Daily Archives

March 25, 2021

ତାମିଲନାଡୁରେ ସ୍ୱାଧିନ ପ୍ରାର୍ଥୀଙ୍କ ଆକାଶଛୁଆଁ ପ୍ରତିଶ୍ରୁତି । ମଦୁରାଇର ବିଧାୟକ ପ୍ରାର୍ଥୀ କହିଲେ, ନିର୍ବାଚନ…

କନକ ବ୍ୟୁରୋ: ତାମିଲନାଡୁରେ ଜଣେ ସ୍ୱାଧିନ ପ୍ରାର୍ଥୀଙ୍କ ଆକାଶଛୁଆଁ ପ୍ରତିଶ୍ରୁତି । ମଦୁରାଇର ସ୍ୱାଧିନ ବିଧାୟକ ପ୍ରାର୍ଥୀ ଥୁଲମ ସର୍ବନନ ନିର୍ବାଚନ ଜିତିଲେ ହେଲିକପ୍ଟର ଓ ପରିବାର ପିଛା ୧କୋଟି ଟଙ୍କା ଯୋଗାଇ ଦେବା ପ୍ରତିଶ୍ରୁତି ଦେଇଛନ୍ତି । କେବଳ ଏତିକି ନୁହେଁ ବିବାହ ସମୟରେ ସୁନା…

ପୁଣି ଡରାଇଲା କରୋନା । ୫ମାସ ପରେ ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ପାର । ୨୪ ଘଂଟାରେ ଗଲା ୨୫୧ ଜଣଙ୍କ ଜୀବନ ।

କନକ ବ୍ୟୁରୋ: ଦେଶରେ କରୋନା ପୁଣି ଥରେ କାୟା ବିିସ୍ତାର କରିଛି । ଗତ ୨୪ ଘଂଟା ମଧ୍ୟରେ  ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଛି । ପ୍ରାୟ ୫ ମାସ ପରେ ଗୋଟିଏ ଦିନରେ ଦେଶରେ କରୋନା ମାମଲା ୫୦ ହଜାର ଅତିକ୍ରମ କରିଛି । ଗତ ୨୪ ଘଂଟାରେ ସାରା ଦେଶରୁ ୫୩ ହଜାର ୪୭୬ ନୂଆ…

ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଆଶ୍ରିତ ପଟ୍ଟନାୟକ ହେଲେ ବିଜେପି ପ୍ରାର୍ଥୀ ।

କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଦଳ ଏଥର ଉପନିର୍ବାଚନରେ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏଥିସହ ଆଶ୍ରିତଙ୍କୁ ଆଗରେ ରଖି ଏଥର ବିଜେପି ପିପିଲି ଉପ ନିର୍ବାଚନ ଲଢିବ ବୋଲି ପକ୍କା ହୋଇଯାଇଛି ।ଆଶ୍ରିତ ପଟ୍ଟନାୟକ ଗତ ସାଧାରଣ…

ତହସିଲଦାର ଜାଳିଦେଲେ ୨୦ଲକ୍ଷ ଟଙ୍କା । ଚଢାଉ ଭୟରେ ରାଜସ୍ଥାନ ସିରୋହି ତହସିଲଦାର ଜାଳିଦେଲେ ୨୦ଲକ୍ଷ ଟଙ୍କା ।

କନକ ବ୍ୟୁରୋ: ଦୁର୍ନିତୀ ନିବାରଣ ଅଧିକାରୀଙ୍କ ଚଢଉ ପୂର୍ବରୁ ତହସିଲଦାର ଜାଳିଦେଲେ ୨୦ ଲକ୍ଷ ଟଙ୍କା । ଅଧା ଜଳା ନୋଟ ସହ ଗିରଫ ହେଲେ ତହସିଲଦାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ତାନର ସିରୋହି ଜିଲ୍ଲାରେ । ତହସିଲଦାର କଳ୍ପେଶ କୁମାର ଜେନ୍ ଦୁର୍ନୀତି ନିବାରଣ ଟିମ ତାଙ୍କ ଘରକୁ…

ବଧୂ ହତ୍ୟା ମାମଲାରେ ସ୍ୱାମୀ ଓ ଦେଢଶୁରଙ୍କୁ ଆଜୀବନ ଜେଲ । ୩ ବର୍ଷ ପରେ ପ୍ରକାଶ ପାଇଲା ରାୟ ।

କନକ ବ୍ୟୁରୋ: ବଧୂ ହତ୍ୟା ମାମଲାରେ ସ୍ୱାମୀ ଓ ଦେଢଶୁରଙ୍କୁ ଆଜୀବନ କାରାଦଣ୍ଡ । ଜଘଣ୍ୟ ହତ୍ୟାକାଣ୍ଡ ମାମଲାରେ ରାୟ ଶୁଣାଇଲେ ପାରାଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଦୌରାଜଜ । ବଧୂହତ୍ୟା ମାମଲାରେ ମୃତା ମଧୁସ୍ମିତା ଦାଶଙ୍କ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଦାଶ ଏବଂ ଦେଶଶୁର ଗଣେଶ ଦାଶଙ୍କୁ କୋର୍ଟ…

ଏଣ୍ଟିଲିଆ ସାମ୍ନାରେ ବିସ୍ଫୋରକ ଭର୍ତି କାର ଜବତ ଘଟଣା । ଏନଆଇଏ ହାତରେ ଲାଗିଲା କାର ମାଲିକ ମନସୁଖ ହିରେନଙ୍କ ସହ ସଚିନ…

କନକ ବ୍ୟୁରୋ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ଯେଉଁ ବିସ୍ଫୋରକ ଭର୍ତି ସ୍କୋର୍ପିଓ ଗାଡି ମିଳିଥିଲା ତାହାର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ତଥ୍ୟ ପଦାକୁ ଆସିଛି । ଏକ ସିସିଟିଭି ଭିଜୁଆଲ କଏଦ ହୋଇଛି ଯେଉଁଥିରେ ମୁମ୍ବାଇ ପୋଲିସର ନିଲମ୍ବିତ ଅଧିକାରୀ ସଚିନ ୱାଜେଙ୍କ…