Daily Archives

March 14, 2021

କନ୍ଧମାଳ ହଳଦି ପରେ ଏବେ ଆଳୁକୁ ନେଇ ଚର୍ଚ୍ଚା । ପାହାଡି ଆଳୁର ବଢୁଚି ଚାହିଦା, ଡାଇବେଟିସ୍ ରୋଗୀଙ୍କ ପାଇଁ ହେଉଛି ଲୋଡା…

କନକ ବ୍ୟୁରୋ: ସମଗ୍ର ରାଜ୍ୟରେ କନ୍ଧମାଳ ଆଳୁର ସ୍ୱତନ୍ତ୍ରତା ରହିଛି । ଆକାରରେ ସାନ ଥିଲେ ବି ଏହାର ଉପକାରିତା ଢେର୍ ଅଧିକ । ଶ୍ୱେତସାର କମ୍ ଥିବାରୁ ଡାଇବେଟିସ୍ ରୋଗୀ ମାନେ ମଧ୍ୟ ଏହାକୁ ଖାଇ ପାରନ୍ତି  । ବଡ କଥା ହେଉଛି କନ୍ଧମାଳରେ ଥଣ୍ଡା ଜଳବାୟୁ ଓ ଦେଶୀ ପଦ୍ଧତିରେ ଜୈବିକ ଖତରେ ଉତ୍ପାଦନ…

କୋହଲି-କିଷାନଙ୍କ କମାଲ: ଡେବ୍ୟୁ ମ୍ୟାଚରେ ଚମକିଲେ ଇଶାନ କିଷାନ । ୭ ୱିକେଟରେ ବିଜୟ ହାସଲ କଲା ବିରାଟ ବାହିନୀ । 

କନକ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କମାଲ କଲେ ଇଶାନ କିଷାନ ଓ ବିରାଟ କୋହଲି । ଇଶାନ କିଷାନ ନିଜ ଡେବ୍ୟୁ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଫଳରେ ଭାରତ ଏହି ମ୍ୟାଚରେ ୭ ୱିକେଟରେ ବିଜୟୀ ହୋଇଛି । ଏହି ମ୍ୟାଚରେ ଇଶାନ କିଷାନ ଓ ବିରାଟ କୋହଲି ଅର୍ଦ୍ଧଶତକ ହାସଲ…

ହୀରାଖଣ୍ଡର କଳା ଗହମ । ସମ୍ବଲପୁରରେ ପରୀକ୍ଷାମୂଳକ ଚାଷ କରୁଛନ୍ତି ଉଚ୍ଚ ଶିକ୍ଷିତ ଯୁବକ ଦିବ୍ୟଜିତ୍ । କର୍କଟ,…

କନକ ବ୍ୟୁରୋ: ସମ୍ବଲପୁରରେ ଆରମ୍ଭ ହେଲା ବିରଳ କଳା ଗହମ ଚାଷ । ସହରର ଜଣେ ଉଚ୍ଚ ଶିକ୍ଷିତ ଯୁବକ ଏଭଳି ପ୍ରୟାସ କରି କମାଲ ଦେଖାଇଛନ୍ତି । ଓଡିଶା ମାଟିରେ ଏହା ସମ୍ଭବ ହୋଇନଥିଲେ ମଧ୍ୟ ରାଜ୍ୟର ପ୍ରଥମ ଥର ପାଁଇ ୪ଟି ସ୍ଥାନରେ ପରୀକ୍ଷାମୂଳକଭାବେ ଚାଷ କରାଯାଇଛି । ଯାହା କର୍କଟ ଭଳି ମାରାତ୍ମକ…

ନିଶା ବନିଛି ପେଶା । ଜାଇଲୋଗ୍ରାଫି କରି ପରିଚୟ ସୃଷ୍ଟି କରିଛନ୍ତି ଯାଜପୁରର ବିଶ୍ୱନାଥ ମହାରଣା । ଉପରାଷ୍ଟ୍ରପତି ମଧ୍ୟ…

କନକ ବ୍ୟୁରୋ: ଅଦରକାରୀ କାଠରେ ଅନନ୍ୟ କଳାକୃତି । ଯେକେହି ଦେଖିବ ଘଡିଏ ଅଟକଯିବ । ଆମେ କହୁଛୁ ଯାଜପୁର ଜିଲ୍ଳା ମୁଗପାଳ ଚମ୍ପାଡିହ ଗାଁର ଅନନ୍ୟ କାରିଗର ବିଶ୍ୱନାଥ ମହାରଣାଙ୍କ କଥା । ଦିନେ ମୂର୍ତ୍ତି ତିଆରି କରିବାର ନିଶା ଏବେ ତାଙ୍କୁ ପେଶାଦାର ଶିଳ୍ପୀର ମାନ୍ୟତା ଦେଇଛି । କାଠରେ…

ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ବିକାଶ ପାଇଁ ବିଶ୍ୱ ଓଡ଼ିଆ ସମୁଦାୟ ସହ ଆଲୋଚନା । ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା…

କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ବିକାଶ ପାଇଁ ବିଶ୍ୱ ଓଡ଼ିଆ ସମୁଦାୟଙ୍କ ସହ ଆଲୋଚନା । ଆଜି ସଂଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଶ୍ୱରେ ଥିବା ଓଡ଼ିଆ ଲୋକଙ୍କ ସହ ଆଲୋଚନା କରିଛନ୍ତି । ୩୦ରୁ ଅଧିକ…

କରୋନାକୁ ନେଇ ସଚେତନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । କହିଲେ, ଆମର ଲକ୍ଷ୍ୟ ଶୂନ ସଂକ୍ରମଣ ।

କନକ ବ୍ୟୁରୋ: ରାଜ୍ୟରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୬୫୨ । ମାଲକାନଗିରି ଓ କେନ୍ଦ୍ରାପଡ଼ା, ଏହି ଦୁଇଟି ଜିଲ୍ଲାରେ କୌଣସି ସକ୍ରିୟ ସଂକ୍ରମଣ ନାହାନ୍ତି । ୧୫ଟି ଜିଲ୍ଲାରେ ଏହି ସଂଖ୍ୟା ଏକ ଅଙ୍କ ବିଶିଷ୍ଟ । ଗତ ୨୪ ଘଂଟାରେ ୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୧୨ରେ ୬୫ ଓ ମାର୍ଚ୍ଚ…