Daily Archives

March 5, 2021

କୋଭିଡ୍ ଟିକାକରଣ ଭିତରେ ଓଡିଶା ପାଇଁ ଖୁସି ଖବର । ମାତ୍ର ୫ ଦିନ ଭିତରେ ୧ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ନେଲେ ଟିକା ।

କନକ ବ୍ୟୁରୋ: କୋଭିଡ୍ ଟିକାକରଣ ଭିତରେ ଓଡିଶା ପାଇଁ ଆସିଛି ଖୁସି ଖବର । ମାତ୍ର ୫ ଦିନ ଭିତରେ ଓଡିଶାରେ ୧ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ବରିଷ୍ଠ ନାଗରିକଙ୍କ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ ବର୍ଗରେ ୧ ଲକ୍ଷ ୧୧ ହଜାର ୩୩୭ ଜଣ ଟିକା ନେଇଛନ୍ତି ।…

ଆସାମ ବିଧାନସଭା ନିର୍ବାଚନ: ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ମାଜୁଲିରୁ ଇଲେକ୍ସନ୍ ଲଢିବେ…

କନକ ବ୍ୟୁରୋ : ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଜାତୀୟ ମହାସଚିବ ଅରୁଣ ସିଂ ଆସାମ ନିର୍ବାଚନ ପାଇଁ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଆସାମ ମୁଖ୍ୟମନ୍ତ୍ରୀ…

ଓଟିଟି ପ୍ଲାଟଫର୍ମ ନେଇ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଡା କଥା । କହିଲେ, ଜାରି ହୋଇଥିବା ନିର୍ଦ୍ଦେଶାବଳୀ…

କନକ ବ୍ୟୁରୋ: ଓଟିଟି ପ୍ଲାଟଫର୍ମ ନେଇ ସରକାର ଜାରି କରିଥିବା ନିର୍ଦ୍ଦେଶାବଳୀ ପ୍ରଭାବଶୂନ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହାସହ କଠୋର ଆଇନ ଲାଗୁ ନେଇ ବିଚାର କରିବାକୁ କେନ୍ଦ୍ରକୁ କହିଛନ୍ତି କୋର୍ଟ । ଜଷ୍ଟିସ୍ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ବେଂଚ କହିଛନ୍ତି ଯେ, ଓଟିଟିକୁ ନେଇ…

‘ମୁଁ କରୋନା ପଜିଟିଭ’… ଏତିକି କହିବା ପରେ ଉଡାଣ ଆରମ୍ଭରୁ ବିମାନକୁ ଫେରାଇ ଆଣିଲେ ପାଇଲଟ

କନକ ବ୍ୟୁରୋ: ବିମାନରେ ଯାତ୍ରା କରୁଥିବାବେଳେ କରୋନା ପଜିଟିଭ ବୋଲି ଜଣାପଡିଲା, ଆଉ ଏହା ପରେ ଉଡାଣ କରିବା ପୂର୍ବରୁ ବିମାନକୁ ପୁଣି ରନୱେରୁ ବିମାନବନ୍ଦରକୁ ଫେରାଇ ଆଣିଲେ ପାଇଲଟ । ଗୁରୁବାର ଦିନ ଦିଲ୍ଲୀ ବିମାନବନ୍ଦରରେ କିଛି ଏଭଳି ଘଟଣା ଘଟିଥିଲା । ମିଳିଥିବା ସୂଚନା ମୁତାବକ ଗୁରୁବାର…

ବାଇଡେନଙ୍କ ମୁହଁରେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରଶଂସା । କହିଲେ, ଆମେରିକାକୁ ନିୟନ୍ତ୍ରଣ କରୁଛନ୍ତି ଭାରତୀୟ ମୂଳ…

କନକ ବ୍ୟୁରୋ: ଆମେରିକାକୁ ନିୟନ୍ତ୍ରଣ କରୁଛନ୍ତି ଭାରତୀୟ ମୂଳ ଆମେରିକୀୟ । ଏକଥା ଶୁଣି କିଛି ଆଶ୍ଚର୍ଯ୍ୟ ଲାଗୁଛି କି , ଲାଗିବା ବି ସ୍ୱାଭାବିକ । ହେଲେ ଏକଥା ଆମେ କହୁନାହୁଁ ବରଂ ଖୋଦ୍ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକଥା କହିଛନ୍ତି । ଅବଶ୍ୟ ବାଇଡେନ ମଜାଳିଆ ଢଙ୍ଗରେ ଏହା କହିଛନ୍ତି…

ବଲିଉଡ ଡ୍ରଗ୍ସ କନେକ୍ସନ ମାମଲାରେ ଚାର୍ଜସିଟ ଦାଖଲ କଲା ଏନସିବି । ୩୦ ହଜାର ପୃଷ୍ଠାର ଚାର୍ଜସିଟରେ ୧୨ ହଜାର ପୃଷ୍ଟା…

କନକ ବ୍ୟୁରୋ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡଗ୍ସ ମାମଲାରେ ଚାର୍ଜସିଟ ଦାଖଲ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ବଡକଥା ହେଉଛି ଏହି ମାମଲାରେ ୩୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଏନସିବି ଏହି ଘଟଣାରେ ୧୨ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିବାବେଳେ…