Daily Archives

March 8, 2021

ନାବାଳିକା ପୀଡିତାକୁ ବିବାହ ପ୍ରସ୍ତାବ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ସ୍ପଷ୍ଟୀକରଣ । କହିଲେ ସେଭଳି କୌଣସି…

କନକ ବ୍ୟୁରୋ: ବଳାତ୍କାରର ଶିକାର ହୋଇଥିବା ପୀଡିତାଙ୍କୁ ବିବାହ କରିବାକୁ, କୌଣସି ବଳାକ୍ରାରୀଙ୍କୁ ମୁଁ କେବେ ବି କହିନାହିଁ । ଆଜି ଏନେଇ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ । ଏକ ବଳାକ୍ରାର ମାମଲାରେ ଅଭିଯୁକ୍ତର ଜାମିନ ଶୁଣାଣି ସମୟରେ ଏକ…

କରୋନା ଲଢେଇରେ ଆଉ ପାଦେ ଆଗେଇଲା ଭାରତ ବାୟୋଟେକ । ହାଇଦ୍ରାବାଦରେ ନାଜାଲ ଭାକସିନର ଜରୁରୀକାଳିନ ପରୀକ୍ଷଣ ଆରମ୍ଭ ।

କନକ ବ୍ୟୁରୋ: କରୋନା ବିରୋଧୀ ଲଢେଇରେ ଆଉ ପାଦେ ଆଗେଇଲା ଭାରତ ବାୟୋଟେକ୍ । ଦେଶରେ ଭାରତ ବାୟୋଟେକର ନାଜାଲ ଭାକସିନ୍ ବା ନାକରେ ଦିଆଯିବାକୁ ଥିବା ଟିକାର ଜରୁରୀକାଳୀନ ବ୍ୟାବହାରିକ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଛି । ହାଇଦ୍ରାବାଦରୁ ଏହି ପରୀକ୍ଷଣ ଆରମ୍ଭ ହୋଇଛି । ଗତ…

ବ୍ରିଟେନ ରାଜ ପରିବାରର ଗୁମର ଖୋଲିଲେ ବୋହୂ ମେଘନ ମର୍କେଲ । ସାକ୍ଷାତକାରରେ କହିଲେ , ରାଜ ପରିବାରରେ ଯାହା ଭାବନ୍ତି,…

କନକ ବ୍ୟୁରୋ: ବ୍ରିଟିଶ ରାଜ ପରିବାରକୁ ନେଇ ସମସ୍ତଙ୍କୁ ଚକିତ କଲା ଭଳି ଖୁଲାସା କରିଛନ୍ତି ବ୍ରିଟେନ ଯୁବରାଜ ପ୍ରିନ୍ସ ହ୍ୟାରୀଙ୍କ ପତ୍ନୀ ମେଘନ ମାର୍କେଲ । ଜଣେ ବିଶିଷ୍ଟ ସାମ୍ବାଦିକା ଓପରା ୱିନଫ୍ରେଙ୍କ ସାକ୍ଷାତକାରରେ ମେଘନ କହିଛନ୍ତି, ସେ ଗୋଟେ ସମୟରେ ଆତ୍ମହତ୍ୟା କରିବାକୁ ଚିନ୍ତା…

ସୁଧାଂଶୁଙ୍କ ବଦଳରେ ସୌମେନ୍ଦ୍ର ହେଲେ ନୂଆ ପୋଲିସ କମିଶନର । ପ୍ରଶ୍ନ ଉଠିଲା, କାହିଁକି ବଦଳିଲେ ଟ୍ୱିନ-ସିଟି ପୋଲିସ…

କନକ ବ୍ୟୁରୋ: ପୁଲିସ୍ କମିଶନର ଦାୟିତ୍ୱରୁ ଯାଇଛନ୍ତି ସୁଧାଂଶୁ ଷଡଙ୍ଗୀ । ଆଉ ନୂଆ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦେଲେ ସରକାର । ହଠାତ୍ କମିଶନରେଟ୍ ପୋଲିସର ସର୍ବୋର୍ଚ୍ଚ ସ୍ତରରେ ବଦଳି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କାହିଁକି ନା, ନିକଟରେ ବେଶ୍ ଚର୍ଚ୍ଚାକୁ…

ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା । ପ୍ରତିବାଦରେ ୧୨ ଘଣ୍ଟା ପାଇଁ ମୟୂରଭଞ୍ଜ ବନ୍ଦ ଡାକରା ।

କନକ ବ୍ୟୁରୋ: ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା । ୧୨ ଘଣ୍ଟା ପାଇଁ ମୟୂରଭଞ୍ଜ ବନ୍ଦ ଡାକରା ଦେଲା ଭଞ୍ଜ ସେନା । ଆସନ୍ତା ୧୦ ତାରିଖରେ ସାରା ଜିଲ୍ଲାରେ ବନ୍ଦ ପାଳନ କରିବାକୁ ମୟୂରଭଞ୍ଜର ଯୁବ ସଂଗଠନ ଭଞ୍ଜ ସେନା ଆହ୍ୱାନ କରିଛି । ଗତ ଦୁଇ ଦୁଇ ସପ୍ତାହ ହେଲା ଶିମିଳିପାଳ ଜଳୁଛି,…

ବିଶ୍ୱ ପୁରୁଷ ଦିବସ ପାଳନ କରିବାକୁ ଦାବି କଲେ ବିଜେପି ସାଂସଦ । କହିଲେ, ଆମେ ସମାନତାର କଥା କହିଥାଉ, ତେଣୁ ପୁରୁଷଙ୍କ…

କନକ ବ୍ୟୁରୋ: ଅନ୍ତର୍ଜାତୀୟ ମହିଳା ଦିବସ ଭଳି ବିଶ୍ୱ ପୁରୁଷ ଦିବସ ମଧ୍ୟ ପାଳନ ହେଉ । ଆଜି ରାଜ୍ୟସଭାରେ ମହିଳା ଦିବସ ପ୍ରସଙ୍ଗକୁ ନେଇ ଆଲୋଚନା ବେଳେ ଏହି ଦାବି କରିଛନ୍ତି ବିଜେପି ସାଂସଦ ସୋନାଲ ମାନସିଂ । ସେ କହିଛନ୍ତି ଆମେ ସବୁବେଳେ ସମାନତା କଥା କହିଥାଉଁ, ମହିଳାଙ୍କ ପାଇଁ ସ୍ୱତନ୍ତ୍ର…