Daily Archives

January 5, 2021

ଆନ୍ଧ୍ରର ଚାଲାଖିକୁ ଧରିଲା ଓଡିଶା । ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ସତ୍ୱେ ପଟାଙ୍ଗୀର ସମ୍ବାଇରେ ହୋଇପାରୁନି ସୀମା…

କନକ ବ୍ୟୁରୋ : ପୁଣି ସୀମାନ୍ତରେ ତେଜିଲା ବିବାଦ । ପଥର ଚିହ୍ନକୁ ଭାଙ୍ଗିଦେଲା ଆନ୍ଧ୍ର । ସବୁ ବେଳେ ବିବାଦର ଦାନା ବୁଣୁଥିବା ପଡୋଶୀକୁ କଡ଼ା ଜବାବ ଦେବା ପାଇଁ ଏକଜୁଟ ହୋଇଛନ୍ତି ଓଡ଼ିଶା ସୀମାନ୍ତ ବାସୀ । ଆନ୍ଧ୍ର ସରକାରଙ୍କ ବିରୋଧରେ ଗର୍ଜିଲେ ଓଡ଼ିଆ ନେତା । ସୀମାନ୍ତରେ ରାଲି କରିବା ସହ…

ପୂରା ବିଶ୍ୱ ପାଳୁଛି ନୂଆବର୍ଷ, କିନ୍ତୁ ୭ ବର୍ଷ ପଛରେ ରହିଛି ଏହି ଦେଶ । ବିଶ୍ୱ ୨୦୨୧କୁ ସ୍ୱାଗତ କରୁଥିବା ବେଳେ…

କନକ ବ୍ୟୁରୋ: ୨୦୨୧ରୁ ସାତ ବର୍ଷ ପଛରେ ଚାଲିଛି ଦେଶ । ୨୦୧୪ରେ ଅଟକିଛି ଇଥିଓପିଆ । କ୍ୟାଲେଣ୍ଡରର ପୃଷ୍ଠା ବଦଳିଛି, ନୂଆବର୍ଷ ୨୦୨୧ ଆସିଛି । ପୂରା ବିଶ୍ୱ ୨୦୨୧କୁ ସ୍ୱାଗତ କରୁଛି । ବାଣ ଫୁଟାଇ, ନାଚି ଗାଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ବିଶ୍ୱବାସୀ । କିନ୍ତୁ ବିଶ୍ୱରେ ଏମିତି ବି ଏକ ଦେଶ…

ମାହୁନ୍ତ ଡାକୁଛି, ହାତୀ ହଁ ମାରୁଛି… ମଣିଷ ପ୍ରଶ୍ନର ଉତ୍ତର ଦେଉଛି ପଶୁ । ସିନେମା ନୁହେଁ ଏ ସତ କାହାଣୀ ।

କନକ ବ୍ୟୁରୋ: ମଣିଷ ଡାକୁଛି, ହାତୀ ହଁ ମାରୁଛି । ଠାରରେ ଠାରରେ ମଣିଷ ପଚାରୁଥିବା ପ୍ରତିଟି ପ୍ରଶ୍ନର ଉତ୍ତର ଦେଉଛି ପଶୁ । କେବେ ଶୁଣ୍ଢ ହଲାଇ ହଁ କରୁଛି ତ କେବେ ଆଖିର ଇସାରାରେ ଆଜ୍ଞା କହୁଛି । ଟିକେ ଭଲରେ ଦେଖିଲେ ଜାଣି ହେବ ପଶୁ-ମଣିଷ ଭିତରର ଏ ଭଲପାଇବା । ମାହୁନ୍ତ ମୁଣ୍ଡରେ ନିଜ ଶୁଣ୍ଢ…

ପକ୍ଷୀ ଗଣୁ ଗଣୁ ହାବୁଡିଲେ ହାତୀ ପଲ । ଚିଲିକା ବାଲିପାଟପୁରରେ ହାତୀ ପଲଙ୍କୁ ଦେଖିଲେ ପକ୍ଷୀ ଗଣନାକାରୀ । କାଦୁଅ…

କନକ ବ୍ୟୁରୋ : ପକ୍ଷୀ ଗଣନା ବେଳେ କ୍ୟାମେରାରେ କଏଦ ହେଲେ ହାତୀ ପଲ । ଚିଲିକା ହ୍ରଦ ଅଂଚଳରେ ହାତୀ ପଲଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପକ୍ଷୀଗଣନା କରୁଥିବା ବନ୍ୟପ୍ରାଣୀ ବିଭାଗର ଟିମ୍ । ହ୍ରଦ ଭିତରେ ହାତୀ । ହଠାତ ହାତୀଙ୍କୁ ଦେଖି କିଛି ଠଉରେଇ ପାରିନଥିଲେ ପକ୍ଷୀଗଣନା କରୁଥିବା ଟିମ୍ । ଏକ…

ମାହାଙ୍ଗା ଡବଲ ମର୍ଡରରେ ୪ ଅଭିଯୁକ୍ତ ଗିରଫ । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଥିବା ନେଇ ସୂଚନା ଦେଲେ…

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କଟକ ଗ୍ରାମାଞ୍ଚଳ ଏସପିଙ୍କ ସୂଚନା । ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣ ଗିରଫ ହୋଇଛନ୍ତି । ଏହାସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ମାମଲାରେ ତଦନ୍ତ ଚାଲିଛି, ଅଧିକ ତଥ୍ୟ ମିଳିଲେ ଜଣାପଡିବ ବୋଲି କହିଛନ୍ତି ଏସପି ।…

ନୟାଗଡ ପରୀ ହତ୍ୟା ମାମଲା । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକସୋ କୋର୍ଟ । ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା…

କନକ ବ୍ୟୁରୋ : ନୟାଗଡ ଯଦୁପୁର ପରୀ ହତ୍ୟା ମାମଲା । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକସୋ କୋର୍ଟ । ଏହାସହ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର କରିଛନ୍ତି । ପୂର୍ବରୁ ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର । ଆଜି କୋର୍ଟରେ ଅଭିଯୁକ୍ତର ଜନ୍ମ…