Daily Archives

March 27, 2021

ରୁଦ୍ର ପ୍ରତାପଙ୍କୁ ବିଜେଡି ଟିକେଟ୍ ମିଳିବା ପରେ ପ୍ରତିକ୍ରିୟା ରଖିଲେ ପ୍ରତିଭା ମହାରଥୀ । କହିଲେ, ମୋ ଆଶୀର୍ବାଦ ମୋ…

କନକ ବ୍ୟୁରୋ: ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପିପିଲି ଉପନିର୍ବାଚନରେ ବିଜେଡି ଟିକେଟ୍ ମିଳିବା ପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ମା ପ୍ରତିଭା ମହାରଥୀ । ତାଙ୍କ ପୁଅ ସହ ସେ ସବୁବେଳେ ଅଛନ୍ତି । ରୁଦ୍ର ପ୍ରତାପ ଏଥର ପିପିଲି ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବ ବୋଲି…

ପୂର୍ବାଂଚଳ ରାଜ୍ୟରେ କିଏ ମାରିବ ବାଜି? ପଶ୍ଚିମବଙ୍ଗରେ ବିଧାନସଭା ଦଖଲର ସ୍ୱପ୍ନ ଦେଖୁଛି ବିଜେପି । ସେପଟେ ପୁଣି…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ଶାସକ ଦଳ ଟିଏମସିକୁ କଡା ଟକ୍କର ଦେଉଛି ବିଜେପି । ବିଶେଷ କରି ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ସଫଳତା ପରେ ବିଧାନସଭା ଦଖଲର ସ୍ୱପ୍ନ ଦେଖୁଛି ଭାରତୀୟ ଜନତା ପାର୍ଟି । ଅନ୍ୟ ପକ୍ଷରେ ୧୦ ବର୍ଷର ଶାସନକୁ ପୁଞ୍ଜି କରି ତୃତୀୟ ଥର ପାଇଁ…

ମୋଦିଙ୍କ ବାଂଲାଦେଶ ଗସ୍ତର ଦ୍ୱିତୀୟ ଦିନ । ଶକ୍ତିପୀଠରେ କଲେ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ମତୁଆ ସମ୍ପ୍ରଦାୟକୁ କଲେ…

କନକ ବ୍ୟୁରୋ: ବାଂଲାଦେଶରୁ ସମ୍ବୋଧନ ପଶ୍ଚିମବଙ୍ଗ ଉପରେ ନଜର । ବାଂଲାଦେଶର ସ୍ୱାଧୀନତାର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ପାଇଁ ଦୁଇ ଦିନିଆ ଗସ୍ତରେ ଥିବା ମୋଦିଙ୍କ ବାଂଲାଦେଶ ଗସ୍ତର ଶନିବାର ଦ୍ୱିତୀୟ ଦିନ । ଶନିବାର ଓରାକୋଣ୍ଡାରେ ମତୁଆ ସମ୍ପ୍ରଦାୟର ମନ୍ଦିରରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ।…

ପଶ୍ଚିମବଙ୍ଗ ଓ ଆସାମରେ ବିଧାନସଭା ନିର୍ବାଚନ ପାଇଁ ପଡିଲା ପ୍ରଥମ ପର୍ଯ୍ୟାୟ ଭୋଟ । ୬ଟା ସୁଦ୍ଧା ପଶ୍ଚିମବଙ୍ଗରେ ୭୯…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନ ଲାଗି ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି । ପଶ୍ଚିମବଙ୍ଗରେ ୩୦ଟି ବିଧାନସଭା କ୍ଷେତ୍ରରେ ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୭୩ ଲକ୍ଷ ମତଦାତା । ପଶ୍ଚିମବଙ୍ଗର ମୋଟ୍ ୨୯୪ ବିଧାନସଭା ଆସନ ଲାଗି ୮ଟି ପର୍ଯ୍ୟାୟରେ ମତଦାନ…

କଟକ ବାଙ୍କୀରୁ ଆସିଲା ମହାନଦୀର ବିକଳ ଚିତ୍ର । ୨୦୧୩ ମାର୍ଚ୍ଚରେ ଯେଉଁଠି ଲହଡ଼ି ମାରୁଥିଲା ପାଣି, ଆଜି ସେଠି କ୍ରିକେଟ୍…

କନକ ବ୍ୟୁରୋ: ଯେଉଁଠି ଦିନେ କୁମ୍ଭୀର ଉତ୍ପାତ କରୁଥିଲା, ସେଠି ଏବେ କ୍ରିକେଟ୍ ଖେଳାଯାଉଛି । ମାତ୍ର ୮ ବର୍ଷରେ ବଦଳିଯାଇଛି ମହାନଦୀର ଚିତ୍ର । ସମୟ ସହ ଶୁଖିଯାଉଛି ଓଡ଼ିଶାର ଜୀବନ ଧାରା ମହାନଦୀ । ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀକୁ ନେଇ ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ଉପର ମୁଣ୍ଡରେ…

ରାଜ୍ୟରେ ଶିକ୍ଷାନୁଷ୍ଠାନକୁ ମାଡି ଚାଲିଛି କରୋନା । ଝାରସୁଗୁଡା ଯାନ୍ତ୍ରିକ ବିଦ୍ୟାଳୟରେ ୨୧ ପଜିଟିଭ୍ ଚିହ୍ନଟ ।

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରର ଭୟ ଭିତରେ ରାଜ୍ୟର ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନକୁ ମାଡି ଚାଲିଛି କରୋନା ଭୁତାଣୁ। ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟର ୧୩ ଶିକ୍ଷକ, ୮ ଛାତ୍ରଛାତ୍ରୀ ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ହୋଇଛି ପ୍ରଶାସନ । ଝାରସୁଗୁଡା ପୈାରପରିଷଦ ପକ୍ଷରୁ…