Daily Archives

March 29, 2021

ପଶୁ ଦେହରୁ ମଣିଷ ପାଖକୁ କରୋନା ଭୂତାଣୁ ଆସୁଥିବା ଆଶଙ୍କା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଚୀନର ମିଳିତ ଗବେଷଣାରୁ…

କନକ ବ୍ୟୁରୋ: ପଶୁ ଦେହରୁ ମଣିଷକୁ ସଂକ୍ରମଣ କରିଥାଇ ପାରେ କରୋନା ଭୂତାଣୁ । କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନର ମିଳିତ ଗବେଷଣାରେ ଏପରି ଆକଳନ କରାଯାଉଛି । ଗବେଷଣାରୁ ମିଳିଥିବା ତଥ୍ୟ କହୁଛି, ବାଦୁଡ଼ିରୁ କରୋନା ଭୂତାଣୁ କୌଣସି ପଶୁକୁ…

ସୁଏଜ କେନାଲରେ ଦୂର ହେଉଛି ଅଚଳାବସ୍ଥା । ଆଂଶିକ ଭାବେ ଭାସିଲା ସପ୍ତାହେ ଧରି ଫସିଥିବା ବିଶାଳକାୟ ଏଭର ଗିଭେନ ଜାହାଜ 

କନକ ବ୍ୟୁରୋ: ପ୍ରାୟ ଗୋଟିଏ ସପ୍ତାହ ହେବ, ଜଳପଥରେ ବିଶ୍ୱର ବ୍ୟସ୍ତ ବହୁଳ ବାଣିଜ୍ୟ ମାର୍ଗ ସ୍ୱେଜ କେନାଲର ଅଚଳ ଅବସ୍ଥା ହଟିବାକୁ ଯାଉଛି । କାରଣ ସ୍ୱେଜ କେନାଲରେ ଫସିଥିବା ବିଶାଳକାୟ ଏଭର ଗିଭେନ ଜାହାଜ ଭାସିବା ଆରମ୍ଭ କରିଛି । ଯାହା ଶୀଘ୍ର କେନାଲ ରାସ୍ତାରେ ଯାତାୟତ ଆରମ୍ଭ ହେବାର ଆଶାକୁ…

ନନ୍ଦିଗ୍ରାମରେ ମହାସଂଗ୍ରାମ । ଭୋଟ ହାତେଇବାକୁ ସବୁ ବଳ ଲଗାଇ ଦେଇଛନ୍ତି ଟିଏମସି ଓ ବିଜେପି । ହ୍ୱିଲ ଚେୟାରରେ ବସି ରୋଡ…

କନକ ବ୍ୟୁରୋ: ଫୋକସରେ ନନ୍ଦିଗ୍ରାମ । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ହେବ ଅସଲ ଲଢେଇ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଏବେ ନନ୍ଦିଗ୍ରାମରେ ସବୁ ବଳ ଲଗାଇ ଦେଇଛନ୍ତି ଟିଏମସି ଓ ବିଜେପି । ତାତିକୁ ଖାତିର ନକରି ନନ୍ଦିଗ୍ରାମରେ…

ହୋଲି ଭିତରେ ପୁଣି ଅଶାନ୍ତ ଜମ୍ମୁକଶ୍ମୀର । ସେପୋର ଜିଲ୍ଲାରେ ବିଡିସି ଅଧ୍ୟକ୍ଷ ଫରିଦା ଖାନଙ୍କ ବୈଠକରେ ଆତଙ୍କବାଦୀ…

କନକ ବ୍ୟୁରୋ: ହୋଲି ଭିତରେ ପୁଣି ଅଶାନ୍ତ ହୋଇପଡିଛି ଜମ୍ମୁକଶ୍ମୀର । ସେପୋର ଜିଲ୍ଲାରେ ବିଜେପି ପ୍ରଦେଶ ସଚିବ ଓ ବିଡିସି ଅଧ୍ୟକ୍ଷ ଫରିଦା ଖାନଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । କାଉନସିଲରଙ୍କ ସହିତ ବୈଠକ ବେଳେ ଏହି ଆକ୍ରମଣ ହୋଇଛି । ଏଥିରେ ପୋଲିସ କର୍ମଚାରୀ ଶଫାକତ ଅହମଦ ଓ…

ଓଡ଼ିଶାରେ ବଢ଼ୁଛି କରୋନା ସଂଖ୍ୟା । ଏପଟେ ବିରଜା ପାଞ୍ଜିର ଆକଳନ, ଓଡ଼ିଶାରେ କମିବ କରୋନା ସଂକ୍ରମଣ ।

କନକ ବ୍ୟୁରୋ: ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନିକଟରେ ପାଂଜି ପାଠ କରାଯାଇଛି । ବର୍ଷତମାମ ଯାହା ଘଟିବ ତାହାର ଅନୁମାନ ଏହି ପାଂଜିରେ ଉଲ୍ଲେଖ କରାଯାଇଛି । ବିରଜା ପାଞ୍ଜିର ଗଣନା କହୁଛି, ଏ ବର୍ଷ ମହାମାରୀ କରୋନା ପ୍ରକୋପ କମିବ । ଦୋଳ ପୂଣ୍ଣିମାରେ…

ସରିଲା ହୋଲି, ଏବେ ନେତା ହେବେ ପିପିଲି ମୁହାଁ । ଜୋରଦାର ହେବ ପ୍ରଚାର । ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ…

କନକ ବ୍ୟୁରୋ: ହୋଲିର ରଙ୍ଗରେ ରଙ୍ଗେଇ ହେଲେନି ରୁଦ୍ର ମହାରଥୀ । କିନ୍ତୁ ଭୁବନେଶ୍ୱର ବାସଭବନରେ ପିପିଲିରୁ ଆସିଥିବା ସମର୍ଥକଙ୍କଠାରୁ ଶୁଭେଚ୍ଛା ଗ୍ରହଣ କରି ପିପିଲି ବିଜୟ ରଣନୀତି ନେଇ ଆଲୋଚନା କରିଛନ୍ତି ବିଜେଡି ପ୍ରାର୍ଥୀ । ରାତି ପାହିଲେ ନାମାଙ୍କନ ପତ୍ର ଦାଖଲ କରିବା ସହ ରୁଦ୍ର୍ର ଆରମ୍ଭ…