Daily Archives

March 7, 2021

ବ୍ରହ୍ମପୁର ଝାଡାଙ୍ଗକୁଲି ଛକ ନିକଟରେ ହତ୍ୟାକାଣ୍ଡ । ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର।

କନକ ବ୍ୟୁରୋ: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସାତକୁଟୁଣୀ ଗ୍ରାମ ଛକରେ ରାତି ପ୍ରାୟ ୯ଟା ବେଳେ ଖଣ୍ଡା ବୁଲିଛି। କିଛି ଦୁର୍ବୃତ୍ତ ଝାଡ଼ାଙ୍କୋଲି ଗ୍ରାମର କୋରା ସେଠୀ ଓ ପୁଅ ପ୍ରଶାନ୍ତ ସେଠୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ବାପା କୋରାଙ୍କ ମୃତ୍ୟୁ…

କରୋନା ମହାମାରୀ ବିରୋଧରେ ଭାରତର ଭୂମିକାକୁ ପ୍ରଶଂସା କଲେ ଆମେରିକାର ବୈଜ୍ଞାନିକ । ଡକ୍ଟର ପିଟର ହଟେଜ୍ କହିଲେ,…

କନକ ବ୍ୟୁରୋ: ବିଶ୍ୱକୁ ବଂଚାଇଛି ଭାରତ । କରୋନା ମହାମାରୀଠାରୁ ସାରା ପୃଥିବୀର ଲୋକଙ୍କୁ ଭାରତ ବଂଚାଇ ପାରିଛି । କରୋନା ଟିକା ଏବଂ ଟିକା ବିତରଣକୁ ନେଇ ଏହି ବୟାନ ରଖିଛନ୍ତି ଆମେରିକାର ଜଣେ ବରିଷ୍ଠ ବୈଜ୍ଞାନିକ । ଅନେକ ଦେଶକୁ ଭାରତ ଟିକା ଦେଇଥିବା ବେଳେ ଆହୁରି ଅନେକ ଦେଶ ଭାରତକୁ ଟିକା…

ସକାଳକୁ ସରିଯାଏ ରାତିରେ ବସୁଥିବା ହାଟ । ଓଡିଶାର ଭାତହାଣ୍ଡି ବରଗଡର ରାତିର ହାଟକୁ ନେଇ ଚାରିଆଡେ ଜୋର ଧରିଛି ଚର୍ଚ୍ଚା…

କନକ ବ୍ୟୁରୋ: ଚାଷ ଓ ଚାଷୀକୁ ନେଇ ସବୁବେଳେ ଚର୍ଚ୍ଚାରେ ବରଗଡ଼ ଜିଲ୍ଲା । ଏମିତି କି ଚାଷ ପାଇଁ ଓଡ଼ିଶାର ଭାତହାଣ୍ଡି ମଧ୍ୟ କୁହାଯାଏ ବରଗଡ଼ ଜିଲ୍ଲାକୁ । ଧାନଠୁ ଆରମ୍ଭ କରି ପନିପରିବା ଚାଷ ପାଇଁ ମଧ୍ୟ ବେଶ ଚର୍ଚ୍ଚିତ ଏ ଜିଲ୍ଲା । ସେଥି ମଧ୍ୟରୁ ଏବେ ବରଗଡ଼ ଜିଲ୍ଲାର ବାରର୍ହାଗୁଡା ପନିପରିବା…

ରାଜକନିକାର ମହିଳା ଗୋଷ୍ଠୀଙ୍କ ସଫଳ ହୋଇଛି ଉଦ୍ୟମ ।  ପନିପରିବା ଚାଷକୁ ଆପଣେଇଲେ ମହିଳା; ୨୫ ଏକର ଜମିରେ ଫଳାଉଛନ୍ତି…

କନକ ବ୍ୟୁରୋ: ବଜାରର ଅଭାବ ଯୋଗୁଁ ଚାଷ କାମରୁ ମନ ଫେରାଉଛନ୍ତି ଲୋକେ । ମାତ୍ର ଏଭଳି ପରିସ୍ଥିତିରେ ମହିଳାମାନେ ଚାଷ କାମ କରି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ କରିବା ଖବର ନିଶ୍ଚିତ ସମସ୍ତଙ୍କ ପାଇଁ ପ୍ରେରଣା ସାଜିବ । ରାଜକନିକା ଅଂଚଳର ୧୭୦ ମହିଳା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର…

ଦାଦନ ନୁହେଁ ଚାଷ ପାଲଟିଛି ରୋଜଗାରର ନୂଆ ପନ୍ଥା । ଚିତ୍ରକୋଣ୍ଡାର ସୁବର୍ଣ୍ଣା ପାଲଟିଛନ୍ତି ଅନ୍ୟଙ୍କ ପାଇଁ ପ୍ରେରଣା ।

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, ସବୁଠୁ ଦୁର୍ଗମ ଓ ମାଓପ୍ରବଣ ଅଂଚଳ । ଏଠାରେ ରହୁଥିବା ୯୦ ପ୍ରତିଶତ ଅଧିବାସୀ ଆଦିବାସୀ ସମ୍ପ୍ରଦାୟ । ଆଉ ଏମାନେ ନିଜର ଗୁଜୁରାଣ ମେଂଟାଇବା ପାଇଁ ଧାନ, ମାଣ୍ଡିଆ, ସୁଆଁ ଆଦି ଚାଷ କରନ୍ତି । ଅନ୍ୟ ସମୟରେ ଅନେକ ଲୋକ ଦାଦନ ଖଟିବାକୁ ପଡୋଷୀ…

ଭିତ୍ତିଭୂମି ଓ ପ୍ରୋତ୍ସାହନ ଅଭାବରୁ ଲଙ୍କାଚାଷରୁ ମୁହଁ ଫେରାଉଛନ୍ତି କୁଚିଣ୍ଡାର ଚାଷୀ । ପୁଣି ଚାଷୀଙ୍କୁ ମୂଳ ବେଉସାକୁ…

କନକ ବ୍ୟୁରୋ: ବାମଣ୍ଡାର ଲଙ୍କା ଚାଷ ସାରା ରାଜ୍ୟରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ବେଳେ ଏଠାକାର ଲଙ୍କା ରାଜ୍ୟ ବାହାରକୁ ମଧ୍ୟ ରପ୍ତାନୀ ହୋଇଥାଏ । ତେବେ ଗତ କିଛି ବର୍ଷ ହେବ କୁଚିଣ୍ଡା ତଥା ଆଖପାଖ ଅଂଚଳର ଚାଷୀ ଲଙ୍କା ଚାଷରୁ ମନ ଫେରାଇ ନେଲେଣି । ଆବଶ୍ୟକ ଭିତିଭୂମିର ଅଭାବ ସାଙ୍ଗକୁ…