Monthly Archives

March 2021

ଶତ୍ରୁ ଦେଶ ସହ ସୁଧୁରିବ କି ସମ୍ପର୍କ? ଭାରତରୁ ଧଳା ଚିନି ଓ କପା ଆମଦାନୀ କରିବାକୁ ଦେଶର ଘରୋଇ କ୍ଷେତ୍ରକୁ ଗ୍ରୀନ୍…

କନକ ବ୍ୟୁରୋ  : ଭାରତ ପାକିସ୍ତାନ ମଧ୍ୟରେ ବିବାଦ ଦେଖା ଦେଇଥିବା ସୀମା ପାର ବାଣିଜ୍ୟ କାରବାର ଖୋଲିବା ନେଇ ଆଶା ଦେଖାଇଛି ପାକିସ୍ତାନ । ଗତ ବୁଧବାର ପାକିସ୍ତାନ ଦେଶର ଘରୋଇ କ୍ଷେତ୍ରକୁ ଭାରତରୁ ଆମଦାନୀ କରିବାକୁ ଅନୁମତି ପ୍ରଦାନ କରିଛି । ଭାରତରୁ ଧଳାଚିନି ଓ କପା ଆମଦାନୀ କରିବାକୁ…

ସତ ମାନିଲେ ସଚିନ୍ ୱାଜେ । ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ନିକଟରେ ଗାଡିରେ ତାଙ୍କ ଡ୍ରାଇଭର ରଖିଥିଲେ ବିସ୍ଫୋରକ । 

କନକ ବ୍ୟୁରୋ : ମୁକେଶ ଅମ୍ବାନୀଙ୍କ ଘର ନିକଟରେ କାର ଭିତରେ ବିସ୍ଫୋରକ ରଖିଥିଲା କିଏ । ଏହି ଗୋଟିଏ ପ୍ରଶ୍ନର ଖିଅ ଖୋଜୁ ଖୋଜୁ ଜାତୀୟ ତଦନ୍ତକାରୀ ସଂସ୍ଥା , ଏନଆଇଏ ହାତରେ ଲାଗିଛି ରୋଚକ ତଥ୍ୟ । ଅଜଣା କାର ଭିତରେ ବିସ୍ଫୋରକକୁ ସଚିନ୍ ବାଜେ ନୁହଁନ୍ତି. ତାଙ୍କର ଡ୍ରାଇଭର ରଖିଥିଲେ । ଏନଆଇଏ…

ସାଇଲେଣ୍ଟ କିଲର ସାଜିଲାଣି କରୋନା । ମୁମ୍ବାଇର ୯୧ ହଜାର ସଂକ୍ରମିତଙ୍କ ମଧ୍ୟରୁ ୭୪ ହଜାର ସଂକ୍ରମିତଙ୍କ ଠାରେ…

କନକ ବ୍ୟୁରୋ : ଦେଶରେ ଏବେ କରୋନା ପାଲିଟବାକୁ ଲାଗିଲାଣି ସାଇଲେଣ୍ଟ କିଲର ବା ନୀରବ ଘାତକ । ଦେଶରେ ପ୍ରତିଦିନ ବଢୁଥିବା କରୋନା ସଂଖ୍ୟା ଭିତରେ ମୁମ୍ୱାଇରୁ ଆସିଥିବା କରୋନାକୁ ନେଇ ତଥ୍ୟ ସାରା ଦେଶର ଚିନ୍ତା ବଢାଇ ଦେବା ପରି । କାରଣ ମୁମ୍ୱାଇରେ ୯୧ ହଜାର ସଂକ୍ରମିତଙ୍କ ମଧ୍ୟରୁ ୭୪ ହଜାର…

ପଶ୍ଚିମବଙ୍ଗର ହାଇଭୋଲଟେଜ ଆସନରେ କାଲି ପଡିବ ଭୋଟ । ଶକ୍ତି ପ୍ରଦର୍ଶନ କଲେ ଦିଦି ଓ ଦାଦା, କାହା ସପକ୍ଷରେ ଭୋଟ ଦେବେ…

କନକ ବ୍ୟୁରୋ : ଆସନ୍ତାକାଲି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ପଶ୍ଚିମବଙ୍ଗ ରାଜନୀତିର ସବୁଠାରୁ ଅଧିକ ଚର୍ଚ୍ଚିତ ଆସନ , ନନ୍ଦିଗ୍ରାମରେ ଭୋଟ୍ ପଡିବ । କାରଣ ଏହିଠାରୁ ଟିଏମସିରୁ ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ପ୍ରାର୍ଥୀ ଅଛନ୍ତି ଶଭେନ୍ଦୁ…

ସବୁଠୁ ଅଧିକ ନମ୍ବର ରଖିଲେ, ହେଲେ ସ୍ୱର୍ଣ୍ଣପଦକରୁ ହେବେ ବଞ୍ଚିତ । ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ ଚୟନକୁ ନେଇ…

କନକ ବ୍ୟୁରୋ : ଆସନ୍ତା ୩ ତାରିଖରେ ହେବାକୁ ଯାଉଛି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ । ହେଲେ ଏହି ଉତ୍ସବ ପୂର୍ବରୁ ସ୍ୱର୍ଣ୍ଣପଦକ ଚୟନକୁ ନେଇ ପାତର ଅନ୍ତର ହୋଇଥିବା ଅଭିଯୋଗ ଆସିଛି । ପରିସଂଖ୍ୟାନ ବିଭାଗର ସ୍ନାତକୋତର ଛାତ୍ରୀ ତନୁଶ୍ରୀ ରାଉତ ଏହି ଅଭିଯୋଗ କରିଛନ୍ତି । ଏ ନେଇ…

ମୋ ବସରୁ ଯାତ୍ରୀଙ୍କୁ ଠେଲିଦେବା ଅଭିଯୋଗରେ ନୂଆ ମୋଡ଼ । ସାମ୍ନାକୁ ଆସିଲା ସିସିଟିଭିର ଚିତ୍ର, କଣ୍ଡକର ଠେଲିନଥିଲେ ସତ…

କନକ ବ୍ୟୁରୋ : ମୋ ବସରେ ଯାତ୍ରା ସମୟରେ ଏକ ଦୁର୍ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଛି । ଆଉ ବିବାଦଟି ହେଲା ବସ ଚକା ତଳେ ଆସି ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣଙ୍କୁ କିଏ ଠେଲିଦେଇଥିଲା କି ? ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି, ତାଙ୍କୁ ବସର କଣ୍ଡକ୍ଟର ଚଳନ୍ତା ବସରୁ ତଳକୁ ଠେଲିଦେଇଥିବାରୁ…