Daily Archives

March 11, 2021

ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ

କନକ ବ୍ୟୁରୋ : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ନିର୍ଦ୍ଧାରିତ ସମୟ ପୂର୍ବରୁ ଲିଙ୍ଗରାଜରେ ଉଠିଲା ମହାଦୀପ । ପାରମ୍ପରିକ ବେଡା ପରିକ୍ରମା ପରେ ମହାଦୀପ ଉଠିଛି । ପ୍ରଭୁ ଲିଙ୍ଗରାଜ ମନ୍ଦିରର ମହାଦୀପ ଦର୍ଶନ କଲେ ଶ୍ରଦ୍ଧାଳୁ । ହର ହର ମହାଦେବ ଧ୍ୱନିରେ କମ୍ପିଲା ଲିଙ୍ଗରାଜ…

ମହାଶିବରାତ୍ରୀକୁ ନେଇ ଦେଶର ପ୍ରସିଦ୍ଧ ଶୈବପୀଠ ଚଳଚଞ୍ଚଳ । ଉଜ୍ୱୟିନୀରୁ ଲିଙ୍ଗରାଜ, ଶିବମନ୍ତ୍ରରେ କମ୍ପୁଛି ସବୁ ଅଂଚଳ…

କନକ ବ୍ୟୁରୋ: ମହାଶିବରାତ୍ରୀ ପାଇଁ ଦେବ ଦେବ ମହାଦେବଙ୍କ ଆରାଧନା କରିବାକୁ ସାରା ଦେଶରେ ଶୈବ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଧାଡି । ବଡି ଭୋରରୁ ଦେଶର ପ୍ରସିଦ୍ଧ ଶିବ ମନ୍ଦିର ଗୁଡିକରେ ଭିଡ ଲାଗିଛି । ଉଜ୍ୱୟିନୀରୁ ଆରମ୍ଭ କରି କାଶୀ ବିଶ୍ୱନାଥ ମନ୍ଦିର , ଓଡିଶା ଲିଙ୍ଗରାଜ ମନ୍ଦିର ଯାଏଁ…

ଆସନ୍ତାକାଲି ଠାରୁ ଡିଜିଟାଲ ମାଧ୍ୟମରେ ଆରମ୍ଭ ହେବ କ୍ୱାଡ୍ ବୈଠକ । ଆମେରିକା, ଭାରତ, ଜାପାନ-ଅଷ୍ଟ୍ରେଲିଆ କଣ ନେବେ…

କନକ ବ୍ୟୁରୋ: ଆମେରିକା ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ବସିବ କ୍ୱାଡ୍ ବୈଠକ । ତେବେ ଏହି ବୈଠକ ଆଗରୁ ଚିନ୍ତାରେ ପଡିଗଲାଣି ବେଜିଂ । କ୍ୱାଡ୍ ବୈଠକ ଆଗରୁ ଚୀନ୍ ଆରମ୍ଭ କଲାଣି ଶାନ୍ତି ପାଠ । ତେବେ ହଠାତ୍ ବିସ୍ତାରବାଦୀ ଚୀନ୍ , କାହିଁକି କରୁଛି ଏପରି ଶାନ୍ତି ପାଠ ଏହାକୁ…

ଆସନ୍ତାକାଲି ଠାରୁ ଭାରତ-ଇଂଲଣ୍ଡ ଟି-୨୦ ସିରିଜ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଫର୍ମରେ…

କନକ ବ୍ୟୁରୋ: ଆସନ୍ତାକାଲି ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଟି ୨୦ ସିରିଜର ପ୍ରଥମ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଧଳା ବଲରେ ଖେଳାଯିବ ଏହି ମ୍ୟାଚ୍ । ଟେଷ୍ଟ ସିରିଜକୁ ୩-୧ରେ ଜିତିଥିବା ଭାରତୀୟ ଦଳ ଏହି ଟି ୨୦ ସିରିଜ ଆରମ୍ଭରୁ ଭଲ କରିବାକୁ ଯୋଜନା ରଖିଛି । ତେବେ…

କାନାଡାର ଟରଂଟୋ ସହରରେ ମୋଦିଙ୍କ ପୋଷ୍ଟର । ଟିକା ଯୋଗାଇଥିବାରୁ ଧନ୍ୟବାଦ ଜଣାଇଲା କାନାଡା ।

କନକ ବ୍ୟୁରୋ: କରୋନା କାଳରେ ବିଶ୍ୱର ଅନେକ ଦେଶକୁ ଟିକା ଯୋଗାଣ କରିଆସିଛି ଭାରତ । ଏହି କ୍ରମରେ କାନାଡ଼ାକୁ ମଧ୍ୟ ଭାରତ ପଠାଇଥିଲା କରୋନା ଟିକା । ଏବେ ଏହାକୁ ନେଇ କାନାଡାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁରି ଭୁରି ପ୍ରଶଂସା କରାଯାଉଛି । କାନାଡାର ବିଭିନ୍ନ ସ୍ଥାନରେ…

ମମତାଙ୍କ ଉପରେ ଆକ୍ରମଣ ଘଟଣା ନେଇ ରାଜନୀତି ଜୋରଦାର । ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲେ ଟିଏମସି ଓ ବିଜେପି ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ ଘଟଣା ନେଇ ରାଜନୀତି ଜୋରଦାର ହୋଇଛି । ଆଜି ଏହି ପ୍ରସଙ୍ଗରେ ଉଭୟ ଟିଏମସି ଓ ବିଜେପି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛନ୍ତି । ଟିଏମସି ଏହା ପଛରେ ବିଜେପିର ହାତ ଥିବା ଅଭିଯୋଗ ରାଜ୍ୟରେ ଆଇନଶୃଂଖଳା ସ୍ଥିତି…