Daily Archives

January 15, 2021

ମରିକି ବି ଅମର ହେଇଗଲା କୁନି ଝିଅ । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଜୀବନ ଦେଇଗଲା । 

କନକ ବ୍ୟୁରୋ : ମରିକି ବି ଅମର ହେଇଗଲା କୁନି ଝିଅ ଧନିଷ୍ଠା । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଅଙ୍ଗଦାନ କରି ଜୀବନ ଦେଇଗଲା । ଏଭଳି ମହତ କାମ କରି ସାରା ଦୁନିଆ ପାଇଁ ଉଦାହରଣ ପାଲଟିଛି କୁନି ଝିଅ । ମରିକି ବି ଅମର ହେଇଗଲା କୁନି ଝିଅ । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଜୀବନ…

ବ୍ରିସବେନ୍ ଟେଷ୍ଟ: ପ୍ରଥମ ଦିନ ସୁଦ୍ଧା ୫ ୱିକେଟରେ ୨୭୪ ରନ୍ କରିଛି ଅଷ୍ଟ୍ରେଲିଆ । ପଦାର୍ପଣ ଟେଷ୍ଟରେ ୱାଶିଂଟନ…

କନକ ବ୍ୟୁରୋ : ବ୍ରିସବେନ ଟେଷ୍ଟର ପ୍ରଥମ ଦିନର ଖେଳ ଆଜି ଶେଷ ହୋଇଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ୨୭୪ ରନ କରିଛି । ଦଳ ପକ୍ଷରୁ ମାର୍ନସ ଲାବୁସେନ ୧୦୮ ରନ କରି ଶତକ ହାସଲ କରିଛନ୍ତି । ସେହିପରି କାମରେନ ଗ୍ରୀନ ଓ ଟିମ ପାଇନ ନଟଆଉଟ ରହିଛନ୍ତି । କାଲି ପୁଣି…

ଋଣ ସୁଝି ନ ପାରିବାରୁ ପାକିସ୍ତାନକୁ ଝଟକା ଦେଲା ମାଲେସିଆ । ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଜବତ୍ କଲା ବିମାନ

କନକ ବ୍ୟୁରୋ : ପାକିସ୍ତାନ ର ଅସୁବିଧା ସମୟରେ ବି ତା’ର ବନ୍ଧୁ ଦେଶ ମାନେ ତାକୁ ଝଟକା ଦେବାରେ ଲାଗିଛନ୍ତି । ପ୍ରଥମରୁ କାଙ୍ଗାଳ ସ୍ଥିତିରେ ଥିବା ପାକିସ୍ତାନକୁ ତା’ର ବନ୍ଧୁ ଦେଶ ମାଲେସିଆ ବି ଦାଉ ସାଧିଛି । ମାଲେସିଆର ସରକାରୀ ବିମାନ କମ୍ପାନୀ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ…

୯ମ ରାଉଣ୍ଡ ବୈଠକରେ ବି ବାହାରିଲାନି ସମାଧାନର ରାସ୍ତା । କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ, ୧୯ରେ ପରବର୍ତ୍ତୀ…

କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ନବମ ରାଉଣ୍ଡ ବୈଠକ ଶେଷ ହୋଇଛି । ତେବେ ନବମ ରାଉଣ୍ଡ ବୈଠକରୁ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ । ଆସନ୍ତା ଜାନୁଆରୀ ୧୯ ତାରିଖ ଦିନ ୧୨ଟାରେ ପରବର୍ତ୍ତୀ ବୈଠକ ବସିବ । ତେବେ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ…

ଖୋଲିବ କିଡନୀ କେଳେଙ୍କାରୀ । ୩ ଦିନିଆ ରିମାଣ୍ଡ ପାଇଁ କମିଶନରେଟ୍ ପୋଲିସକୁ ମିଳିଲା ଏସଡିଜେଏମ୍ କୋର୍ଟଙ୍କ ଅନୁମତି ।

କନକ ବ୍ୟୁରୋ : ଖୋଲିବ କିଡନୀ ରାକେଟର ଗୁମର । କିଡନୀ ରାକେଟରେ ଗିରଫ ଠକ ହିମାଂଶୁ ନନ୍ଦଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । କମିଶନରେଟ୍ ପୋଲିସ ମାଗିଥିବା ରିମାଣ୍ଡକୁ ଏସଡିଜିଏମ କୋର୍ଟ ମଞ୍ଜୁର କରିଛନ୍ତି । ଆସନ୍ତାକାଲି ଠାରୁ କିଡନୀ ଠକ ହିମାଂଶୁଙ୍କୁ ରିମାଣ୍ଡରେ ଆଣି…

ଭିନ୍ନ ଭାବେ ସକ୍ଷମ ଗଜପତିର ହରିଶ୍ଚନ୍ଦ୍ର: ଦିବ୍ୟାଙ୍ଗ ହୋଇବି ପରିବା ଚାଷ କରି ନିଜ ପାଇଁ ତିଆରି କରିଛନ୍ତି ସ୍ୱତନ୍ତ୍ର…

କନକ ବ୍ୟୁରୋ: ଅକ୍ଷମ ନୁହଁ ସେ ସକ୍ଷମ । ଦିବ୍ୟାଙ୍ଗ ହୋଇସୁଦ୍ଧା ସେ ଜଣେ ସଫଳ ଚାଷୀ । ଗଜପତି ଜିଲ୍ଲାର ହରିଶ୍ଚନ୍ଦ୍ର ବେହେରା ଭିନ୍ନକ୍ଷମ ହୋଇ ବି ପରିବା ଚାଷ କରି ପାଂଚ ପ୍ରାଣୀ କୁଟୁମ୍ବକୁ ଯୋଗାଇ ଆସୁଛନ୍ତି ଆହାର । ଭିନ୍ନକ୍ଷମ ଭତାକୁ ଛାଡିଦେଲେ ତାଙ୍କୁ ଆଉ କୌଣସିି ସରକାରୀ ସହାୟତା…