Daily Archives

November 21, 2020

କରୋନାକୁ ନେଇ ହାତ ଟେକିଦେଲା ନେପାଳ । ବନ୍ଦ କଲା କରୋନା ଟେଷ୍ଟ ଓ ଚିକିତ୍ସା । ସରକାର ବନ୍ଦ କରୁଛନ୍ତି କ୍ୱାରେଣ୍ଟିନ…

କନକ ବ୍ୟୁରୋ : ନେପାଳ କରୋନା ଟେଷ୍ଟ, ଚିକିତ୍ସା ଓ କ୍ୱାରେଣ୍ଟିନ ସେବାକୁ ବନ୍ଦ କରିଦେଇଛି । wsj.com ର ରିପୋର୍ଟ ମୁତାବକ ନେପାଳ ସରକାର କହିଛନ୍ତି କି ସରକାର ଯଦି କରୋନାକୁ ନେଇ ଏଭଳି ଭାବେ ଅର୍ଥ ଖର୍ଚ୍ଚ କରି ଚାଲିବ ତେବେ ରାଜକୋଷ ଶୂନ୍ୟ ହୋଇଯିବ। ଅନ୍ୟ ଦେଶ ମାନଙ୍କ ଭଳି ନେପାଳରେ ବି…

ଜାମ୍ମୁକାଶ୍ମୀରରେ ଏବର୍ଷ ନିପାତ ହେଲେଣି ୧୯୧ ଆତଙ୍କବାଦୀ । କିନ୍ତୁ କମୁନି ସଂଖ୍ୟା, ଆତଙ୍କୀ ସଂଗଠନରେ ଯୋଗ ଦେଉଛନ୍ତି…

କନକ ବ୍ୟୁରୋ : ଜମ୍ମୁକଶ୍ମୀରରେ ସୁରକ୍ଷା ବଳ ଦ୍ୱାରା ନିୟମିତଭାବେ ଆତଙ୍କବାଦୀମାନଙ୍କୁ ନିପାତ କରାଯାଉଥିବା ସତ୍ୱେ ଘାଟିରୁ ଆତଙ୍କବାଦ ଶେଷ ହେବାର ନାଁ ଧରୁନାହିଁ । କାରଣ ଗତ କିଛି ବର୍ଷ ହେଲା ଅନେକ ସ୍ଥାନୀୟ ଯୁବକ ଆତଙ୍କବାଦୀ ସଂଗଠନରେ ମିଶିବାକୁ ପସନ୍ଦ କରୁଛନ୍ତି । ଦିନକୁ ଦିନ ସେମାନଙ୍କ…

ଭୁବନେଶ୍ୱରରେ ୫୦ ତଳେ ସଂକ୍ରମଣ । ଆଜି ୪୬ ଜଣ ଆକ୍ରାନ୍ତ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୬୮ ଜଣ  

କନକ ବ୍ୟୁରୋ : ଆଜି ରାଜଧାନୀ ଭୁବନେଶ୍ୱରରୁ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ଜଣ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୪୬ ଜଣଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୦ଜଣ ଚିହ୍ନଟ ହୋଇଥିବା ବେଳେ ୩୬ଜଣ…

ଭାଙ୍ଗିବ ଦିଦିଙ୍କ ଗଡ । ବିଜେପି ନେତା ଅର୍ଜୁନ ସିଂଙ୍କ ଦାବି । ବିଜେପିରେ ଯୋଗଦେବେ ୫ ଟିଏମ୍‌ସି ସାଂସଦ !

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ଆହୁରି କିଛି ମାସ ବାକି ରହିଛି । ହେଲେ ରାଜ୍ୟରେ ରାଜନୈିତିକ ଛକା ପଞ୍ଝା ଏବେଠାରୁ ଆରମ୍ଭ ହୋଇ ସାରିଛି । ଏହା ଭିତରେ ବିଜେପି ସାଂସଦ ଅର୍ଜୁନ ସିଂ ଯାହା ଦାବି କରିଛନ୍ତି ତାହା ଯଦି ସତରେ ପରିଣତ ହୁଏ ତାହେଲେ ମମତାଙ୍କୁ ଗଡ ବଞ୍ଚାଇବା…

ବାରମ୍ବାର ମୁଲତବୀ ପରେ ଚାଲିପାରିଲାନି ଗୃହ । ସ୍କୁଲ ବନ୍ଦ ପ୍ରସଙ୍ଗରେ ଆସନ୍ତାକାଲି ସରକାରୀ ଦଳ ମୁଖ୍ୟ ସଚେତକ ଆଣିବେ…

କନକ ବ୍ୟୁରୋ : ବାରମ୍ବାର ମୁଲତବୀ ପରେ ଆସନ୍ତାକାଲି ଯାଏ ବିଧାନସଭାକୁ ମୁଲତବୀ କରିଛନ୍ତି ବାଚସ୍ପତି । କାଲି ସରକାର ଦଳ ମୁଖ୍ୟ ସଚେତକ ସ୍କୁଲ ବନ୍ଦ ସଂପର୍କିତ ପ୍ରସ୍ତାବ ଆଣିବେ । ଆଉ ସେ ପ୍ରସ୍ତାବ ଉପରେ ଆଲୋଚନା ହେବ । ସର୍ବଦଳୀୟ ବୈଠକର ନିଷ୍ପତି ଅନୁଯାୟୀ ଆଜି ଆଉ କୌଣସି ପ୍ରସଙ୍ଗରେ…

ସିଲଭର ସିଟିର ସ୍ମାର୍ଟ ବୟ ପ୍ରତ୍ୟୁଷ । ଭଲକି ପାଟି ଖୋଲିନି. ହେଲେ ୪ଟି ଭାଷାରେ ଅନର୍ଗଳ କଥା କହୁଛି ୩ ବର୍ଷର ବାଳକ ।

କନକ ବ୍ୟୁରୋ : ସିଲଭର ସିଟିର ସ୍ମାର୍ଟ ବୟ ପ୍ରତ୍ୟୁଷ । ଭଲକରି ପାଟି ଖୋଲିନି, କିନ୍ତୁ ୪ଟି ଭାଷାରେ ଅନର୍ଗଳ କଥା କହୁଛି ୩ ବର୍ଷର ବାଳକ । ଓଡିଆ, ହିନ୍ଦୀ, ଇଂରାଜୀ ଓ ତାମିଲ ଭାଷାରେ ବିଭିନ୍ନ ପ୍ରଶ୍ନର ଉତର ହେଇ ସଫଳତା ସାଉଁଟିଛି । ଏହାସହ ଦେଶର ସବୁ ରାଜ୍ୟ ଓ ତାର ରାଜଧାନୀ ନାଁ ବାବଦରେ…