Daily Archives

March 23, 2021

ସୈତାନ ପାକିସ୍ତାନ ମୁହଁରେ ଶାନ୍ତିର କଥା । ଭାରତ ସହ ଭଲ ସମ୍ପର୍କ ନେଇ ଶାନ୍ତିର ପ୍ରବଚନ ଦେଲା ପାକିସ୍ତାନ ।

କନକ ବ୍ୟୁରୋ: ସୈତାନ ମୁହଁରେ ଶାନ୍ତିର କଥା । ଶାନ୍ତିର କଥା କହିଲା ପାକିସ୍ତାନ । ଭାରତ ସହ ଭଲ ସମ୍ପର୍କ ଚାହେଁ ପାକିସ୍ତାନ । ଦାରିଦ୍ୟ ଓ ଅଶିକ୍ଷାକୁ ହଟାଇବାକୁ ଉଭୟ ଭାରତ ଓ ପାକିସ୍ତାନ କାମ କରିବା ଉଚିତ୍ । ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେବା ଉଚିତ ।…

ଏପ୍ରିଲ ୩୦ ଯାଏଁ ଉଡିବନି ଆନ୍ତର୍ଜାତୀୟ ବିମାନ । ବନ୍ଦ ରହିବ ବିମାନ ସେବା । ସଂକ୍ରମଣକୁ ଦୃଷ୍ଟିରେ ରଖି ବଢିଲା କଟକଣା

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ପୁଣି ବଢିଚାଲିଥିବା ପରିପ୍ରେକ୍ଷୀରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗୁ କଟକଣାକୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଆଜିକୁ ଠିକ ବର୍ଷକ ତଳେ (ମାର୍ଚ୍ଚ ୨୩, ୨୦୨୦)ରେ ଭାରତ…

ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ, ଭୁବନେଶ୍ୱରରେ ଘରେ ବନ୍ଦ କରି…

କନକ ବ୍ୟୁରୋ : ଜଣେ ସ୍ୱାମୀ ଯେ ଏତେ ନିଷ୍ଠୁର ହୋଇପାରେ ତାହା ଏହି କାହାଣୀ ଜାଣିଲେ ଆପଣ ଜାଣିପାରିବେ । ଦେହ ବ୍ୟବସାୟରେ ଲଗାଇବା ପାଇଁ ନିଜପତ୍ନୀଙ୍କୁ କହିଲେ ସ୍ୱାମୀ । ଏଥିରେ ଅରାଜି ହେବାରୁ ନିସ୍ତୁକ ମାଡ ମାରିଥିବା ପତ୍ନୀ ଅଭିଯୋଗ କରିଛନ୍ତି । କନ୍ଧମାଳରୁ ଭୁବନେଶ୍ୱର ଆସିଥିବା ଏହି…

ନିର୍ବାଚନ ପାଇଁ ପଡୁଛି ଉଠୁଛି ପଶ୍ଚିମବଙ୍ଗ । ତାରିଖ ପାଖଉଛି, ଉଷ୍ମତା ବଢୁଛି । ସବୁଠି ଚାଲିଛି ରାଜନୈତିକ ସୋ’…

କନକ ବ୍ୟୁରୋ: ତାରିଖ ପାଖଉଛି, ଉଷ୍ମତା ତେଜୁଛି । ପଶ୍ଚିମବଂଗରେ ଜୋରଦାର ପ୍ରଚାର । କେହି ପଛରେ ରହିବାକୁ ଚାହୁ ନାହାନ୍ତି । କୌଣସି ପ୍ରସଙ୍ଗକୁ ଅଣଦେଖା କରିବାକୁ ଚାହାନ୍ତିନି । କେହି କାହାକୁ ଇଂଚେ ହେଲେ ସୁଯୋଗ ଛାଡ଼ିବାକୁ ରାଜି ନୁହଁନ୍ତି । ବିରୋଧୀଙ୍କ ଉପରେ ବିଜୟ ପାଇଁ ଚାଲିଛି ସବୁ…

୧୦୦ ବର୍ଷ ତଳେ ଆଜି ଓଡି଼ଶା ଆସିଥିଲେ ମହାତ୍ମା ଗାନ୍ଧୀ । ସ୍ୱାଧିନତା ସଂଗ୍ରାମଠୁ ଓଡ଼ିଶା ଗଠନ…ମହାତ୍ମାଙ୍କ ମହାନ…

କନକ ବ୍ୟୁରୋ : ମାର୍ଚ୍ଚ ୨୩, ୧୯୨୧ । ଠିକ୍ ଶହେ ବର୍ଷ ତଳେ ଓଡ଼ିଶା ଆସିଥିଲେ ମହାତ୍ମା ଗାନ୍ଧୀ । କଲିକତାରୁ ଆସି କଟକରେ ପହଞ୍ଚିଥିଲେ ମହାତ୍ମା । କଟକର କାଠଯୋଡି କୂଳରେ ଏକ ବିରାଟ ଜନସଭାରେ ସମ୍ବୋଧିତ କରିଥିଲେ ଗାନ୍ଧୀ । କୁଆଡେ ଏହି ଜନସଭା ଏତେ ବିରାଟ ଥିଲା ଯେ ଆଖି ପାଉନଥିଲା । ଶହେ ବର୍ଷ…

ରାଜଧାନୀରେ ସାଇରନ ବଜାଇ ଲୋକଙ୍କୁ ସଚେତନ କଲା କମିଶନରେଟ ପୋଲିସ । କୋଭିଡ୍ ନିୟମ ନମାନିଲେ ହେବ କଡା କାର୍ଯ୍ୟାନୁଷ୍ଠାନ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ କମର କଷିଲା ପୋଲିସ । ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ ପରେ ସାଧାରଣ ଲୋକଙ୍କୁ ସଚେତନ କରିବାକୁ ବାହାରିଲା ପୋଲିସ । ଭୁବନେଶ୍ୱରରେ ପିସିଆର ଧରି ସାଇରନ ମାରି ଲୋକଙ୍କୁ ବୁଝାଇଛି କମିଶନରେଟ ପୋଲିସ । ତେବେ ରାଜଧାନୀର ପ୍ରମୁଖ ଛକ ଗୁଡିକରେ…