Daily Archives

November 11, 2020

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : ହାଇକୋର୍ଟରେ ଜବାବ ଦାଖଲ କଲା କ୍ରାଇମବ୍ରାଞ୍ଚ ; ହତ୍ୟାର କୌଣସି ପ୍ରମାଣ…

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ହାଇକୋର୍ଟରେ ଜବାବ ଦାଖଲ କଲା କ୍ରାଇମବ୍ରାଞ୍ଚ । ଆଦିତ୍ୟଙ୍କ ହତ୍ୟାର କୌଣସି ପ୍ରମାଣ ନଥିବା କ୍ରାଇମବ୍ରାଞ୍ଚ ସତ୍ୟପାଠରେ ଉଲ୍ଲେଖ । କିନ୍ତୁ ତଦନ୍ତକାରୀ ଅଧିକାରୀ କରୋନାରେ ଆକ୍ରାନ୍ତ ଥିବାରୁ କୋର୍ଟରେ ଅପଡ଼େଟ ରିପୋର୍ଟ ଦାଖଲ…

ଦେଶରେ କରୋନା ମୃତ୍ୟୁସଂଖ୍ୟା ୧,୨୭,୫୭୧ ରେ ପହଞ୍ଚିଲା। ସକ୍ରିୟ ସଂକ୍ରମିତ ୪,୯୪,୬୫୭, ସୁସ୍ଥ ସଂଖ୍ୟା ୮୦,୧୩,୭୮୩

କନକ ବ୍ୟୁରୋ: ଆଜି ୪୦,୦୦୦ପାର ଖସିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୪୪ହଜାର ୨୮୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ ୮୬ ଲକ୍ଷ ୩୬ହଜାର ୦୧୨ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହା ସହ ଆଜି ମୃତ୍ୟୁ…

ପୁଅର ମୃତ୍ୟୁକୁ ସହିପାରିଲେନି ବାପା ମାଆ : ପୁଅ ମୃତ୍ୟୁର ବର୍ଷକ ପରେ ବାପା ମା’ଙ୍କ ଆତ୍ମହତ୍ୟା ଉଦ୍ୟମ  

କନକ ବ୍ୟୁରୋ : ପୁଅ ମୃତ୍ୟୁକୁ ସହିପାରିଲେନି ବାପା ମାଆ । ପୁଅ ମୃତ୍ୟୁର ବର୍ଷକ ପରେ ବାପା ମାଆଙ୍କ ଆତ୍ମହତ୍ୟା ଉଦ୍ୟମ ।  କଳାହାଣ୍ଡି ତୁମେରମୁଣ୍ଡା ଗାଁର ବିଷ୍ଣୁ ଗଉଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିବା ସ୍ତ୍ରୀ ନିଜର ମାନସିକ ଭାରସାମ୍ୟ ହରାଇବସିଛନ୍ତି ।  ୨୦୧୯ ଜୁଲାଇ…

ବଲାଙ୍ଗୀର ପାଟଣାଗଡ ସଅଁରାପଡାରେ ଚାଞ୍ଚଲ୍ୟ : ପାଟଣାଗଡରେ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ; ୬ ମୃତ୍ୟୁର କାରଣ…

କନକ ବ୍ୟୁରୋ : ବଲାଙ୍ଗୀର ପାଟଣାଗଡ଼ରେ ଚାଂଚଲ୍ୟ । ପାଟଣାଗଡ ସଅଁରାପଡାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ । ସମସ୍ତ ମୃତଦେହ ଘର ଭିତରେ ଘୋଡା ଯାଇଛି । ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ମୃତଦେହ ନିକଟରୁ ଟାଙ୍ଗିଆ ଓ ଫାର୍ଶା ଜବତ କରାଯାଇଛି । ପାଟଣାଗଡ଼ ପୁଲିସ ଘଟଣା ସ୍ଥଳରେ ପହଚିଂ…

ଉପନିର୍ବାଚନ ଫଳାଫଳ ପରେ ଆତ୍ମସମୀକ୍ଷା : ବାଲେଶ୍ୱର ଓ ତିର୍ତ୍ତୋଲରେ କାହିଁକି ହେଲା ‘ପଦ୍ମ’ର ପରାଜୟ ସମୀକ୍ଷା କରିବ…

କନକ ବ୍ୟୁରୋ: ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନରେ ବିଜେପିର ପରାଜୟକୁ ନେଇ ସମୀର ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । ଜନମତକୁ ନମ୍ରତାର ସହ ସ୍ୱୀକାର କରୁଛନ୍ତି ଓ ସମ୍ମାନ ଜଣାଉଥିବା କହିଛନ୍ତି ସମୀର ମହାନ୍ତି । ପ୍ରସଙ୍ଗ ଭିର୍ତିକ ନିର୍ବାଚନ ଲଢିଥିଲେ । ରାଜ୍ୟରେ ଏଣିକି ଦ୍ୱିପାକ୍ଷିକ…

ମାନସିକ ଅନଗ୍ରସର ଯୁବକଙ୍କ ପାଇଁ ନାକେଦମ୍ । ୮ ଘଂଟାର ଅପରେସନ ପରେ ଗଛରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ବାଙ୍କୀ…

କନକ ବ୍ୟୁରୋ: ମାନସିକ ଅନଗ୍ରସର ଯୁବକଙ୍କ ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ହେଲେ ରାତି ତମାମ ନାକେଦମ । ୮ ଘଂଟା ଅପରେସନ ପରେ ଉଦ୍ଧାର ହେଲେ ମାନସିକ ଅନଗ୍ରସର ଯୁବକ । ବାଙ୍କୀ ଏନଏସି ଅଂଚଳରେ ଦେଖିବାକୁ ମିଳିଛି ଏହି ଘଟଣା । ରାତି ପ୍ରାୟ ୯ଟା ସମୟରେ ଏହି ଅଜଣା ଯୁବକଟି ବାଙ୍କୀ ଏନଏସିରେ…