Daily Archives

March 3, 2021

୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ଝାରପଡା ଜେଲରେ ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳର ଟିଆଇ ପରେଡ୍ ଶେଷ…

କନକ ବ୍ୟୁରୋ: ୧୯୯୯ ମସିହାର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନର ଶେଷ ହେଲା ଟିଆଇ ପରେଡ୍ । ଆଜି ଝାରପଡା ଜେଲରେ ଅଭିଯୁକ୍ତ ବିବନର ଟିଆଇ ପରେଡ୍ ଶେଷ ହୋଇଛି । ଅନ୍ୟପଟେ ଟିଆଇ ପରେଡ ଶେଷ ହେବା ପରେ ପୀଡିତା ଜଣକ ପ୍ରତିିକ୍ରିୟା ଦେଇ କହିଛନ୍ତି ଯେ,…

ଉତ୍ତରପ୍ରଦେଶ ଅମରେହାରେ କୃଷକମାନଙ୍କ ନିଷ୍ପତ୍ତି । କମ୍ପାନୀମାନଙ୍କୁ ବନ୍ଦ କରାଯିବ ଦୁଗ୍ଧ ଯୋଗାଣ । ଗାଜିପୁର ସୀମାକୁ…

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ଆଇନ୍ କୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ହେଲେ ଏବେ ଉତ୍ତରପ୍ରଦେଶର ଅମରେହାରେ କୃଷକ ମାନେ ଏକ ନୂଆ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଥିବା ଜଣାପଡିଛି । ଏଠାରେ କୃଷକ ମାନେ କ୍ଷୀର ନ…

ଉଜ୍ଜ୍ୱଳା ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ଏକାଥରେ ୩ଟି ଡିଲରଙ୍କ ପାଖରେ କରିପାରିବେ ବୁକିଂ, ପଢ଼ନ୍ତୁ ପୂରା…

କନକ ବ୍ୟୁରୋ: ଘରେ ଘରେ ପହଞ୍ଚିବ ରୋଷେଇ ଗ୍ୟାସ୍ । ଆଉ କୋଟିଏ ଲୋକଙ୍କୁ ମିଳିବ ମାଗଣା ଗ୍ୟାସ୍ କନେକସନ୍ । ଦିନକୁ ଦିନ ଗ୍ୟାସ ଦର ବଢୁଥିବା ବେଳେ ଉଜ୍ଜଳା ଯୋଜନାରେ କେନ୍ଦ୍ର ସରକାର ଲୋକଙ୍କ ପାଖରେ ଅଧିକରୁ ଅଧିକ ଗ୍ୟାସ କନେକସନ୍ ବଢାଇବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ତୈଳ…

କରୋନା ବିରୋଧରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ । ଟିକାର ପ୍ରଥମ ଡୋଜ ନେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ସବୁଠାରୁ ବଡ ଟିକା କରଣ ଅଭିଯାନ ଭାରତରେ ଚାଲୁ ରହିଛି । ଏହି କ୍ରମରେ ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର.ଆର୍ ହସ୍ପିଟାଲରେ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍…

ବିଜେପି ପାଇଁ ସଙ୍କଟ ବଢାଉଛି ସେକ୍ସ ସ୍କାଣ୍ଡାଲ ଭିଡ଼ିଓ ।  କର୍ଣ୍ଣାଟକ ମନ୍ତ୍ରୀ କହିଲେ ମିଛ ଭିଡ଼ିଓ,  କେନ୍ଦ୍ରମନ୍ତ୍ରୀ…

କନକ ବ୍ୟୁରୋ : କର୍ଣ୍ଣାଟକ ଜଳ ସଂଶାଧନ ମନ୍ତ୍ରୀ ତଥା ବିଜେପି ନେତା ରମେଶ ଜରକିହୋଲିଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆସିଛି ।  ସେକ୍ସ ସ୍କାଣ୍ଡାଲ ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ କର୍ଣ୍ଣାଟକ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଶାସକ ଦଳର ବିଧାୟକଙ୍କ ନାଁରେ ଏହି ଅଭିଯୋଗ ଆସିଥିବାରୁ ବିରୋଧୀ…

କୋଟିଆ ପ୍ରସଙ୍ଗରେ ସହାୟତା ଲୋଡିଲେ ରାଜ୍ୟ ସରକାର : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ…

କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମା ବିବାଦର ସମାଧାନ ପାଇଁ ସହାୟତା ଲୋଡିଲେ ରାଜ୍ୟ ସରକାର । କୋରାପୁଟ ଜିଲ୍ଲା କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହାୟତା ଲୋଡିଛନ୍ତି ସରକାର । ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଅନୁରୋଧ କ୍ରମେ ଆଇନଗତ…