Daily Archives

December 3, 2020

ଗାଈ ମାନଙ୍କୁ ଥଣ୍ଡାରୁ ରକ୍ଷା କରିବାକୁ ସରକାରଙ୍କ ସ୍ୱତନ୍ତ୍ର ଯୋଜନା । ପ୍ରତ୍ୟେକ ଗାଈଙ୍କୁ ଶୀତବସ୍ତ୍ର ଯୋଗାଇବାକୁ…

କନକ ବ୍ୟୁରୋ : ଗାଈ ମାନଙ୍କୁ ଥଣ୍ଡାରୁ ସୁରକ୍ଷା ଦେବାକୁ ଉତ୍ତରପ୍ରଦେଶ ସରକାର ଏକ ବିଶେଷ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ଗାଈ ମାନଙ୍କ ପାଇଁ ସରକାରଙ୍କ ତରଫରୁ ବିଶେଷ କିଟ୍ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହାସହ ପଶୁ ପାଳନ ବିଭାଗ ପଶୁ ଚିକିତ୍ସା ଅଧିକାରୀ ମାନଙ୍କୁ…

ଅନଲାଇନରେ ନିର୍ମାଲ୍ୟ ବିକ୍ରିକୁ ବିରୋଧରେ ଆମାଜନ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା । କାହା ଅନୁମତିରେ…

କନକ ବ୍ୟୁରୋ : ଅନଲାଇନରେ ନିର୍ମାଲ୍ୟ ବିକ୍ରିକୁ ବିରୋଧରେ ଆମାଜନ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ।  କାହା ଅନୁମତିରେ କମ୍ପାନୀ ବିକ୍ରି କରୁଥିଲା ସେ ନେଇ ଏତଲା ଦିଆଯାଇଛି । ଚଢାଦରରେ ଅନଲାଇନରେ ଆମାଜନ ନିର୍ମାଲ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପୂର୍ବରୁ ଶ୍ରୀମନ୍ଦିର…

ମହାପ୍ରଭୁଙ୍କ ନାର୍ଗାଜୁନ ବେଶର ଚନ୍ଦ୍ର ସୂର୍ଯ୍ୟ ଗାଏବ ହେବା ପ୍ରସଙ୍ଗ । ନୀତି ପ୍ରଶାସକର ତଦନ୍ତ ଜାରି । ବେଶ…

କନକ ବ୍ୟୁରୋ : ନାର୍ଗାଜୁନ ବେଶର ଚନ୍ଦ୍ର ସୂର୍ଯ୍ୟ ଗାଏବ ହେବା ପ୍ରସଙ୍ଗ । ନୀତି ପ୍ରଶାସକ ପକ୍ଷରୁ ତଦନ୍ତ ଜାରି ହୋଇଛି । ବେଶ କାରିଗରଙ୍କୁ ଡାକି ବେଶରେ କଣ ଲାଗିଥିଲା ରଖାଗଲା ରିପୋର୍ଟ । ଲିଖିତ ରିପୋର୍ଟ ଦାଖଲ କଲେ ବେଶ କାରିଗର । ନାଗାର୍ଜୁନ ବେଶ ବେଳେ ମହାପ୍ରଭୁଙ୍କର ନାଗାର୍ଜ୍ଜୁନ…

ଶେଷରେ ବାହାରିଲା ଆନ୍ଧ୍ର-ଓଡିଶା ସୀମା ବିବାଦ ସମାଧାନର ବାଟ । ୧୯୬୩ ସେଟେଲମେଣ୍ଟ ନକ୍ସା ଅନୁସାରେ ନିର୍ଦ୍ଧାରଣ ହେବ…

କନକ ବ୍ୟୁରୋ : ଶେଷରେ ବାହାରିଲା ଆନ୍ଧ୍ର-ଓଡିଶା ସୀମା ବିବାଦ ସମାଧାନର ବାଟ । ୧୯୬୩ ସେଟେଲମେଂଟ ନକ୍ସା ଅନୁସାରେ ସୀମା ନିର୍ଦ୍ଧାରଣ କରାଯିବ । ଆଜି ଉଭୟ ରାଜ୍ୟର ଅଧିକାରୀଙ୍କ ଆଲୋଚନା ପରେ ଏହି ନିଷ୍ପତି ହୋଇଛି । ଆଉ ଏହି ନିଷ୍ପତି ମାନିବାକୁ ବାଧ୍ୟ ଉଭୟ ରାଜ୍ୟର ସୀମାନ୍ତ ବାସୀ, ଏନେଇ…

ପାଠକ ବାପ ପୁଅଙ୍କ ଆର୍ଥିକ କାରବାର ନେଇ ଇଡିର ତଦନ୍ତ ଆରମ୍ଭ । ଟଙ୍କା କାରବାର ନେଇ ବ୍ୟାଙ୍କ ଆକାଉଣ୍ଟର କରିବ ଯାଞ୍ଚ

କନକ ବ୍ୟୁରୋ : ପାଠକ ବାପ ପୁଅଙ୍କ ଆର୍ଥିକ କାରବାର ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟର ତଦନ୍ତ ଆରମ୍ଭ ହୋଇଛି । ଟଙ୍କା କାରବାର ନେଇ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବ । ମନି ଲଣ୍ଡରିଂର ତଦନ୍ତ ପାଇଁ ଇଡି ଓ ଆଇଟି ବିଭାଗକୁ ଚିଠି ଲେଖିଥିଲା ରାଜ୍ୟ ଭିଜିଲାନ୍ସ ସେଲ୍ । ଆକାଶ ପାଠକଙ୍କ ବ୍ୟାଙ୍କ…

କୃଷି କାନୁନ୍ ବିରୋଧରେ ପ୍ରଦର୍ଶନ ଜାରି । କୃଷକଙ୍କ ସମର୍ଥନରେ ବାହାରିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶସିଂ…

କନକ ବ୍ୟୁରୋ: ଦେଶର କୃଷକ ମାନେ ଲାଗାତର ଭାବେ ନୂତନ କୃଷି କାନୁନ୍ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ଦୀର୍ଘ ୮ ଦିନ ହେବ ଏନେଇ ହଜାର ହଜାର କୃଷକ ଦିଲ୍ଲୀ ସୀମାରେ କାନୁନ୍ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି । ଏହା ମଧ୍ୟରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶସିଂ ବାଦଲ କୃଷକ…