Daily Archives

March 3, 2021

୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ: ଝାରପଡା ଜେଲରେ ବିବନ୍ ବିଶ୍ୱାଳର ଟିଆଇ ପରେଡ୍ ଶେଷ । ଅଭିଯୁକ୍ତକୁ ଚିହ୍ନିଲେ…

କନକ ବ୍ୟୁରୋ: ୧୯୯୯ ମସିହାର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ଟିଆଇ ପରେଡରେ ଚିହ୍ନିଲେ ପୀଡିତା । ଝାରପଡା ଜେଲରେ ହୋଇଥିବା ଟିଆଇ ପରେଡରେ ପୀଡିତା ଜଣକ ଅଭିଯୁକ୍ତକୁ ଚିହ୍ନିଥିବା ନେଇ ସୂଚନା ମିଳିଛି । ତେବେ ଖୁବ ସହଜରେ ପୀଡିତା ୨୨ ବର୍ଷ ତଳର ଏହି…

ବ୍ଲକ ଅଫିସରୁ ମିଳିଲା ନାହିଁ ଇନ୍ଦିରା ଆବାସ ବାବଦକୁ ବଳକା ଟଙ୍କା। ସାହୁକାର କରଜ ସୁଝି ପାରିଲେନି ଭଂଜନଗରର…

କନକ ବ୍ୟୁରୋ: ଇନ୍ଦିରା ଆବାସ ଯୋଜନାରେ ପକ୍କା ଘର ତିଆରି ହୋଇଛି , କିନ୍ତୁ ଘରେ ତାଲା ପଡିଛି । ଆଉ ହିତାଧିକାରୀ ପୂର୍ବ ଭଳି ଏବେ ବି ସେହି କୁଡିଆ ଭିତରେ ରହୁଛନ୍ତି । ଏହାର କାରଣ ହେଉଛି ତାଙ୍କ ଇନ୍ଦିରା ଆବାସ ସାହୁକାର ପାଖରେ ବନ୍ଧା ପଡିଛି । ଅସଲ କଥା ହେଉଛି, ଇନ୍ଦିରା ଆବାସ ଘର…

ଶିମିଳିପାଳ ପାଦଦେଶରେ ଲାଗିଛି ନିଆଁ । ନିଆଁ ଲିଭା କାମରେ ନିୟୋଜିତ ୧୦୫୦ ବନ କର୍ମଚାରୀ । କାଲି ସୁଦ୍ଧା ରିପୋର୍ଟ…

କନକ ବ୍ୟୁରୋ: ଶିମିଳିପାଳ ପାଦଦେଶରେ ଲାଗିଛି ନିଆଁ । ଆଉ ଯାହାକୁ ଲିଭାଇବା ପାଇଁ ୧୦୫୦ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏଥିସହିତ ୨୫୦ ଜଣ ଜଙ୍ଗଲ ଜଗୁଆଳୀ ଓ ୪୦ଟି ଗାଡିକୁ ନେଇ ନିଆଁ ଲିଭା କାମ ଜାରି ରହିଛି । ଅନ୍ୟପଟେ ଜଙ୍ଗଲ ଜଳିବା ନେଇ କାଲି ସୁଦ୍ଧା ରିପୋର୍ଟ ଦେବାକୁ…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଟିଏମସିକୁ ସମର୍ଥନ ଦେଲେ ଅଖିଳେଶ ଯାଦବ । କହିଲେ ‘ଟିଏମସିର ବିଜୟ ହିଁ ସମାଜବାଦୀ…

କନକ ବ୍ୟୁରୋ : ସମାଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ରାହାଜିଙ୍ଗ ଠାରେ ଆୟୋଜିତ ଏକ ସଭାରେ ମମତାଙ୍କ ପ୍ରତି ସମର୍ଥନ ଘୋଷଣା କରିଛନ୍ତି । ସେ କହିଛନ୍ତି କି ପଶ୍ଚିମବଙ୍ଗରେ ଥିବା ତାଙ୍କର ସମର୍ଥକ ଓ ଦଳର ନେତା ମାନେ ବିଧାନସଭା…

ବିବାହିତା ମହିଳା ସ୍ୱାମୀଙ୍କର ‘ଦାସ କିମ୍ବା ସଂପତ୍ତିର ଅଂଶ’ ନୁହନ୍ତି; ସ୍ୱାମୀଙ୍କ ସହ ରହିବାକୁ ବାଧ୍ୟ କରାଯାଇ…

କନକ ବ୍ୟୁରୋ : "ଜଣେ ବିବାହିତା ମହିଳା ତାଙ୍କ ସ୍ୱାମୀଙ୍କର ‘ଦାସ କିମ୍ବା ସଂପତ୍ତିର ଅଂଶ’ ନୁହନ୍ତି ଯେ ତାଙ୍କୁ ସ୍ୱାମୀଙ୍କ ସହ ରହିବା ପାଇଁ ବାଧ୍ୟ କରାଯାଇ ପାରିବ କିମ୍ବା ତାଙ୍କ ସହିତ ଯିବାକୁ ନିର୍ଦ୍ଦେଶ ଦିଆଯାଇପାରିବ", ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌କୋର୍ଟ ମତ ରଖିଛନ୍ତି। ମାମଲାର…

ପିଲା ପଢିବେ ବୋଲି… ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ପାଇଁ ନିଜ ଦରମାରୁ ସଞ୍ଚି ଜାଗା କିଣିଦେଲେ ଦିଦି, ଗାଁରେ…

କନକ ବ୍ୟୁରୋ: ନାଚଗୀତରେ ଚାଲିଛି ପାଠପଢା । ଅ, ଆ ଠୁ ଆରମ୍ଭ କରି ଜହ୍ନମାମୁ ଗପ, ବାଘ ମାମୁ ଗୀତ । ବଡ ହେଲେ ମୁଁ ଡାକ୍ତର ହେବି... ଗୀତର ତାଳେ ତାଳେ କୁନି କୁନି ପିଲାଙ୍କୁ ଭବିଷ୍ୟତର ଶିକ୍ଷା ଦେଉଛନ୍ତି ଦିଦି । ନାଚିଗାଇ, ଝୁମି ଖେଳି ଶିକ୍ଷାର ଆଦ୍ୟପର୍ବକୁ ଅତି ସହଜରେ ଶିକ୍ଷାଉଛନ୍ତି…