Daily Archives

March 16, 2021

ଗୋଟିଏ ପରେ ଗୋଟିଏ ଦେଶରେ ବ୍ୟାନ ହେଉଛି ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା । ରକ୍ତ ଜମାଟ ବାନ୍ଧୁଥିବା ଭଳି ପାଶ୍ୱର୍…

କନକ ବ୍ୟୁରୋ: ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା ଯୋଗୁଁ ରକ୍ତ ଜମାଟ ବାନ୍ଧୁଥିବା ଭଳି ପାଶ୍ୱର୍ ପ୍ରତିକ୍ରିୟା ଖବର ସାମ୍ନାକୁ ଆସିଛି । ଏହା ପରେ ଗୋଟିଏ ପରେ ଗୋଟିଏ ଦେଶ ଏହି ଟିକା ଉପରେ କଟକଣା ଲଗାଉଛନ୍ତି । ଜର୍ମାନୀ, ଇଟାଲି, ଫ୍ରାନ୍ସ, ଆର୍ୟଲ୍ୟାଣ୍ଡ ଓ…

ଜୋସ ବଟଲରଙ୍କ ଦମଦାର ଅର୍ଦ୍ଧଶତକ । ୮ ୱିକେଟରେ ବିଜୟ ହାସଲ କଲା ଇଂଲଣ୍ଡ । 

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ତୃତୀୟ ଟି-୨୦ରେ ଦମଦାର ବିଜୟ ହାସଲ କରିଛି ଇଂଲଣ୍ଡ । ଏହି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଜୋସ ବଟଲର । ଫଳରେ ଇଂଲଣ୍ଡ ଏହି ମ୍ୟାଚରେ ୮ ୱିକେଟରେ ବିଜୟୀ ହୋଇଛି । ଏହାସହ ଏହି ୫ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ଏବେ ୨-୧ରେ ଆଗୁଆ ରହିଛି । ଏହି…

ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗୀନ । ୪ଦିନ ହେଲା ଲଗାତର ସଂକ୍ରମିତଙ୍କ ସଂଖ୍ୟା ଟପୁଛି ୧୫ ହଜାର ।

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣକୁ ଦେଖି ଯାହା ଆଶଙ୍କା କରାଯାଉଥିଲା ତାହା ସତ ହୋଇଛି । ଦେଶର ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ରାଜ୍ୟ ମହାରାଷ୍ଟ୍ରରେ ଆରମ୍ଭ ହୋଇଯାଇଛି କରୋନା ସଂକ୍ରମଣର ଦ୍ୱିତୀୟ ଲହର । ଏନେଇ ଉଦ୍ଧବ ଠାକରେ ସରକାରକୁ ଚିଠି ଲେଖି ସୂଚନା ଦେଇଛନ୍ତି କେନ୍ଦ୍ର…

ପଶ୍ଚିମବଙ୍ଗରେ ଆଜି ବି ହ୍ୱିଲ ଚେୟାର ପ୍ରଚାର କଲେ ମମତା । ବିଜେପି ଉପରେ ବର୍ଷିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଲଗାତର ତୃତୀୟ ଦିନରେ ହ୍ୱିଲ ଚେୟାରରେ ବସି ନିର୍ବାଚନୀ ରଣାଙ୍ଗନକୁ ଓହ୍ଳାଇଛନ୍ତି । ନିର୍ବାଚନ ପ୍ରଚାର ବେଳେ ଆହତ ହୋଇଥିବା ମମତା ଏବେ ଆହୁରୀ ଆକ୍ରମଣାତ୍ମକ ହୋଇପଡିଛନ୍ତି । ବାଙ୍କୁରାରେ ନିର୍ବାଚନୀ ପ୍ରଚାର ବେଳେ ମମତା ବିଜେପିକୁ…

ସିମ୍ପସିୟମ ଅନ୍ ଫ୍ୟୁଏଲ ଏବଂ ଲୁବରିକାଣ୍ଟରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ । କହିଲେ, ସାମାଜିକ ଓ ଆର୍ଥିକ…

କନକ ବ୍ୟୁରୋ: ନୂଆଦିଲ୍ଲୀଠାରେ ଆୟୋଜିତ ଦ୍ୱାଦଶତମ ଅନ୍ତରାଷ୍ଟ୍ରୀୟ ସିମ୍ପସିୟମ ଅନ୍ ଫ୍ୟୁଏଲ ଏବଂ ଲୁବରିକାଣ୍ଟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି, ଦେଶରେ ସାମାଜିକ ଓ ଆର୍ଥିକ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଉର୍ଜାର…

ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ପାରମ୍ପରିକ ଗାମୁଛା ଦେଇ ରାଷ୍ଟ୍ରପତିଙ୍କୁ ଓଡିଶା ଗସ୍ତ ପାଇଁ…

କନକ ବ୍ୟୁରୋ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୨୧ ତାରିଖରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ରାଷ୍ଟ୍ରପତି ଭବନ ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରିବା ସହ ପାରମ୍ପାରିକ ଗାମୁଛା ଦେଇ…