Daily Archives

November 17, 2020

କାହାକୁ ଦେବେ ଭୋଟ ? ସୋନୁ ସୁଦ କରିବେ ମତଦାନ ନେଇ ସଚେତନ । ଶ୍ରମିକଙ୍କ ଭଗବାନଙ୍କୁ ‘ରାଜ୍ୟ ଆଇକନ’ ଭାବେ ନିଯୁକ୍ତ କଲେ…

କନକ ବ୍ୟୁରୋ: ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନିର୍ବାଚନ ଆୟୋଗ ପଞ୍ଜାବର ‘ରାଜ୍ୟ ଆଇକନ୍’ ଭାବେ ନିଯୁକ୍ତ କରିଥିବା ନେଇ ଏକ ଅଧିକାରିକ ବୟାନରେ ସୂଚନା ଦିଆଯାଇଛି। ଏହା ଫଳରେ ସୋନୁ ଭୋଟରମାନଙ୍କୁ ମତଦାନ ନେଇ ସଚେତନ କରିବେ। ଜାରି ହୋଇଥିବା ଏହି ଅଧିକାରିକ ବୟାନରେ ପଞ୍ଜାବର ମୁଖ୍ୟ…

ପଟାଙ୍ଗୀରେ ଆନ୍ଧ୍ରର ଦାଦାଗିରି । ଆଉ ଏକ ନକ୍ସା ମାଧ୍ୟମରେ ପୁଣି ନାଲି ଆଖି ଦେଖାଇଲା ଆନ୍ଧ୍ର । ସୁନାବେଡାର କିଛି…

କନକ ବ୍ୟୁରୋ: ତୁଟୁନି ଆନ୍ଧ୍ର- ଓଡ଼ିଶାର ସୀମା ବିବାଦ । ଓଡ଼ିଶା ସୀମାରେ ଆନ୍ଧ୍ର କେତେବେଳେ ରାସ୍ତାକୁ ନେଇ ତ କେତେବେଳେ  ସୀମାକୁ ନେଇ  ଜମି ହଡ଼ପ ଚଳାଇଥିବା ବେଳେ ବର୍ତମାନ ଆନ୍ଧ୍ର ଆଉ ଏକ ଅସ୍ତ୍ର ଆପଣାଇଛି । ତାହା ହେଲା  ଜିପିଏସ ମାଧ୍ୟମରେ ଟଣା ଯାଇଥିବା ଆନ୍ଧ୍ର ପ୍ରଦେଶର ବନ ବିଭାଗର ଏକ…

ମହାଦେବଙ୍କ ନାଁରେ ମାଡ ପରେ ମାଡ… ମାଟି ତଳୁ ମହାଦେବ ବାହାରିବା କ୍ଷଣି ଥରି ଉଠିଲେ ବ୍ୟକ୍ତି । ଯୁବକଙ୍କ ଗାଲରେ…

କନକ ବ୍ୟୁରୋ: ବିଶ୍ୱାସ ବନାମ ଅନ୍ଧ ବିଶ୍ୱାସ । ମହାଦେବ ଲାଗିଲେ, ପ୍ରବଳ ପିଟିଲେ ! ମାଟିତଳୁ ମହାଦେବ ବାହାରିବା ପରେ ଚାଲିଥିଲା ପୂଜାର୍ଚ୍ଚନା । ହେଲେ ହଠାତ ଶିବଲିଙ୍ଗ ପାଖରେ ଶୁଭିଥିଲା ଚାପୁଡା ଶବ୍ଦ । ଆଉ ଜଣେ ଯୁବକଙ୍କୁ ପିଟି ଚାଲିଥିଲେ ଅନ୍ୟ ଜଣେ ଲୋକ । କୁହାଯାଉଥିଲା ତାଙ୍କ ଦେହରେ…

ବ୍ରିକ୍ସ ସମ୍ମିଳନୀରେ ପାକ୍ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ନାଁ ନନେଇ କଲେ ଟାର୍ଗେଟ୍ । କହିଲେ, ଆତଙ୍କବାଦକୁ…

କନକ ବ୍ୟୁରୋ: ପୁଣି ପାକିସ୍ତାନକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । ନାଁ ନନେଇ ପାକିସ୍ତାନ ଉପରେ ଧୂମ୍ ବର୍ଷିଲେ ମୋଦି । ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦର କଥା ଉଠାଇ ପାକକୁ ନିଶାନା କଲେ ନରେନ୍ଦ୍ର ମୋଦି । ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି କି, ଆତଙ୍କବାଦ ବିଶ୍ୱ…

ପୁଣି ଚାଲିବ ଚିଲିକାରେ ଡଙ୍ଗା, ପାଖରୁ ଦେଖିହେବ ପକ୍ଷୀ । ଅନୁମତି ମିଳିବା ପରେ ଡଙ୍ଗା ତିଆରିରେ ବ୍ୟସ୍ତ ଡଙ୍ଗା ଚାଳକ ।

କନକ ବ୍ୟୁରୋ: ଅନୁମତି ମିଳିଲା, ରୋଜଗାର ମିଳିବ । ସେଥିପାଇଁ ତ ଏତେ ସବୁ ସଜବାଜ ।ଡଙ୍ଗା ତିଆରି ଚାଲିଛି । କାଠପଟା, କଂଟା ଆଉ ହାତ ହତିଆର ଧରି କାମରେ ଲାଗିଛନ୍ତି ମହାରଣା କାରିଗର । କାରିଗରଙ୍କ ଦ୍ୱାରା ତିଆରି ହୋଇଥିବା ଏହି ଡଙ୍ଗା ଚିଲିକାରେ ଥିବା ବିଭିନ୍ନ ପକ୍ଷୀ ଅଭୟାରଣ୍ୟକୁ ଯାତାୟତ…

ଶିକୁଳି ବାନ୍ଧିଲି ମୁଁ ସ୍ୱାମୀ ଗୋଡରେ… ସ୍ୱାମୀଙ୍କ ଔଷଧ ଖର୍ଚ୍ଚ ଉଠାଇବାକୁ ପର ଘରେ ପାଇଟି କରୁଛନ୍ତି ସ୍ତ୍ରୀ ।…

କନକ ବ୍ୟୁରୋ: ଜଞ୍ଜିରରେ ବନ୍ଧା ପଡିଛି ସ୍ୱାମୀଙ୍କ ଜୀବନ । ସିନ୍ଦୁର ପାଇଁ ସହାୟତା ମାଗୁଛନ୍ତି ସ୍ତ୍ରୀ । ମାନସିକ ବିକାରଗ୍ରସ୍ତ ସ୍ୱାମୀଙ୍କୁ ଶିକୁଳିରେ ବାନ୍ଧି ପର ଘରେ ପାଇଟି କରିବାକୁ ଯାଉଛି ସ୍ତ୍ରୀ । ପରିବାର ମୁହଁରେ ଦାନା ଓ ସ୍ୱାମୀଙ୍କ ପାଇଁ ଔଷଧ କିଣିବାକୁ ଏମିତି କରିବାକୁ ବାଧ୍ୟ…