Daily Archives

December 22, 2020

ଆଶଙ୍କା ବଢ଼ାଇଲା କରୋନାର ନୂଆ ଷ୍ଟ୍ରେନ୍ । ଭୂତାଣୁର ନୂଆ ସ୍ୱରୁପ ଭିତରେ ବ୍ରିଟେନରୁ ସ୍ୱଦେଶ ଫେରିଲେ ଭାରତୀୟ, ଏକାଧିକ…

କନକ ବ୍ୟୁରୋ : ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଦେଖା ଦେଇଥିବାବେଳେ ଭାରତକୁ ଲଣ୍ଡନରୁ ଫେରିଛନ୍ତି କିଛି ଯାତ୍ରୀ । ସେମାନଙ୍କ ମଧ୍ୟରୁ କେତେ ଜଣ କରୋନା ପଜିଟିଭ୍ ମଧ୍ୟ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଦେହରେ କରୋନାର କେଉଁ ଷ୍ଟ୍ରେନ ରହିଛି ତାହା…

ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ…

କନକ ବ୍ୟୁରୋ : ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଜିଲ୍ଲାପାଳଙ୍କୁ ଅତିରିକ୍ତ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଟିକାକରଣ ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ ବ୍ୟବସ୍ଥା କରାଯିବ । ଏନେଇ କର୍ମଚାରୀଙ୍କୁ ଠିକ ଭାବେ ତାଲିମ ଦେବାକୁ ନିର୍ଦ୍ଦେଶ…

ପରୀ ମୃତ୍ୟୁର ଛାତିଥରା କାହାଣୀ । ନୀରିହ କୁନି ଝିଅକୁ ନିର୍ମମ ଓ ବିଭତ୍ସ ଭାବେ ତଣ୍ଟି ଚିପି ହତ୍ୟା କରିଛି ସୈତାନ…

କନକ ବ୍ୟୁରୋ : ନୟାଗଡର କୁନି ଝିଅ, ପରୀ ହତ୍ୟାକାଣ୍ଡ ଘଟଣା ଉପରୁ ରହସ୍ୟ ଖୋଲିଛି ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଏସଆଇଟି । କିନ୍ତୁ ଯେଉଁ କାହାଣୀ ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ବିଭତ୍ସ ଓ ଲୋମହର୍ଷଣକାରୀ । କେହି ଚାହିଁବ ନାହିଁ ତା ଶତ୍ରୁ ସହ ବି ଏଭଳି ଘଟଣା ଘଟୁ । ଘର ପାଖରେ ରହୁଥିବା…

୯ ମାସ ପରେ କାଲିଠୁ ଦର୍ଶନ ଦେବେ କାଳିଆ ଠାକୁର । ଭାବର ଠାକୁରଙ୍କୁ ଆଖି ପୁରାଇ ଦେଖିବେ ଭକ୍ତ । ପ୍ରଥମେ ସେବାୟତ, ପରେ…

କନକ ବ୍ୟୁରୋ : କୋଟି କୋଟି ଜଗନ୍ନାଥ ପ୍ରେମୀ ଦୀର୍ଘ ୯ମାସ ହେଲା ଯେଉଁ ଦିନକୁ ଚାହିଁ ବସିଥିଲେ ରାତି ପାହିଲେ ସେହି ଦିନ ଆସିବାକୁ ଯାଉଛି । ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିରର ସିଂହଦ୍ୱାର । ଭାବର ଠାକୁର କାଳିଆ ସାଆନ୍ତଙ୍କୁ ଆଖି ପୁରାଇ ଦେଖିବେ ଭକ୍ତ । କାଲିଠାରୁ ୨୫ ତାରିଖ ପର୍ଯ୍ୟନ୍ତ…

ବ୍ରିଟେନରୁ ଓଡିଶା ଆସିଲେ ରହିବେ ସଙ୍ଗରୋଧରେ । ୧୪ ଦିନିଆ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ

କନକ ବ୍ୟୁରୋ : ବ୍ରିଟେନରୁ ଓଡିଶା ଆସିଲେ ଏଣିକି ରହିବେ ସଙ୍ଗରୋଧରେ । ୧୪ ଦିନିଆ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ନୂଆଷ୍ଟ୍ରେନର କରୋନା ଭାଇରସ ପାଇଁ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି । ବ୍ରିଟେନରେ ଏହି ନୂଆ କରୋନା ଭାଇରସ ଚିହ୍ନଟ ହୋଇଛି । ପୂର୍ବ କରୋନା ଭାଇରସ ତୁଳନାରେ ଏହା…

ଫେବୃଆରୀ ମାସରେ ହେବନି ସିବିଏସଇ ପରୀକ୍ଷା । ପରୀକ୍ଷା ପାଇଁ ଶୀଘ୍ର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହେବ । ସୂଚନା ଦେଲେ…

କନକ ବ୍ୟୁରୋ : ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା ଜାରି ରହିଛି । ଏପରିକି ଆସନ୍ତା ଫେବୃଆରୀ ମାସରେ ଏହି ପରୀକ୍ଷା ହେବାର ସମ୍ଭାବନା ନାହିଁ । ଏକଥା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଆଜି ଏକ ଓ୍ବେବିନାରରେ ସେ…