Daily Archives

March 10, 2021

ନିର୍ବାଚନ ପ୍ରଚାର ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ । ଆଘାତ ପଛରେ ଷଡଯନ୍ତ୍ର ଥିବା ନେଇ କଲେ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ । ନିର୍ବାଚନ ପ୍ରଚାର ବେଳେ ଆଜି ତୃଣମୂଳ ନେତ୍ରୀ ଆହତ ହୋଇଛନ୍ତି । ତାଙ୍କ ଗୋଡରେ ଆଘାତ ଲାଗିଥିବାବେଳେ ଏହା ପଛରେ ବିରୋଧୀଙ୍କ ଷଡଯନ୍ତ୍ର ରହିଛି ବୋଲି ମମତା ଅଭିଯୋଗ କରିଛନ୍ତି । ତେବେ କିଛି ଯୁବକ ଜାଣିଶୁଣି ତାଙ୍କୁ ଆଘାତ…

ଶିମିଳିପାଳ ପାଇଁ ସରକାରଙ୍କ ପଦକ୍ଷେପକୁ ସୋସିଆଲ ମିଡିଆରେ ପ୍ରଶଂସା । ଟ୍ୱିଟରରେ ଟ୍ରେଣ୍ଡ କଲା ଏହି ହାସ୍ ଟ୍ୟାଗ

କନକ ବ୍ୟୁରୋ: ଶିମିଳିପାଳ ସହ ବିଜେଡି । ଏକଥା ଆମେ କହୁନୁ ଏକଥା ସୋସିଆଲ ମିଡିଆରେ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି । ସେଭ ଶିମିଳିପାଳ, ଶିମିଳିପାଳ ବର୍ଣ୍ଣିଂ ଓ ଶିମିଳିପାଳ ଫାୟାର ପରେ ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି ହାସ୍ ଟ୍ୟାଗ ବିଜେଡି ୱିଥ ଶିମିଳିପାଳ । ଶିମିଳିପାଳ ପାଇଁ ରାଜ୍ୟ…

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ତୀରଥ ସିଂହ ରାଓ୍ଵତ୍ । ଟୁଇଟ କରି ଶୁଭେଚ୍ଛା ଜଣାଇଲେ…

କନକ ବ୍ୟୁରୋ: ଆଜି ଅପରାହ୍ଣରେ ବିଜେପି ସାଂସଦ ତୀରଥ ସିଂହ ରାଓ୍ଵତ୍‌ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଥିବା ତ୍ରିଭେନ୍ଦ୍ର ସିଂହ ରାୱତ୍ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଥିବା ବେଳେ ଆଜି ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଂଚଳରେ ଅଧିକ ୪ଟି ଓଡ୍ରାଫ୍ ଦଳ ମୁତୟନ ହେଉ । ଏସଆରସିଙ୍କୁ ଚିଠି ଲେଖି ଅନୁରୋଧ ଜଣାଇଲା…

କନକ ବ୍ୟୁରୋ: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଂଚଳରେ ନିଆଁ ଲିଭାଇବା ପାଇଁ ଅଧିକ ୪ଟି ଓଡ୍ରାଫ୍ ଦଳ ମୁତୟନ ହେଉ । ରାୟଗଡା, ନୂଆପଡା, ଦେଓଗଡ ଓ ଗଞ୍ଜାମର ଭଞ୍ଜନଗର ବନ ଉପଖଣ୍ଡରେ ନିଆଁ ଲିଭାଇବା ପାଇଁ ଓଡ୍ରାଫ୍ ଦଳ ମୁତୟନ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ.…

ଆସନ୍ତାକାଲି ମହାଶିବରାତ୍ରି ବା ଜାଗର । ଧବଳେଶ୍ୱର ପୀଠରେ କାଲି ସକାଳ ୬ଟାରୁ ଧାରା ୧୪୪ ଲାଗୁ ।

କନକ ବ୍ୟୁରୋ: ଆସନ୍ତା କାଲି ମହାଶିବରାତ୍ରି ବା ଜାଗର ପର୍ଵ । ସେଥିପାଇଁ କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ବର ପୀଠରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ କୋଭିଡ କଟକଣା ପାଇଁ ଆସନ୍ତା କାଲି ସକାଳ ୬ଟାରୁ ପରଦିନ ସକାଳ ୬ଟା ପର୍ୟ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ…

ବ୍ରାହ୍ମଣୀ ନଦୀ ପଠାରେ ମାତିଛନ୍ତି ବାଲି ମାଫିଆ । ବେଆଇନ୍ ଭାବେ ଚାଲିଛି ଟ୍ରକ୍ ଟ୍ରକ୍ ବାଲି ଚୋରି । ନିଘୋଡ ନିଦରେ…

କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଂଚଳରେ ଦୌରାତ୍ମ୍ୟ ବଢିବାରେ ଲାଗିଛି । ବେଆଇନ ଭାବେ ନଦୀ ପଠାରୁ ଟ୍ରକ ଟ୍ରକ ବାଲି ଚୋରା ଚାଲାଣ କରାଯାଉଛି । ଏଥିପ୍ରତି ନା ଜିଲ୍ଲା ପ୍ରଶାସନର ନଜର ଅଛି, ନାଁ ସ୍ଥାନୀୟ ବ୍ଲକ ପ୍ରଶାସନର । ନିଜ ନିଜ ପକେଟ ଗରମ କରି ଚୁପ ହୋଇ ହାତ ବାନ୍ଧି…