Daily Archives

January 15, 2021

ଖୋର୍ଦ୍ଧାର ସ୍ୱାଧିନତା ସଂଗ୍ରାମୀଙ୍କ ଗାଁ ଚମ୍ପେଇଲର ଦୁଃଖ: ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ ୨୯ ଜଣ; ଏବେ କେବଳ…

କନକ ବ୍ୟୁରୋ: ଦେଶକୁ ସ୍ୱାଧୀନ କରିବା ପାଇଁ ଦିନେ ଯେଉଁମାନେ ଲଢେଇ କରିଥିଲେ ବ୍ରିଟିଶ ବିରୋଧରେ । ଆଜି ସେମାନଙ୍କ ସ୍ମତି ଖଣ୍ଡିଏ ନାହିଁ ଗାଁ ଭିତରେ । ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇ ସଂଗ୍ରାମରେ ଝାସ ଦେଇଥିଲେ ଖୋର୍ଧା ଜିଲ୍ଲାର ଚମ୍ପାଇଲ ଗାଁର ୨୯ ଜଣ ସଂଗ୍ରାମୀ । ମାନପତ୍ରକୁ ବାଦ ଦେଲେ…

ମରୁଡି ପ୍ରବଣ ଅଂଚଳରେ ହସୁଛି ସୁନାର ଫସଲ: ପଦ୍ମପୁର ଚାଷୀଙ୍କ ମୁହଁରେ ହସ ଫୁଟାଇଲା ସରକାରଙ୍କ ଉଠାଜଳସେଚନ ପ୍ରକଳ୍ପ

କନକ ବ୍ୟୁରୋ: ଚାଷୀ ସୁଦୃଢ ହେଲେ ରାଜ୍ୟ ସୁଦୃଢ ହେବ ଏବଂ ରାଜ୍ୟ ସୁଦୃଢ ହେଲେ ଦେଶ ସୁଦୃଢ ହେବ । ଚାଷୀଙ୍କୁ ଚାଷ କାମରେ ଅଗ୍ରଗତି କରିବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ତାମଧ୍ୟରୁ ଉଠାଜଳସେଚନ ଯୋଜନା ଅନ୍ୟତମ । ଏହି ଯୋଜନା ଯୋଗୁଁ ଟାଙ୍ଗରା ଭୁଇଁରେ ଚାଷୀ ସୁନାର ଫସଲ ଫଳାଇ…

ସ୍ୱାଭିମାନ ଅଂଚଳର ଭାତ ହାଣ୍ଡି ପାଲଟିବ ବାଲିମେଳା ଜଳଭଣ୍ଡାର: ମାଛ ମାରି ଜୀବିକା ନିର୍ବାହ ପାଇଁ ଲୋକଙ୍କୁ ସହାୟତା…

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳବାସୀଙ୍କୁ ରୋଜଗାର ଯୋଗାଉଛି ବାଲିମେଳା ଜଳଭଣ୍ଡାର । ସ୍ୱାଭିମାନ ଅଂଚଳବାସୀଙ୍କୁ ସ୍ୱାବଳମ୍ବୀ କରିବା ଉଦେଶ୍ୟରେ ବାଲିମେଳା ଜଳଭଣ୍ଡାରରେ ୩ ବର୍ଷ ହେଲା ମାଛ ଯାଅଁଳା ଛାଡୁଛି ଜିଲ୍ଲା ପ୍ରଶାସନ । ୨୦୧୮ରେ ଗୁରୁପ୍ରୀୟା ସେତୁ ଉଦଘାଟନ କରି ୧୦୦ କୋଟି ଟଙ୍କାର ସେତୁ…

ଖୋଲିବ କିଡନୀ ରାକେଟର ଗୁମର: ୩ ଦିନ ପାଇଁ ରିମାଣ୍ଡ ଆବେଦନ କଲା କମିଶନରେଟ୍ ପୋଲିସ

କନକ ବ୍ୟୁରୋ: ଖୋଲିବ କିଡନୀ ରାକେଟର ଗୁମର । କିଡନୀ ରାକେଟରେ ଗିରଫ ଠକ ହିମାଂଶୁ ନନ୍ଦଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଛି କମିଶନରେଟ୍ ପୋଲିସ । ହିମାଂଶୁଙ୍କୁ ରିମାଣ୍ଡରେ ଆଣି ଏହି ରାକେଟ ପଛରେ କିଏ କିଏ ଅଛନ୍ତି, କିଡନୀ ରାକେଟର ଚେର କେତେ ବାଟ ରହିଛି ଅଧିକ ଖୋଳତାଡ…

ଥାନାରେ ବାଘ ! କଳାହାଣ୍ଡି ଆମପାଣି ଥାନାରୁ ଆସିଲା ରାତିଅଧରେ ବାଘ ଛୁଆ ପ୍ରବେଶ କରୁଥିବାର ଚିତ୍ର

କନକ ବ୍ୟୁରୋ: ରାତି ଅଧରେ ଥାନାରେ ପଶୁଛନ୍ତି ବାଘ ଛୁଆ । ଏକଥା ଶୁଣିଲେ କେହି ବି ବିଶ୍ୱାସ କରିବେନି । କିନ୍ତୁ ଏହି ଘଟଣା ସତ । ସିସିଟିଭିରେ ସ୍ପଷ୍ଟ ଦେଖିବାକୁ ମିଳିଛି ଦୁଇଟି ବାଘ ଛୁଆ ଅନ୍ଧାର ରାତିରେ ଥାନାର ଫାଟକ ଦେଇ ପ୍ରବେଶ କରୁଛନ୍ତି । ଏହି ଚିତ୍ର ହେଉଛି କଳାହାଣ୍ଡି ଜିଲ୍ଲାର…

୨ ଦଫା ଦାବିରେ ରାଜ୍ୟ କଂଗ୍ରେସର ରାଜଭବନ ଘେରାଉ: ୩ କୃଷି ଆଇନ ପ୍ରତ୍ୟାହାର ଓ ତୈଳ ଦର ବୃଦ୍ଧିକୁ ନେଇ ଦଳର ବିରୋଧ;…

କନକ ବ୍ୟୁରୋ: ଦୁଇ ଦଫା ଦାବି ନେଇ ରାଜଭବନ ଘେରାଉ କରିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି । ୩ଟି କୃଷି ଆଇନକୁ କଳା ଆଇନ କହିବା ସହ ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ଏହା ବାଦ୍ ପେଟ୍ରୋଲ ଡିଜେଲ ଦରବୃଦ୍ଧିକୁ ନେଇ ମଧ୍ୟ ଦଳ ପ୍ରତିବାଦ କରିଛି । ଦୁଇ ଦଫା ଦାବି ନେଇ…