Daily Archives

December 3, 2020

ଏୟାର ଇଣ୍ଡିଆକୁ ସଂକଟରୁ ଉଦ୍ଧାର କରିବାକୁ ପ୍ରସ୍ତୁତ ହେଉଛନ୍ତି କମ୍ପାନୀର କର୍ମଚାରୀ । ପ୍ରତି କର୍ମଚାରୀ ଦେବେ ୧ ଲକ୍ଷ…

କନକ ବ୍ୟୁରୋ : ପାଖା ପାଖି ୯୦ ହଜାର କୋଟି ଟଙ୍କା କରଜରେ ଥିବା ସରକାରୀ ବିମାନ କମ୍ପାନୀ ପାଇଁ ଅଡୁଆ ବଢିବାରେ ଲାଗିଛି । ଏଭଳି ସଂକଟରୁ କମ୍ପାନୀକୁ ଉଦ୍ଧାର କରିବାକୁ ଏବେ ଅଣ୍ଟା ଭିଡିଛନ୍ତି କମ୍ପାନୀର କର୍ମଚାରୀ ମାନେ । ଡିସେମ୍ବର ୧୪ ତାରିଖରେ ଏୟାର ଇଣ୍ଡିଆ ନିଲାମ ହେବା ପୂର୍ବରୁ…

ବିଲ ହୁଡ଼ା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ । ବିଲ ହୁଡା ମରାମତି କରିବା ଲାଗି ଲକ୍ଷ ଲକ୍ଷ ଟଙ୍କା ସରକାରୀ ତହବିଲରୁ ହୋଇଛି…

କନକ ବ୍ୟୁରୋ : ବିଲ ହୁଡ଼ା ନାମରେ ଲକ୍ଷାଧିକ ଟଙ୍କା ହଡ଼ପ । କରୋନା ସମୟରେ କେହି ବାହାରକୁ ନବାହାରିବା ସୁଯୋଗନେଇ, ପଂଳକ ଲଗାଇ ବିଲ କରାଇଲେ ନିଜେ ଜିଆରଏସ୍ । ଭଂଜାନଗର ବ୍ଳକର ଲେମ୍ଭେଇ ପଂଚାୟତରୁ ଆସିଛି ଦୁର୍ନୀତି ଅଭିଯୋଗ । ଆରଟିଆଇ ତଥ୍ୟ ମାଗିବା ପରେ ଧରାପଡିଥିଲା ଏହି କଳାକାରନାମା । ବିଲ…

କନକ ନ୍ୟୁଜରେ ଖବର ବାଜିଲା, ବିବାଦ ତୁଟିଲା । ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମଣ୍ଡିରୁ ଉଠିଲା ଧାନ

କନକ ବ୍ୟୁରୋ : ଚଳିତ ବର୍ଷ ଗତ ୧୯ ତାରିଖରୁ କୁଚିଣ୍ଡା ଉପଖଣ୍ଡରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ତିନୋଟି ବ୍ଲକରେ ୯ ଗୋଟି ଲ୍ୟାମ୍ପସ ୪୭ ଗୋଟି ମଣ୍ଡି ସହ ୧୫ ଗୋଟି ମହିଳା ସଂୟଂ ସହାୟକ ଗୋଷ୍ଠି ମାଧ୍ୟମରେ ସରକାର ଧାନ କିଣିବା ନେଇ ସ୍ୱିକୃତି ପ୍ରଦାନ କରିଛନ୍ତି । ତେବେ…

ଆଖିସିନା ଦେଇ ନାହାନ୍ତି ଭଗବାନ, ହେଲେ ଦେଇଛନ୍ତି ସୁନ୍ଦର କଣ୍ଠ । ବିଶ୍ୱ ଦିବ୍ୟାଙ୍ଗ ଦିବସରେ ସୁନ୍ଦର ଗୀତ ଗାଉଛନ୍ତି…

କନକ ବ୍ୟୁରୋ: ଏତେ ସୁନ୍ଦର ଗାଉଥିବା କଣ୍ଠ, ଏତେ ସୁନ୍ଦର ବଜାଉଥିବା ହାତ ଆଉ ଏ ଭଲ ମଣିଷ ଭିତରେ ଯେ ଭଗବାନ ଗୋଟେ ଅଭାବ ରଖିଦେଇଥିବେ ତାହା ଏ ଗୀତ ଶୁଣିଲେ ଆପଣ ଜାଣି ପାରିବେନି । ଯାଦୁଗରୀ କଣ୍ଠରେ କିମିଆ କରୁଥିବା ଏ ବ୍ୟକ୍ତିଙ୍କ ସୁରିଲା ସ୍ୱର ପଛରେ ରହିଛି ଗୋଟେ ସଙ୍ଘର୍ଷମୟ କାହାଣୀ ।…

ସମ୍ବଲପୁରର ‘ମିଶନ ଜିରୋ ଏଫ୍’ । ଗାଁ ଓ କଲ୍ୟାଣ ମଣ୍ଡପରେ ସ୍ଥାନ ଚିହ୍ନଟ କରି ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ…

କନକ ବ୍ୟୁରୋ : ଆଗକୁ ଦଶମ ପରୀକ୍ଷା । ଚଳିତ ଶିକ୍ଷା ବର୍ଷରେ ଏଯାଏଁ ଗୋଟିଏ ଦିନ ବି ସ୍କୁଲ ଖୋଲି ନାହିଁ । ମହାମାରୀ ଭୟରେ ବିଦ୍ୟାଳୟକୁ ସରକାର ବନ୍ଦ ରଖିଛନ୍ତି । ଅନଲାଇନ୍ରେ ପାଠପଢା ଚାଲିଥିବା ବେଳେ ଅଫଲାଇନ୍ ଦଶମ ଓ ଦ୍ୱାଦଶ ପରୀକ୍ଷା କରାଇବା ପାଇଁ ସରକାର ମନସ୍ତ କରିଛନ୍ତି । ଆଉ ଏତିକି…

ସମୟ ଗଲାଣି ହେଲେ ଚାଷୀଙ୍କୁ ମିଳିଲା ନାହିଁ ଚିନାବାଦାମ ବିହନ । ୩୪ ହଜାର କ୍ୱିଣ୍ଟାଲ ବାଦାମ ବିହନ ଦରକାର ଥିବା ବେଳେ…

କନକ ବ୍ୟୁରୋ : ଚିନାବାଦାମ ବିହନ ଯୋଗାଇବାରେ ବିଫଳ ସରକାର । ଚଳିତ ବର୍ଷ ବିହନ ଲଗାଇବା ସମୟ ସରିବାକୁ ବସିଥିବା ବେଳେ ଚାଷୀଙ୍କ ପାଖରେ ଏଯାଏଁ ପହଂଚି ପାରିଲା ନାହିଁ ସରକାରୀ ବିହନ । ପଂଳରେ ଚାଷୀ ଚଢ଼ା ଦରରେ ଖୋଲା ବଜାରରୁ ବିହନ କିଣିବାକୁ ବାଧ୍ୟ ହୋଇଛି । ଜିଲ୍ଲାରେ ମୋଟ ୩୪ ହଜାର କୁଇଂଟାଲ…