Daily Archives

March 24, 2021

ସୁପ୍ରିମକୋର୍ଟରୁ ନିରାଶ ହେଲେ ପରମବୀର ସିଂ । ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନିୀତିର ଶୁଣାଣି କରିବାକୁ ମନା…

କନକ ବ୍ୟୁରୋ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ମାମଲାରେ ଶୁଣାଣି କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହାରାଷ୍ଟ୍ରର ପୂର୍ବତନ ପୋଲିସ କମିଶନର ପରମବୀର ସିଂ । ବମ୍ବେ ହାଇକୋର୍ଟଙ୍କ ନିକଟରେ ଏହି…

ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ମଂଚରେ ରୋଚକ ଦୃଶ୍ୟ । ବିଜେପି କର୍ମୀଙ୍କ ପାଦ ଛୁଇଁଁଲେ ପ୍ରଧାନମନ୍ତ୍ରୀ ମୋଦି ।

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ପ୍ରଚାର ବେଳେ ମଂଚରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ମଂଚରେ ପ୍ରଧାନମନ୍ତ୍ରୀ ମୋଦୀ ବସିଥିବା ସମୟରେ ଜଣେ ବିଜେପି କର୍ମୀ ତାଙ୍କ ପାଦ ଛୁଇଁବା ପାଇଁ ମୋଦିଙ୍କ ନିକଟକୁ ଆସିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ କର୍ମୀ ଜଣଙ୍କୁ…

ଦେଶରେ ବଢୁଛି ସଂକ୍ରମଣ । ୫ ରାଜ୍ୟରୁ ଦିଲୀକୁ ଆସୁଥିଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଅନ୍ତର୍ଜାତୀୟ…

କନକ ବ୍ୟୁରୋ: ଆପଣ ଦିଲ୍ଲୀ ଆସୁଛନ୍ତି କି? ତେବେ ଆପଣଙ୍କ ଅଧିକ ସତର୍କ ହୋଇଯାଅନ୍ତୁ । ଦିଲ୍ଲୀ ସରକାର ଏବେ ୫ ରାଜ୍ୟରୁ ଦିଲ୍ଲୀ ଆସୁଥିଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି । ଏହି ୫ ରାଜ୍ୟ ହେଉଛି ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ , ପଂଜାବ । ଏହି ସବୁ…

ଜିଲ୍ଲାରୁ ଜିଲ୍ଲା ଡେଉଁଛି କରୋନା ସଂକ୍ରମଣ । ନୂଆପଡା ଦେଖାଇଲା ଭୂତାଣୁର ନାଲିଆଖି । ଗୋଟିଏ ଗାଁରୁ ୨୯ ଚିହ୍ନଟ ପରେ…

କନକ ବ୍ୟୁରୋ: ଜିଲ୍ଲାରୁ ଜିଲ୍ଲା ଡେଉଁଛି କରୋନା ସଂକ୍ରମଣ । ଓଡିଶାର ଚିନ୍ତା ବଢାଇଲା ନୂଆପଡା ଜିଲ୍ଲା । କରୋନା ସଂକ୍ରମଣ ନେଇ ନାଲି ଆଖି ଦେଖାଇଲାଣି ନୂଆପଡା । ଆଜି ଗୋଟିଏ ଦିନରେ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୟ ବଢିଛି । ବଡକଥା ହେଉଛି ସିନାପାଲି ସ୍ଥିତି ସାଙ୍ଘାତିକ ହୋଇଛି…

କଙ୍କାଳ ପଛର ଚେହେରା ଖୋଜିବା ପାଇଁ ଅଣ୍ଟା ଭିଡିଲା ପୁଲିସ୍ । କାନ୍ଥରେ ଲାଗିଲା, ପୋଷ୍ଟର, ଦିଆଗଲା ମହିଳାଙ୍କ ତଥ୍ୟ ।…

କନକ ବ୍ୟୁରୋ: ଯାଆଁଳ ଫାଣ୍ଡି ପରିସରରୁ କଙ୍କାଳ ମିଳିଥିବା ଘଟଣା ।  ରାଜଧାନୀର ଜନଗହଳି ବିଭିନ୍ନ ସ୍ଥାନରେ ଲାଗିଛି କଙ୍କାଳ ସ୍କେଚର ପୋଷ୍ଟର । ପୋଷ୍ଟରରେ ମହିଳାଙ୍କ ବୟସ, ଉଚ୍ଚତା ଓ ଅନ୍ୟାନ ତଥ୍ୟ ଦିଆଯାଇଛି । ଜାରି ହୋଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ସେପ୍ଟେମ୍ବରରୁ ଡିସେମ୍ବର ୨୦୨୦…

ସୁନ୍ଦରୀ ଗଲା, ବାଣ ଫୁଟିଲା । କାହ୍ନା ଅଭୟାରଣ୍ୟକୁ ବାଘୁଣୀ ଫେରିଥିବା ପରେ ସାତକୋଶିଆ ଅଂଚଳରେ ଖୁସି ମନାଇଲେ ସ୍ଥାନୀୟ…

କନକ ବ୍ୟୁରୋ: ସାତକୋଶିଆରୁ ସୁନ୍ଦରୀ ଗଲା, ବାଣ ଫୁଟିଲା ।  ବାଘୁଣୀ ସୁ୍ନ୍ଦରୀ ସାତକୋଶିଆରୁ ମଧ୍ୟପ୍ରଦେଶକୁ  ଫେରିଯିବା ପରେ ଏବେ  ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ  । ସ୍ଥାନୀୟ ଲୋକେ ବାଣ ଫୁଟାଇ ଏକ ପ୍ରକାର ଉତ୍ସବ ପାଳନ କରିଛନ୍ତି । ସୁନ୍ଦରୀ ଭୟରେ  ଛାତ୍ରଛାତ୍ରୀ…