Daily Archives

December 22, 2020

ଦିଲ୍ଲୀରେ ୨୭ଦିନରେ ପହଞ୍ଚିଲା ଚାଷୀଙ୍କ ଆନ୍ଦୋଳନ । ସୀମା ସିଲ୍ କଲା ଦିଲ୍ଲୀ ପୋଲିସ । ଚିଲ୍ଲା ବର୍ଡର ସମେତ ନୋଏଡା ଓ…

କନକ ବ୍ୟୁରୋ : ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ କୃଷକ ଆନ୍ଦୋଳନ ଜାରି ରହିଛି । ରାଜଧାନୀର ପ୍ରବେଶ ପଥରେ ଜଗି ରହିଛନ୍ତି ଚାଷୀ । ଚିଲ୍ଲା ବୋର୍ଡରେ ପ୍ରତିବାଦ ଯୋଗୁଁ ସୀମାକୁ ସିଲ୍ କରିଦିଆଯାଇଛି । ନୋଏଡା ଓ ଗାଜିଆବାଦରୁ ଦିଲ୍ଲୀକୁ ଯାତାୟତ ଉପରେ ମଧ୍ୟ ରୋକ ଲାଗିଛି । ୨୭ଦିନରେ…

ବିଳମ୍ବିତ ରାତି ଯାଏଁ ପାର୍ଟି କରିବା ପଡିଲା ମହଙ୍ଗା । ମୁମ୍ୱାଇରେ ଗିରଫ ହେଲେ କ୍ରିକେଟର ସୁରେଶ ରାଇନା ।

କନକ ବ୍ୟୁରୋ : କ୍ରିକେଟରଙ୍କୁ ମହଙ୍ଗା ପଡିଲା ବଲିଉଡ୍ ପ୍ରେମ । ମୁମ୍ୱାଇରେ କୋଭିଡ ନିୟମ ଉଲଂଘନ କରି ବଲିଉଡ୍ ସେଲିବ୍ରିଟିଙ୍କ ପାର୍ଟିରେ ରାତିରେ ଯୋଗ ଦେଇ ଗିରଫ ହୋଇଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରାଇନା । ରାଇନାଙ୍କ ସହିତ ମୋଟ୍ ୩୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ମୁମ୍ୱାଇ ପୋଲିସ…

ଏଣିକି ମାତ୍ର ଶହେ ଟଙ୍କାରେ କରିପାରିବେ କରୋନା ଟେଷ୍ଟ । ଜାରି ହେଲା ସରକାରୀ ନିର୍ଦ୍ଦେଶନାମା । ଅଧିକ ଦାମ ଦାବି କଲେ,…

କନକ ବ୍ୟୁରୋ : ଯଦି ଆପଣ ରାଜଧାନୀର କୌଣସି ଘରୋଇ ଅନୁଷ୍ଠାନରେ କରୋନା ପରୀକ୍ଷା କରିବାକୁ ଯାଉଛନ୍ତି ତେବେ ସତର୍କ ରୁହନ୍ତୁ । ହୁଏତ ଆପଣଙ୍କ ଅଜାଣତରେ ଏହି ସଂସ୍ଥା ଆପଣଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରିପାରେ । ଆରଟିପିସିଆର ଏବଂ ଆଂଟିଜେନ ଟେଷ୍ଟ ପାଇଁ ସରକାର ଗୋଟିଏ ଦର ନିର୍ଦ୍ଧାରଣ କରିଥିବା…

ରାସ୍ତା ଉପରେ ଜଳିଗଲା କାର । ଜିଅନ୍ତା ଜଳିଗଲେ ୫ ଜଣ ଯାତ୍ରୀ । ମୃତକଙ୍କ ମଧ୍ୟରେ ରହିଛି ଜଣେ କୁନି ଛୁଆ

କନକ ବ୍ୟୁରୋ : ରାସ୍ତା ଉପରେ ଜଳିଗଲା ଯାତ୍ରୀବାହୀ କାର । ଜଳିଗଲେ ୫ଜଣ ଯାତ୍ରୀ । ଉତରପ୍ରଦେଶ ଆଗ୍ରାରେ ଏଭଳି ଏକ ଦୁଃଖ ଦାୟକ ଘଟଣା ଘଟିଛି । କେହି କିଛି ବୁଝିବା ଆଗରୁ ଉତର ପ୍ରଦେଶ ଆଗ୍ରାର ଯମୁନା ଏକ୍ସପ୍ରେସ ୱେ ଉପରେ ହାଠାତ୍ ଜଳି ଉଠିଥିଲା କାର । କାରରେ ଥିବା ଯାତ୍ରୀ ମାନେ ଅତି ଦୟନୀୟ…

ଜମ୍ମୁ କଶ୍ମୀର ଡିଡିସି ନିର୍ବାଚନ ଫଳାଫଳ ଉପରେ ରହିଛି ନଜର । ବିଜେପିକୁ ପଛରେ ପକାଇ ଆଗରେ ଗୁପକାର ମେଣ୍ଟ । ବିଜେପି ୭୩…

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦର ନିର୍ବାଚନୀ ଫଳାଫଳ ଆଜି ପ୍ରକାଶ ପାଇବ । ଜାରି ରହିଛି ଭୋଟ ଗଣତି । ୨୮୦ ସିଟରେ  ୮ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ୨ହଜାର ୧୭୮ଜଣଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଘାଟିରୁ ଧାରା ୩୭୦ ହଟିବା ପରେ ଜାମ୍ମୁ…

ପରୀ ହତ୍ୟା ମାମଲାରେ କାହିଁକି ସନ୍ଦେହ ଘେରକୁ ଆସିଲା ସୈତାନ ସରୋଜ ? ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଥିଲା ଅଭିଯୁକ୍ତର ମିଛ,…

କନକ ବ୍ୟୁରୋ : କାହିଁକି, ପରୀ ଘର ପାଖରେ ଥିବା, ସରୋଜ ସେଠୀ ଉପରେ ସନ୍ଦେହ କଲା ତଦନ୍ତକାରୀ ଟିମ୍ । ସେହି ଘର ପାଖରେ ଥାଇ ପାଂଚ ମାସ ହେଲା ଯାହାକୁ କେହି ଧରି ପାରି ନଥିଲେ ତାଉପରେ କାହିଁକି ଏସଆଇଟିର ତଦନ୍ତ ଘୁରି ବୁଲିଲା । ପରୀ ଘର ପାଖରେ ରହୁଥିବା ଏହି କଲେଜ ପଢୁଆ ଯୁବକ ସରୋଜ ସେଠୀକୁ…