Daily Archives

March 28, 2021

ପିପିଲି ଉପ ନିର୍ବାଚନ :  ନିଜ ନିଜର ପୁରୁଣା ଯୋଦ୍ଧା ବାଛିଲେ ବିଜେପି, କଂଗ୍ରେସ । ନୂଆ ମୁହଁକୁ ଆଗରେ ରଖି ଲଢିବ…

କନକ ବ୍ୟୁରୋ: ନବାଗତ ବନାମ ଅଭିଜ୍ଞତା । ନୂଆ ମୁହଁ ବନାମ ପୁରୁଣା ପ୍ରାର୍ଥୀ । ଏଥର ପିପିଲି ଉପନିର୍ବାଚନ ମଇଦାନରେ ଠିଆ ହୋଇଥିବା ପ୍ରାର୍ଥୀଙ୍କୁ କିଛି ଏଭଳି ଢଙ୍ଗରେ ବର୍ଣ୍ଣନା କରାଯାଇପାରେ । କାହିଁକି ନା ବିରୋଧୀ ବିଜେପି ଏବଂ କଂଗ୍ରେସ ପିପିିଲି ପାଇଁ ନିଜ ନିଜର ପୁରୁଣା ଯୋଦ୍ଧାଙ୍କୁ…

ଶେଷ ଦିନିକିଆରେ ବାଜି ମାରିଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ୨-୧ରେ ଜିତିଲା ବିରାଟ ବାହିନୀ ।

କନକ ବ୍ୟୁରୋ: ତୃତୀୟ ଦିନିକିଆକୁ ଜିତିବା ସହିତ ଇଂଲଣ୍ଡ ବିପକ୍ଷରେ ଦିିନିକିଆ ସିରିଜ୍ ବାଜିମାତ୍ କରିଛି ଟିମ୍ ଇଣ୍ଡିଆ । ଦଳ ଶେଷ ଦିନିକିଆରେ ଇଂଲଣ୍ଡକୁ ୭ ରନରେ ହରାଇଛି । ଏଥିସହ ଦଳ ଦିନିକିଆ ସିରିଜକୁ ୨-୧ରେ କବଜା କରିଛି । ଆଜି ଟସ ଜିତି ପ୍ରଥମ ଇଂଲଣ୍ଡ ଅଧିନାୟକ ବୋଲିଂ ନିଷ୍ପତ୍ତି…

ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଅଜିତ ମଙ୍ଗରାଜକୁ ହେଲେ ପିପିଲିର କଂଗ୍ରେସ ପ୍ରାର୍ଥୀ ।

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଦଳ ଏଥର ନିର୍ବାଚନ ପାଇଁ ଅଜିତ ମଙ୍ଗରାଜକୁ ଟିକେଟ୍ ଦେଇଛି । ବିଜେପି, ବିଜେଡି ପରେ ତୃତୀୟ ଦଳ ଭାବେ କଂଗ୍ରେସ ପିପିଲି ପାଇଁ ନିଜର ଯୋଦ୍ଧା ଘୋଷଣା କରିଛି । ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ତିନୋଟି ନାଁ…

ଘାସରୁ ପ୍ରସ୍ତୁତ ହେଉଛି ତେଲ । ବିରଳ ପାମାରୋସା ଓ ଲେମନଗ୍ରାସ ଚାଷ କରି ଚର୍ଚ୍ଚାରେ ବୌଦ୍ଧର ଚାଷୀ । ୩ବର୍ଷ ହେବ ଚାଷ…

କନକ ବ୍ୟୁରୋ: ଘାସରୁ ପ୍ରସ୍ତୁତ ହେଉଛି ତେଲ । ଶୁଣିଲେ ଟିକେ ଅଡ଼ୁଆ ଲାଗି ପାରେ କିନ୍ତୁ ଏହା କଥା ସତ । ଦୁଇ ପ୍ରକାରର ଘାସ ଯାହାକି ପାମାରୋସା ଏବଂ ଲେମନଗ୍ରାସ୍, ଏହାକୁ ଗନ୍ଧଯୁକ୍ତ ଘାସ ମଧ୍ୟ କୁହାଯାଏ। ପାତନ ପ୍ରକ୍ରିୟାରୁ ଉତ୍ପାଦିତ କରି ଏହାକୁ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ…

ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ବିରିୟାନୀ, ବିସ୍କୁଟ, ସୁପ୍ । ବ୍ରହ୍ମପୁର କୃଷି ମେଳାର ମାଣ୍ଡିଆ ଷ୍ଟଲରେ ଜମୁଛି ଲୋକଙ୍କ…

କନକ ବ୍ୟୁରୋ: ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ବିରିୟାନୀ, ସୁପ୍, ପକୋଡି, ବିସ୍କୁଟ ସହ କ୍ଷୀରି । ଆଉ ଏସବୁ ଖାଇବାକୁ ଜମୁଛି ଲୋକଙ୍କ ଗହଳି । ବ୍ରହ୍ନପୁରରେ ଆୟୋଜିତ କୃଷି ମେଳାରେ ମାଣ୍ଡିଆରେ ପ୍ରସ୍ତୁତ ଏସବୁ ଖାଦ୍ୟର ମଜା ନେବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ସରକାରଙ୍କ ମିଲେଟ ମିଶନ…

ଆରଟିଆଇ କର୍ମୀ ସର୍ବେଶ୍ୱର ବେହୁରାଙ୍କ ଆକ୍ରମଣ ଘଟଣାରେ ଲାଗିଲା ରାଜନୀତିର ରଙ୍ଗ । ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ ।

କନକ ବ୍ୟୁରୋ: ରକ୍ତ ଜୁଡୁବୁଡ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଆକ୍ରମଣ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ଯାଜପୁର ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରି ଆକ୍ରମଣ ପଛର କାରଣ ଓ କେଉଁମାନେ…