇନ୍ ଦେବାକୁ ପଡ଼ିଛି । ଆଉ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଭଦ୍ରକ ଟାଉନ ପୁଲିସ । ଭଦ୍ରକ ସହରର ବନ୍ତ ଛକ ନିକଟରେ ଟାଉନ ପୁଲିସ ଚେକିଂ କରୁଥିବା ବେଳେ କଳାହାଣ୍ଡିଆ ଗ୍ରାମର…

ପଶ୍ଚିମବଙ୍ଗରେ ଗାଙ୍ଗୁଲି ହେବେ କି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ମୋଦିଙ୍କ ରାଲିକୁ ଗାଙ୍ଗୁଲିଙ୍କୁ ନିମନ୍ତ୍ରଣ…

କନକ ବ୍ୟୁରୋ: ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏତିକି ବେଳେ ବେଙ୍ଗଲ ପାଇଁ ବିଜେପିର କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ସେନେଇ ଦଳକୁୁ ଚିନ୍ତା ଘାରିଛି । ତେବେ ଏହାରି ଭିତରେ ଜାତୀୟ ଗଣମାଧ୍ୟମରେ ଗାଙ୍ଗୁଲିଙ୍କୁ ନେଇ ଏକ ଚର୍ଚ୍ଚା ଜୋର ଧରିଛି ।…

ଦେଶରେ ଜରୁରୀକାଳୀନ ସ୍ଥିତି ନିଷ୍ପତ୍ତି ଭୁଲ୍ ଥିଲା । ରାହୁଲଙ୍କ ଏଭଳି ବୟାନ ପରେ ଅଡୁଆରେ କଂଗ୍ରେସ । ବିିଜେପି କହିଲା…

କନକ ବ୍ୟୁରୋ: ଦେଶରେ ୧୯୭୫ ମସିହାର ଜରୁରୀକାଳୀନ ସ୍ଥିତି ଜାରି କରିବା , ସେତେବେଳେର କଂଗ୍ରେସ ସରକାରର ଥିଲା ବଡ ତ୍ରୁଟି । ଏପରି ମତ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଆଉ ତାଙ୍କର ଏଭଳି ବୟାନ ଏବେ କଂଗ୍ରେସ ପାଇଁ ତିଆରି କରିଛି ଅଡୁଆଜନକ ସ୍ଥିତି । ଆମେରିକାର କର୍ଣ୍ଣାଲ…

ସେକ୍ସ ସ୍କାଣ୍ଡାଲ ଅଭିଯୋଗ ପରେ କର୍ଣ୍ଣାଟକ ରାଜନୀତିରେ ଭୂକମ୍ପ । ବିରୋଧ ତେଜିବା ପରେ ପଦ ଛାଡିଲେ ମନ୍ତ୍ରୀ ରମେଶ…

କନକ ବ୍ୟୁରୋ: ସେକ୍ସ ସିଡି କାଣ୍ଡକୁ ନେଇ ବିବାଦରେ କର୍ଣ୍ଣାଟକ ମନ୍ତ୍ରୀ ରମେଶ ଜାରକୋହଲି । ଏହାକୁ ନେଇ ବିବାଦ ଘନେଇବା ପରେ ଆଜି ତାଙ୍କୁ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି । ନିଜର ଇସ୍ତଫା ପତ୍ରକୁ ସେ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପାଙ୍କୁ ପଠାଇ ଦେଇଛନ୍ତି । ରମେଶ ଜାରକୋହଲି…

ଦେଶରେ ଜରୁରୀକାଳୀନ ସ୍ଥିତି ନିଷ୍ପତ୍ତି ଭୁଲ୍ ଥିଲା , ରାହୁଲଙ୍କ ବୟାନ ପରେ ଅଡୁଆରେ କଂଗ୍ରେସ । କେନ୍ଦ୍ରମନ୍ତ୍ରୀ…

କନକ ବ୍ୟୁରୋ: ଭାରତରେ ୧୯୭୫ ମସିହାରେ ଲାଗୁ ହୋଇଥିଲା ଜରୁରୀକାଳୀନ ସ୍ଥିତି । ସେତେବେଳେ ଏହା ରହିଥିଲା ୨୧ ମାସ । ତେବେ ଦେଶରେ ୭୫ ମସିହାର ଜରୁରୀକାଳୀନ ସ୍ଥିତି ଲାଗୁ କରିବା ନେଇ ଇନ୍ଦିରା ଗାନ୍ଧିଙ୍କ ନିଷ୍ପତ୍ତି ଏକ ଭୁଲ୍ ଥିଲା ବୋଲି ମତ ରଖିଛନ୍ତି ରାହୁଲ ଗାନ୍ଧି । ଏହା ସହିତ ବର୍ତମାନର…